ଧାରାବାହିକ ଉପନ୍ୟାସ : ଚୋରାବାଲି (୮୧)
ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୮୧
ଆଉ କେତେ ଦିନ ଏଇ ଗେଷ୍ଟ ହାଉସ୍ରେ ରହିଥିବ ଅରୁ?
ଠିକ୍ କହିଲ କୁମାର । କାଲି ହିଁ ଗାଁ ଆରପାଖ ମନ୍ଦିର ପାଖରେ ଗୋଟେ ଘର ବୁଝିଛି । ଦୁଇ ବଖରା । ବାରି ବଗିଚା । ଆଗରୁ ଯିଏ ରହୁଥିଲେ, ଏବେ ଛାଡିଛନ୍ତି ।…