ବ୍ରିଜ ମଝିିରେ ସରିଲା ପେଟ୍ରୋଲ : କାନ୍ଧରେ ବାଇକ ଧରି ଚାଲିଲେ ଯୁବକ
ଆଜିକାଲି ସୋସିଆଲ ମିଡ଼ିଆରେ ଆମକୁ ଅଜବ ଅଜବ ଭିଡ଼ିଓ ଦେଖିବାକୁ ମିଳୁଛି । ଏବେ ସେମିତି ଏକ ଭିଡ଼ିଓ ଭାଇରାଲ ହେଉଛି, ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେବା ସହ ହସି ହସି ବେଦମ ହୋଇଯିବେ ।
ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି, ଅକ୍ଷୟ ଗୁଜାର ନାମକ ଜଣେ ଯୁବକ ବାଇକ୍ ଧରି ଯାଉଛନ୍ତି । ଏକ…