Latest Odisha News

BREAKING NEWS

ପାଟି ବଦଳରେ ନାକରେ ବଂଶୀ ବଜାନ୍ତି ବସନ୍ତ କୁମାର

ରାଜସ୍ଥାନ: ଦୁନିଆରେ ଏପରି ଅନେକ କଳାକାର ଅଛନ୍ତି, ଯେଉଁମାନେ ନିଜ ଚମତ୍କାର କଳା ମାଧ୍ୟମରେ ସମସ୍ତଙ୍କୁ ଆକର୍ଷିତ କରିଥାନ୍ତି । ଅନେକ କଳାକାର ସେମାନଙ୍କ ପାଟିରେ ବଂଶୀ ବଜାଉଥିବା ଦେଖିଥିବେ, କିନ୍ତୁ ଆପଣ କେବେ ଦେଖିଛନ୍ତି, କିଏ ନାକରେ ବଂଶୀ ବଜାଇବା ? କିନ୍ତୁ ଏମିତି ଜଣେ ବ୍ୟକ୍ତି…

ଯୁବକଙ୍କ ଆଶ୍ଚର୍ଯ୍ୟଜନକ ଷ୍ଟଣ୍ଟ: ବିନା ସହାୟତାରେ ସିଡ଼ି ଛିଡା କରି ଚଢିଲେ

ଆଜିକାଲି ସୋସିଆଲ ମିଡିଆରେ ଆମେ ଅଜବ ଭିଡ଼ିଓ ଦେଖିବାକୁ ପାଇଥାଉ,ଯାହାକୁ ଦେଖିଲେ ବିଶ୍ୱାସ କରିବା କଷ୍ଟକର ହୋଇପଡ଼େ । ନିକଟରେ ଏମିିତି ଏକ ଭିଡିଓ ଦେଖିବାକୁ ମିଳିଛି ଯେଉଁଥିରେ ଜଣେ ବ୍ୟକ୍ତି ବିନା ସହାୟତାରେ ସିଡ଼ିକୁ ଠିଆ କରି ଚମତ୍କାର ଭାବେ ଚଢୁଛନ୍ତି । ଆଶ୍ଚର୍ଯ୍ୟଜନକ କଥା ହେଉଛି ସେ ଏହି…

କମଳା ରଙ୍ଗର କୁମ୍ଭୀର ଠାପ: ଦେଖିବାକୁ ବହୁତ ସୁନ୍ଦର, ବୈଜ୍ଞାନିକଙ୍କୁ କଲା ଆଶ୍ଚର୍ଯ୍ୟ

ନେପାଳ: ସାଧାରଣତଃ ଲୋକେ କୁମ୍ଭୀରକୁ ଦେଖିଲେ ଭୟ କରନ୍ତି । ଏମାନଙ୍କର ରୂପ ଏତେ ଭୟଙ୍କର ଯେ, ପାଖରେ କିମ୍ବା ଫଟୋରେ ଲୋକେ ଦେଖିଲେ ବି ଭୟ କରନ୍ତି । ଏମାନେ ସାଧାରଣତଃ ମାଟିଆ ରଙ୍ଗର ହୋଇଥାନ୍ତି । କିନ୍ତୁ ଏବେ ନେପାଳରେ କମଳା ରଙ୍ଗର କୁମ୍ଭୀର ଠାବ କରାଯାଇଛି, ଯାହା ଦେଖିବାକୁ ଖୁବ୍ ସୁନ୍ଦର…

ରଣବୀର ଅବହେଳିତ ପିଲାଙ୍କୁ ଦେଖାଇବେ ଫିଲ୍ମ ‘ଆଦିପୁରୁଷ’

ମୁମ୍ବାଇ: ‘ରାମାୟଣ’ କାହାଣୀ ଆଧାରିତ ତଥା ସାଉଥ୍ ସୁପରଷ୍ଟାର ପ୍ରଭାସ ଓ ବଲିଉଡ୍ ନାୟିକା କ୍ରିତି ସାନନଙ୍କ ଅଭିନୀତ ଫିଲ୍ମ ‘ଆଦିପୁରୁଷ’ ଏବେ ଖୁବ୍ ଚର୍ଚ୍ଚାରେ । ଏହି ଫିଲ୍ମ ଜୁନ୍ ୧୬ ତାରିଖରେ ରିଲିଜ୍ ହେବାର କାର୍ଯ୍ୟକ୍ରମ ରହିଛି । ରାମାୟଣର କାହାଣୀକୁ ବଡ଼ ପରଦାରେ ଦେଖିବାକୁ ଦର୍ଶକ…

କିଙ୍ଗ୍ କୋବ୍ରା ଲୁଣକୁ ଭୟ କରନ୍ତି, ଏହାକୁ ସ୍ପଷ୍ଟ କରି ଦେଖାଇଲେ ଯୁବକ

କିଙ୍ଗ କୋବ୍ରା ଦୁନିଆର ସବୁଠାରୁ ବିଷାକ୍ତ ସାପ ଭାବରେ ପରିଗଣିତ ହୁଏ । ଲୋକମାନେ ଏହାର ନାଁ ଶୁଣିଲେ ହିଁ ଡ଼ରନ୍ତି । ଯଦି ଏହା କୌଣସି ସ୍ଥାନରେ ଦେଖାଯାଏ, ତେବେ ଅବସ୍ଥା ବିଗିଡିଯାଏ । ଭାରତର ଅଧିକାଂଶ ଅଞ୍ଚଳରେ ପ୍ରାୟତଃ ଏହି ସାପ ନଜରକୁ ଆସିଥାନ୍ତି । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ…

ଏମିତି ମଡ଼େଲ: ଯିଏ ଗୋଡ଼ର କେଶ ଦେଖାଇ କରନ୍ତି ରୋଜଗାର

ଫିଲିଫାନ୍ସ: ପ୍ରତ୍ୟେକ ଲୋକ ଟଙ୍କା ରୋଜଗାର କରିବାକୁ କଠିନ ପରିଶ୍ରମ କରିଥାନ୍ତି । ହେଲେ ଆଜିକାଲି ସୋସିଆଲ ମିଡ଼ିଆରେ ଭିଡ଼ିଓ ସେୟାର କରି ଟଙ୍କା ରୋଜଗାର କରିବା ସହଜ ହୋଇଗଲାଣି । ଏବେ ଜଣେ ଯୁବତୀ ମଧ୍ୟ ସୋସିଆଲ ମିଡ଼ିଆରେ ନିଜର ଭିଡ଼ିଓ ସେୟାର କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିବାରେ ସକ୍ଷମ…

ଝିଅର ଜନ୍ମ ଦିନରେ ମାଆ ଦେଲେ ସିଗାରେଟ୍ ପ୍ୟାକେଟ ଉପହାର

ସ୍ପେନ: ଗୋଟେ ପିଲା ପାଇଁ ତା ମାଆର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ମା ନିଜ ସନ୍ତାନର କେଉଁଟା ଠିକ୍ ଏବଂ କେଉଁଟା ଭୁଲ, ତା ଉପରେ ନଜର ରଖିଥାଏ । କୌଣସି ମା ନିଜ ସନ୍ତାନ ପାଇଁ ଭୁଲ ନିଷ୍ପତ୍ତିି ନେଇପାରିବ ନାହିଁ । କିନ୍ତୁ ଆଜିର ଦୁନିଆରେ ସବୁକିଛି ସମ୍ଭବ । ପୂର୍ବରୁ ପିଲାମାନେ…

ଲଣ୍ଡନରେ ଜନ୍ମ ଦିନ ପାଳିବେ ଶିଳ୍ପା

ମୁମ୍ବାଇ: ଲଣ୍ଡନରେ ଜନ୍ମଦିନ ପାଳିବେ ବଲିଉଡ଼ ଅଭିନେତ୍ରୀ ଶିଳ୍ପା ଶେଟ୍ଟି । ଏନେଇ ଏବେ ସେ ପୁରା ପରିବାର ସହ ଲଣ୍ଡନରେ ଅଛନ୍ତି । ଦୀର୍ଘ ସମୟ ପରେ ଶିଳ୍ପା ସ୍ୱାମୀ ରାଜ କୁନ୍ଦ୍ରା ଏବଂ ପିଲା ଭିଆନ ଏବଂ ସମିଶାଙ୍କ ସହ ସମୟ କାଟୁଛନ୍ତି । ନିଜ ଜନ୍ମଦିନ କିପରି ପାଳନ କରିବେ ସେ ନେଇ ସୋସିଆଲ…

ଲେହେଙ୍ଗା ବଦଳରେ ଅଲଟ୍ରାମାନ ସୁଟ୍‌ ପିନ୍ଧିଲେ କନ୍ୟା : ଲୋକେ ଦେଖି ଆଶ୍ଚର୍ଯ୍ୟ

ଚୀନ: ସମସ୍ତଙ୍କ ଜୀବନରେ ବିବାହ ଏକ ବିଶେଷ ମୁହୂର୍ତ୍ତ । ତେଣୁ ସମସ୍ତେ ନିଜ ବିବାହକୁ ନିଆରା ଢଙ୍ଗରେ କରିବାକୁ ଚାହିଁଥାନ୍ତି । ନିଜର ବିବାହର ସମସ୍ତ ମୁହୂର୍ତ୍ତକୁ ସ୍ମୃତି କରିରଖିବାକୁ ଭିନ୍ନ ଭିନ୍ନ ଉପାୟ ଆପଣାଇଥାନ୍ତି । ଏବେ ଜଣେ ଯୁବତୀ ନିଜ ବିବାହକୁ ସ୍ୱତନ୍ତ୍ର କରିବାକୁ ଯାଇ ଏମିତି…

୮ ବର୍ଷ ବାଳକର କମାଲ: ୩ ମିନିଟ୍‌ରେ ୧୧୦୦ ପନ୍‌ଚ ମାରି ବିଶ୍ୱ ରେକର୍ଡ଼

ହରିୟାଣା: ଯେଉଁ ବୟସରେ ସାଙ୍ଗସାଥୀ ସହ ଖେଳିବା କଥା, ସେହି ବୟସରେ ବିଶ୍ୱ ରେକର୍ଡ଼ କରିବା କମ୍ କଥା ନୁହେଁ । ହରିୟାଣାର ଜଣେ ୮ ବର୍ଷର ବାଳକ ମାତ୍ର ୩ ମିନିଟ୍‌ରେ ୧୧୦୦ ପନ୍‌ଚ ମାରି ବିଶ୍ୱ ରେକର୍ଡ଼ କରି ସମସ୍ତଙ୍କୁ ଚକିତ କରିଛନ୍ତି । କେବଳ ସେତିକି ନୁହେଁ, ସେ ୮ଟି ବିଶ୍ୱ ରେକର୍ଡ଼ କରିବା…