Latest Odisha News

BREAKING NEWS

ସ୍ପାଇଡରମ୍ୟାନ୍ ପୋଷାକ ପିନ୍ଧିଥିବା ଯୁବକଙ୍କୁ ଆକ୍ରମଣ କଲେ ଯୁବତୀ, ପୋଲିସ କଲା ଗିରଫ

ନ୍ୟୁୟର୍କ : ସୋସିଆଲ ମିଡିଆରେ ଏମିତି ଭିଡ଼ିଓ ଭାଇରାଲ ହୁଏ, ଯାହା ଦେଖିଲେ ମନରେ କ୍ରୋଧ ଆସିଥାଏ । ଏବେ ଏଭଳି ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଜଣେ ୧୫ ବର୍ଷର ବାଳକ ସ୍ପାଇଡରମ୍ୟାନ୍ ପୋଷାକରେ ବୁଲୁଥିବା ବେଳେ ଜଣେ ଯୁବତୀ ତାଙ୍କ ପ୍ରତି ଏପରି ବ୍ୟବହାର କରିଛନ୍ତି ,ଯାହାକୁ ଦେଖି ଲୋକେ…

ଆଗକୁ ଆସୁଛି କଙ୍ଗନାଙ୍କ ୩ ଫିଲ୍ମ, ଘୋଷଣା ହେଲା ରିଲିଜ ତାରିଖ

ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ଅଭିନିତ ୩ଟି ଫିଲ୍ମ ଖୁବ୍‌ଶୀଘ୍ର ରିଲିଜ୍ ହେବ । ସେପ୍ଟେମ୍ବର, ଅକ୍ଟୋବର ଏବଂ ନଭେମ୍ବର ଏହି ତିନି ମାସରେ ୩ଟି ଯାକ ଫିଲ୍ମ ପରଦାକୁ ଆସିବ । ସେପ୍ଟେମ୍ବରରେ ‘ଚନ୍ଦ୍ରମୁଖୀ’, ‘ଅକ୍ଟୋବରରେ ‘ତେଜସ୍‌’ ଏବଂ ନଭେମ୍ବରରେ ‘ଇମରଜେନ୍ସ’ ରିଲିଜ…

ପତ୍ନୀଙ୍କୁ ଉପହାର ଦେଲେ ବାର୍ବୀ ଡଲ୍ ଓ ଚିଠି : କାରଣ ଜାଣିଲେ ହୋଇଯିବେ ଭାବପ୍ରବଣ

ନ୍ୟୁୟର୍କ : ସାଧାରଣତଃ ବାର୍ବି ଡଲ୍‌କୁ୍ ଛୋଟ ଝିଅମାନେ ବେଶୀ ପସନ୍ଦ କରିଥାନ୍ତି । ଛୋଟ ଛୋଟ ଝିଅମାନେ ତାକୁ ପୋଷାକ ପରିଧାନ କରାନ୍ତି, ପୋଷାକ ବଦଳାନ୍ତି, କେଶକୁ ସାଇଜ କରି ଖେଳୁଥିବା ସମସ୍ତେ ଦେଖିଥିବେ । କିନ୍ତୁ ବୟସ୍କା ମହିଳା ହୁଅନ୍ତୁ ବା ପତ୍ନୀଙ୍କୁ କେହି ବାର୍ବି ଡଲ୍ ଉପହାର ଦେବା…

ପ୍ରଥମ ଥର ପାଇଁ ଭୋଗ୍‌ରେ ନଜର ଆସିଲେ ରେଖା

ମୁମ୍ବାଇ: ଆମେରିକାର ମାସିକ ଫ୍ୟାଶନ ଏବଂ ଜୀବନଶୈଳୀ ପତ୍ରିକା ଭୋଗ୍‌ରେ ପ୍ରଥମ ଥର ପାଇଁ ସ୍ଥାନ ପାଇଛନ୍ତି ଭେଟେରାନ ଅଭିନେତ୍ରୀ ରେଖା । ସେ ପତ୍ରିକାର କଭରପେଜରେ ନଜର ଆସିଛନ୍ତି । ତାହା ପୁଣି ରାଣୀ ବେଶରେ । ପୂର୍ବରୁ ବଲିଉଡ଼ର ଅନେକ ଅଭିନେତ୍ରୀ, ଅଭିନେତାଙ୍କୁ ଏହି ପତ୍ରିକାରେ ଦେଖିବାକୁ…

୬୦ ବର୍ଷ ପରେ ଦେଖାହେଲେ ଗର୍ଲଫ୍ରେଣ୍ଡ: ଦେଲେ ବିବାହ ପ୍ରସ୍ତାବ

ଫ୍ଲୋରିଡ଼ା: କୁହାଯାଏ ଯେ, ଜଣେ ବ୍ୟକ୍ତି ନିଜର ପ୍ରଥମ ପ୍ରେମକୁ କେବେବି ଭୁଲି ପାରେ ନାହିଁ । ସେ ଜୀବନରେ ସବୁ ଖୁସିପାଇଥିଲେ ବି ପ୍ରତ୍ୟେକ ମୁହର୍ତ୍ତରେ ସେ ନିଜ ପ୍ରଥମ ପ୍ରେମଙ୍କୁ ମନେ ପକାନ୍ତି । ଥରେ ଭାବନ୍ତୁ, ଯଦି ତୁମେ ପିଲାଦିନରେ ଭଲ ପାଉଥିବା ବ୍ୟକ୍ତିଙ୍କୁ ପାଇବ ଓ ତାଙ୍କ ସହିତ…

‘ଦ କପିଲ ଶର୍ମା ସୋ’ ବନ୍ଦ କରି ପୁରା ଟିମ୍ ବିଦେଶରେ

ମୁମ୍ବାଇ: ଛୋଟ ପରଦାର ସବୁଠୁ ଲୋକପ୍ରିୟ କମେଡ଼ି ଶୋ’ ହେଉଛି ‘ଦ କପିଲ ଶର୍ମା ଶୋ’ । ଏହି ଶୋ’ର ଲୋକପ୍ରିୟତା କେବଳ ଆମ ଦେଶରେ ନୁହେଁ ବିଦେଶରେ ବି ରହିଛି । ବିଦେଶରେ ଏହି ଶୋ’ର ଲୋକପ୍ରିୟତା ବି ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏବେ ଏହି ଶୋ ବନ୍ଦ କରି କମେଡ଼ି କିଙ୍ଗ କପିଲ ଶର୍ମା ନିଜ…

ସୋସିଆଲ ମିଡିଆରୁ ମିଳିଥିବା ସହାୟତାରେ ଝିଅର ହେଲା ବିବାହ, କନଷ୍ଟେବଳ ସାଜିଲେ ଭାଇ

ରାଜସ୍ଥାନ:ଆଜିର ଯୁଗରେ ସୋସିଆଲ ମିଡିଆରେ ସବୁକିଛି ସମ୍ଭବ । ରାଜସ୍ଥାନରେ ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଯେ, ଜଣେ ପୋଲିସ କନଷ୍ଟେବଳ ସୋସିଆଲ ମିଡିଆରେ ସାହାଯ୍ୟ ପାଇଁ ନିବେଦନ କରିଥିଲେ । ଲୋକେ ସାହାଯ୍ୟର ହାତ ଏମିତି ବଢାଇଲେ ଯେ, ଜଣେ ଗରିବ ଝି÷ଅକୁ ସେ ଧୁମ୍‌ଧାମ୍‌ରେ ବିବାହ କରାଇ…

ଦୁନିଆର ସବୁଠୁ ବଡ଼ ପାଣିଜାହାଜ : ଭିତରେ ରହିଛି ଆଶ୍ଚର୍ଯ୍ୟଜନକ ସୁବିଧା ସୁଯୋଗ

ଫିନଲାଣ୍ଡ: ଯଦି ଆପଣ ହଲିଉଡ଼ ତିଆରି ବିଶ୍ୱର ଅନ୍ୟତମ ଚର୍ଚ୍ଚିତ ସିନେମା ପ୍ରଳୟ ୨୦୧୨ ଦେଖିଥିବେ ସେଥିରେ ଗୋଟିଏ କଥା ନିଶ୍ଚୟ ଆପଣଙ୍କ ମନକୁ ଛୁଇଁଥିବ । ସେ ଚଳଚ୍ଚିତ୍ରରେ ପୃଥିବୀ ଧ୍ୱଂସ ପାଇବାକୁ ଯାଉଥିବା ବେଳେ ଗୋଟିଏ ପାଣି ଜାହାଜ ଜରିଆରେ ମାନବ ସମାଜର ଅସ୍ମିତକୁ ବଞ୍ଚାଇ ରଖିବା ପାଇଁ…

ମୁମ୍ବାଇରେ ବିଳାସପୂର୍ଣ୍ଣ ଘର କିଣିଲେ ଜ୍ୟାକ୍‌ଲିନ୍‌

ମୁମ୍ବାଇ: ଅଭିନେତ୍ରୀ ଜ୍ୟାକ୍‌ଲିନ୍ ଫର୍ନାଣ୍ଡିସ୍ ମୁମ୍ବାଇରେ ଏକ ନୂଆ ବିଳାସପୂର୍ଣ୍ଣ ଘର କିଣିଛନ୍ତି । ଏହି ନୂଆ ଘର ବାନ୍ଦ୍ରା ୱେଷ୍ଟର ପାଲି ହିଲ୍ ଅଞ୍ଚଳରେ ରହିଛି । ଏହି ନୂଆ ଘରର କିଛି ଫଟୋ ନିଜେ ଜ୍ୟାକ୍‌ଲିନ୍ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ଏହି ବିଳାସପୂର୍ଣ୍ଣ ଘରେ ଏକ ପୁଲ,…

ଉର୍ଫିଙ୍କ ସହ କାମ କରିବେନି ବୋଲି ରୋକ୍‌ଠୋକ୍ ମନା କଲେ ଅଭିଷେକ

ମୁମ୍ବାଇ: ଛୋଟ ପରଦାର ଅଭିନେତ୍ରୀ ଉର୍ଫି ଜାଭେଦଙ୍କ ସହ କାମ କରିବେ ନାହିଁ ବୋଲି ରୋକ୍‌ଠୋକ୍ ମନା କରିଦେଇଛନ୍ତିି ଅଭିନେତା ଅଭିଷେକ ମାଲହାନ । ଏହା ଶୁଣିବା ପରେ ଉର୍ଫି ଅସନ୍ତୋଷ ପ୍ରକାଶ କରିବା ସହ ଏନେଇ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ଅଭିନେତା ଅଭିଷେକ ମାଲହାନ୍ ଏବେ ‘ବିଗ୍ ବସ୍…