Latest Odisha News

BREAKING NEWS

ଶ୍ରୀବାଣୀ କ୍ଷେତ୍ର କିସ୍‌ରେ ଗଡ଼ିଲା ତିନିରଥ : ମହିଳା ଟାଣିନେଲେ ସୁଭଦ୍ରାଙ୍କ ଦର୍ପଦଳନ

ଭୁବନେଶ୍ୱର: ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଶ୍ରୀବାଣୀ କ୍ଷେତ୍ର ଭାବେ ପରିଚିତ କିସ୍ ପରିସରରେ ଆୟୋଜିତ ହୋଇଛି ପବିତ୍ର ରଥଯାତ୍ରା ଉତ୍ସବ । ସମ୍ପୂର୍ଣ୍ଣ ପାରମ୍ପରିକ ରୀତିନୀତି ଓ ଆନନ୍ଦ ଉତ୍ସାହ ଭିତରେ ଏହି ଉତ୍ସବ ଅନୁଷ୍ଠିତ ହୋଇଥିଲା । ନିର୍ଦ୍ଧାରିତ ସମୟରେ ତିନିଠାକୁରଙ୍କ ମଙ୍ଗଳାଆରତୀ,…

ଚତୁର୍ଥ ଦିନରେ ବ୍ୟବସାୟରେ ମାଡ଼ ହେଲା ‘ଆଦିପୁରୁଷ’

ମୁମ୍ବାଇ: ସାଉଥ୍ ସୁପରଷ୍ଟାର ପ୍ରଭାସଙ୍କ ଅଭିନିତ ଫିଲ୍ମ‘ଆଦିପୁରୁଷ’ ଏବେ ଖୁବ୍ ଚର୍ଚ୍ଚାରେ । ଫିଲ୍ମର କାହାଣୀ,ସଂଳାପ,ଚରିତ୍ରକୁ ନେଇ ବିବାଦ ଦେଖାଦେଇଛି । ବିବାଦସତ୍ତ୍ୱେ ରିଲିଜ୍‌ର ତିନିଦିନ ଯାଏଁ ଫିଲ୍ମଟି ଭଲ ବ୍ୟବସାୟ କରିଲା । ହେଲେ ଧୀରେ ଧୀରେ ଏହାର ବ୍ୟବସାୟରେ ମାନ୍ଦା ଅବସ୍ଥା…

ଖଟ ଉପରେ ସୁଇମିଂ ପୁଲ: ଯୁବକଙ୍କ କାରିଗରୀ କୌଶଳକୁ ଖୁବ୍ ପ୍ରଶଂସା

ଏବେ ପ୍ରବଳ ଗ୍ରୀଷ୍ମ ପ୍ରଭାବ ଯୋଗୁ ଚାରିଆଡ଼େ ତାତି ଆଉ ତାତି । ପରିସ୍ଥିତି ଏପରି ହେଉଛି ଯେ, ଘରୁ ବାହାରିବା ଅସମ୍ଭାଳ ହୋଇପଡ଼ୁଛି । ପୂର୍ବାହ୍ନ ୯ଟା ପରେ ରାସ୍ତାଘାଟ ଶୂନ୍‌ଶାନ୍ ହୋଇପଡ଼ୁଛି । ଅନେକ ସ୍ଥାନରେ ଲୋକଙ୍କର ଅଂଶୁଘାତରେ ମୃତ୍ୟୁ ମଧ୍ୟ ହେଉଛି । ଏଭଳି ସମୟରେ କାମ ନ ଥିଲେ ଘରୁ…

ଦୁନିଆର ସବୁଠୁ ଛୋଟ ମଣିଷ: ବୟସ ୨୦ ବର୍ଷ, ଉଚ୍ଚତା ୨ ଫୁଟ

ଇରାନ: ତୁର୍କୀର ସୁଲତାନ କୋଶନ ଦୁନିଆର ସବୁଠୁ ଉଚ୍ଚତମ ବ୍ୟକ୍ତି ଭାବେ ପରିଚିତ । ତାଙ୍କର ଉଚ୍ଚତା ହେଉଛି ୮ ଫୁଟ ୩ ଇଞ୍ଚ । ତାଙ୍କ ନାମ ଗିନିଜ ବୁକ୍‌ରେ ମଧ୍ୟ ରେକର୍ଡ କରାଯାଇଛି । କିନ୍ତୁ ଆପଣ ଜାଣନ୍ତି କି ଦୁନିଆର ସବୁଠାରୁ ଛୋଟ ବ୍ୟକ୍ତି କିଏ? ଦୁନିଆର ସବୁଠାରୁ ଛୋଟ ବ୍ୟକ୍ତି ଇରାନରେ…

‘ତାରକ୍ ମେହେତା କା ଉଲ୍‌ଟା ଚଷମା’ର ପ୍ରଯୋଜକଙ୍କ ବିରୋଧରେ ଯୌନ ଶୋଷଣ ମାମଲା

ମୁମ୍ବାଇ: ଛୋଟ ପରଦାର ଲୋକପ୍ରିୟ ହାସ୍ୟ ଧାରାବାହିକ ‘ତାରକ୍ ମେହେତାକା ଉଲ୍‌ଟା ଚଷମା’ର ପ୍ରଯୋଜକ ଅସିତ ମୋଦୀଙ୍କ ବିରୋଧରେ ଯୌନ ଶୋଷଣ ମାମଲା । ଏଥିସହିତ ଧାରାବାହିକର ଅପରେଶନ ହେଡ ସୋହେଲ ରମାଣି ଏବଂ କାର୍ଯ୍ୟନିର୍ବାହୀ ନିର୍ମାତା ଜତିନ ବଜାଜଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ ହୋଇଛି । ହେଲେ…

ଡିଗ୍ରୀ ହାସଲ ସମୟରେ ଛାତ୍ରୀ ହସିଦେଲେ: ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ଦେଲେନି ଡ଼ିଗ୍ରୀ

ନ୍ୟୁୟର୍କ: ସାଧାରଣତଃ ଡିଗ୍ରୀ ହାସଲ ଗ୍ରହଣ କରିବା ସମୟରେ ପ୍ରତ୍ୟେକ ଛାତ୍ରଛାତ୍ରୀ ବେଶୀ ଉତ୍ସାହିତ ହୋଇପଡ଼ନ୍ତି । ଏଥିରେ କିଛି ନୂଆ କଥା ନାହିଁ । କିନ୍ତୁ ଆମେରିକାର ଏକ ଶିକ୍ଷାନୁଷ୍ଠାନରେ ଜଣେ ଛାତ୍ରୀ ଡିଗ୍ରୀ ଗ୍ରହଣ କରିବା ପାଇଁ ମଞ୍ଚଉପରକୁ ଯିବା ସମୟରେ ଖୁସିରେ ଟିକେ ହସିଦେବା ସହ…

ବଜରଙ୍ଗବାଲୀ ଭଗବାନ ନୁହନ୍ତି; ଏପରି କିଛି କହିଲେ ମନୋଜ ମୁନ୍ତାଶିର

ମୁମ୍ବାଇ: ସାଉଥ୍ ସୁପରଷ୍ଟାର ପ୍ରଭାସ ଓ ଅଭିନେତ୍ରୀ କ୍ରିତି ସାନନଙ୍କ ଅଭିନିତ ଫିଲ୍ମ ‘ଆଦିପୁରୁଷ’ ଗତ ୧୬ ତାରିଖରେ ରିଲିଜ ହୋଇଯାଇଛି । ରିଲିଜ୍ ହେଉ ହେଉ ଏହାର ସଂଳାପ ଓ କାହାଣୀକୁ ନେଇ ବିବାଦ ଦେଖାଦେଇଛି । ଏଥିସହ ଫିଲ୍ମରେ ‘ରାମାୟଣ’ର ଚରିତ୍ର ସବୁକୁ ଭୁଲ ଭାବେ ଉପସ୍ଥାପନ କରାଯାଇଛି…

ସାଇକେଲର ଦାମ ମାତ୍ର ୧୮ ଟଙ୍କା : ବିଲ୍ ଭାଇରାଲ

ସୋସିଆଲ ମିଡ଼ିଆରେ ଏମିତି କିଛି ଜିନିଷ ଦେଖିବାକୁ ମିଳେ, ଯାହାକୁ ଆଖି ବି ବିଶ୍ୱାସ କରିପାରେନି । ଅନେକ ଲୋକ ବିଗତ ବର୍ଷଗୁଡିକର ବିଲ୍ ମଧ୍ୟ ବର୍ଷ ବର୍ଷ ଧରି ସାଇତି ରଖିଥାନ୍ତି । ଏବେ ସେମିତି ଏକ ସାଇକେଲ କିଣାଯାଇଥିବାର ବିଲ୍ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେଉଛି । ଯାହାକୁ ଦେଖିଲେ ଆପଣ…

ଫିଲ୍ମ ‘ଆଦିପୁରୁଷ’ ବ୍ୟାନ ନେଇ ଦାବି କଲେ ଅଯୋଧ୍ୟା ସନ୍ଥମାନେ

ମୁମ୍ବାଇ: ‘ରାମାୟଣ’ କାହାଣୀ ଆଧାରିତ ଫିଲ୍ମ ‘ଆଦିପୁରୁଷ’ ଗତ ୧୮ ତାରିଖରେ ରିଲିଜ ହୋଇଯାଇଛି । ରିଲିଜ୍ ହେବା ଦିନଠାରୁ ବିବାଦ ଦିନକୁ ଦିନ ବଢିବାରେ ଲାଗିଛି । ଫିଲ୍ମର କାହାଣୀ ଏବଂ ସଂଳାପକୁ ନେଇ ସାରା ଦେଶରେ ମଧ୍ୟ ବିରୋଧ ପ୍ରଦର୍ଶନ କରାଯାଉଛି । ଏସବୁ ଭିତରେ ଅଯୋଧ୍ୟା ସନ୍ଥମାନେ ଫିଲ୍ମ…

ବାଥରୁମ୍ ଝରକା ପଟେ ପଶିଲା ଅଚିହ୍ନା ଜୀବ, ଲୋକେ ଭୟଭୀତ

ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାରର ଭିଡିଓ ଦେଖିବାକୁ ମିଳିଥାଏ । କିନ୍ତୁ କିଛି ଭିଡିଓ ଏପରି ଦେଖିବାକୁ ମିଳେ ଯେ, ଲୋକେ ଦେଖି ଭୟଭୀତ ହୋଇପଡ଼ନ୍ତି । ଏହିପରି ଗୋଟିଏ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଏପରି ଏକ ଜୀବ ଘରର ବାଥରୁମରେ ପଶିଯାଇଛି, ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ…