Latest Odisha News

BREAKING NEWS

ଝିଅର ଡେବ୍ୟୁ ଫିଲ୍ମ ଦେଖିଥିଲେ ଶ୍ୱେତା, ଖୁସିରେ କହିଲେ ମୁଁ ଗର୍ବିତ

ମୁମ୍ବାଇ: ଶ୍ୱେତା ତିୱାରୀ ଟିଭି ଇଣ୍ଡଷ୍ଟ୍ରିର ଜଣେ ଲୋକପ୍ରିୟ ଅଭିନେତ୍ରୀ । ସେ ପ୍ରାୟତଃ ତାଙ୍କ ଚେହେରା ଏବଂ ଅଭିନୟକୁ ନେଇ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚାରେ ରହୁଥିବା ବେଳେ ଏବେ ତାଙ୍କ ଝିଅ ପଲକ ତିୱାରୀ ମଧ୍ୟ ଚର୍ଚ୍ଚାକୁ ଆସିଛନ୍ତି । ଆଜି ରିଲିଜ୍ ହେଇଥିବା ଫିଲ୍ମ ‘କିସି କା ଭାଇ ଭାଇ…

ଜୀବନସାଥୀ ଖୋଜିବାକୁ ବିଭିନ୍ନ ଦେଶ ବୁଲୁଛନ୍ତି ଯୁବତୀ, ସଂସ୍କୃତି ଜାଣିବା ସହ ଡ଼େଟିଂ ବି କରୁଛନ୍ତି

ନ୍ୟୁୟର୍କ : ନିଜ ପାଇଁ ଉପଯୁକ୍ତ ସାଥୀ ବାଛିବା ଓ ତାହା ସହ ଜୀବନ ବିତାଇବାକୁ ସମେସ୍ତ ଚାହାଁନ୍ତି । ଆଜିକାଲି ଭଲ ଜୀବନ ସାଥୀଟିଏ ଖୋଜି ପାଇବା ବଡ଼ କଷ୍ଟକର । ଯଦି ଜୀବନସାଥୀ ଖରାପ ପଡ଼ିଲେ ତାହାହେଲେ ଜୀବନ ନଷ୍ଟ ହୋଇଯାଏ । ଏହାକୁ ଧ୍ୟାନରେ ରଖି ଜଣେ ଯୁବତୀ ନିଜ ପାଇଁ ସାଥୀ ବାଛିବାକୁ ଏକ…

ଯୁବକଙ୍କ ଅଜବ ସଉକ : ବାର୍ବି ଡ଼ଲ ହେବା ପାଇଁ ଖର୍ଚ୍ଚ କଲେ ୮୧ ଲକ୍ଷ ଟଙ୍କା

ଲସ୍ ଆଞ୍ଜେଲସ : ନିଜର ପ୍ରିୟ ଅଭିନେତା କିମ୍ବା ଅଭିନେତ୍ରୀ ପରି ଦେଖାଯିବାକୁ ଅନେକ ଇଛା କରିଥାନ୍ତି । ଏଥିପାଇଁ ସେମାନେ ଦାମୀ ସେଲୁନରେ କେଶ କାଟିବା ସହ ଦାମୀ ପୋଷାକ ପିନ୍ଧିବା ଏବଂ ସେମାନଙ୍କ ପରି ଚାଲିବା କିମ୍ବା କଥାବାର୍ତ୍ତା ଆରମ୍ଭ କରିିଥାନ୍ତି । କିନ୍ତୁ କିଛି ଲୋକ ଏପରି କରନ୍ତି ଯେ…

ଯୁବକଙ୍କ ଶିବାଜୀଙ୍କ ପ୍ରତି ସମ୍ମାନ: ନିଜ ଅଟୋରେ ନିର୍ମାଣ କଲେ ପ୍ରତିକାତ୍ମକ ଦୁର୍ଗ

କୁହାଯାଏ, ଯଦି ତୁମର ଦକ୍ଷତା ଅଛି ତେବେ ତୁମ ପାଇଁ କିଛି ବି ଅସମ୍ଭବ ନୁହେଁ । ଦୁନିଆରେ ସୃଜନଶୀଳ ଲୋକମାନଙ୍କର କୌଣସି ଅଭାବ ନାହିଁ । ସେହିପରି ସୃଜନଶୀଳତା ଏବଂ ଚିନ୍ତାଧାରାର ମିଶ୍ରଣ ପରିଣାମ ଯାହା ଅଛି ତାକୁ କେହି ବି ଆକଳନ କରିପାରିବେ ନାହିଁ । କିଛି ଲୋକ ସେମାନଙ୍କର ସୃଜନଶୀଳତା ଏବଂ…

ଅଜବ ନାମକରଣ : ବାପାମାଆ,୩ ପିଲାଙ୍କ ନାଁ ସମାନ

ଜଣେ ବ୍ୟକ୍ତିର ନାମ ହେଉଛି ତାଙ୍କର ପରିଚୟ । ସେ ସେହି ପରିଚୟ ଦ୍ୱାରା ସାରା ଜୀବନ ପରିଚିତ ହୋଇଥାଏ । ତେଣୁ ନାମର ପ୍ରଭାବ ଜଣେ ବ୍ୟକ୍ତିଙ୍କ ଉପରେ ବହୁତ ଗୁରୁତ୍ୱ ରଖେ । ସେଥିଲାଗି ପ୍ରତ୍ୟେକ ବାପାମାଆ ପିଲା ଜନ୍ମ ପୂର୍ବରୁ ନାମ ବାଛିକି ରଖିଥାନ୍ତି । ଅନେକ ଲୋକ ନିଜ ପରିବାରର ସଦସ୍ୟଙ୍କ…

କାରକୁ କଏନ୍‌ରେ ସଜ୍ଜେଇଲେ ଯୁବକ

ଦୁନିଆରେ ଅନେକ ଲୋକ କିଛି ନୂଆ କରି ଦେଖାଇବାରେ ଆଗ୍ରହ ରଖନ୍ତି । ଏପରି ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରନ୍ତି । ଏପରି ଜଣେ ଯୁବକ ଅଛନ୍ତି ଯିଏ ନିଜ କାରକୁ ନିଆରା ଲୁକ୍ ଦେଇ ଚର୍ଚ୍ଚାକୁ ଆସିଛନ୍ତି । ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେବା ସହ ପସନ୍ଦ ବି କରିବେ । ଏହାର ଏକ ଭିଡ଼ିଓ ଏବେ…

ଏମିତି ଏକ ଗାଁ : ମାନସିକ ପୂରଣ ପାଇଁ ଯେଉଁଠି ଲୋକେ କରନ୍ତି ଭୂତକୁ ପୂଜା

କୋଲକତା: ଦୁନିଆରେ ଏନେକ ପୂଜା ପର୍ବ ରହିଛି । ଯାହାକୁ ଲୋକେ ରୀତିନୀତି ଅନୁସାରେ ପାଳନ କରିଥାନ୍ତି । ଏଥିସହ ନିଜର ଇଛା ପୂରଣ ପାଇଁ ମାନସିକ ରଖି ବିଭିନ୍ନ ପୂଜା ମଧ୍ୟ କରନ୍ତି । ସେହପରି ପଶ୍ଚିମବଙ୍ଗରେ ଏକ ନିଆରା ପୂଜା କରାଯାଏ, ଯାହାର ନାଁ ହେଉଛି ଭୂତ୍ ପୂଜା । ପଶ୍ଚିମବଙ୍ଗର ନଦିଆର…

ପୋଲିସ ଭୂମିକାରେ ନଜର ଆସିବେ ଅଭିନେତ୍ରୀ ସୂର୍ଯ୍ୟମୟୀ

ଭୁବନେଶ୍ୱର: ଓଲିଉଡ଼ର ଜଣାଶୁଣା ଅଭିନେତ୍ରୀ ସୂର୍ଯ୍ୟମୟୀ ପ୍ରଥମ ଥର ପାଇଁ ପୋଲିସ ଭୂମିକାରେ ନଜର ଆସିବେ । ‘ଆଇପିଏସ୍ ଦୁର୍ଗା’ ଫିଲ୍ମରେ ସେ ଆଇପିଏସ୍ ଅଧିକାରୀ ଭୂମିକାରେ ଅଭିନୟ କରିଛନ୍ତି । ଅପରାଧୀ ଗ୍ୟାଙ୍ଗର ମୂଳୋତ୍ପାଟନ ପାଇଁ ଜୋରଦାର ଅପରେସନ କରିଛନ୍ତି ଜଣେ ନିର୍ଭୀକ ମହିଳା ପୋଲିସ…

ବ୍ରିଜ୍ ଉପରେ କଲୋନୀ: ଶତାଧିକ ଲୋକ କରୁଛନ୍ତି ବସବାସ

ଚୀନ: ବ୍ରିଜ୍ ଉପରେ ଛୋଟ ଦୋକାନ କିମ୍ବା କିଏ ପଲିଥିନ ଟାଣି ରହୁଥିବା ଦେଖିଥିବେ, କିନ୍ତୁ ବ୍ରିଜ ଉପରେ ପୂରା କଲୋନୀର ଲୋକେ ରହୁଥିବା ଦେଖିଛନ୍ତି କି? କିନ୍ତୁ ଚୀନ୍‌ରେ ଏକ ବ୍ରିଜ ଉପରେ ଏକ କଲୋନୀ ରହିଛି, ଯେଉଁଠି ଲୋକେ ଘର କରି ରହୁଛନ୍ତି । ଆଜିକାଲି ଏହି କଲୋନୀ ବେଶ୍ ଚର୍ଚ୍ଚାରେ ।…

ବିବାହକୁ ନେଇ ପାପାରାଜିଙ୍କ ପ୍ରଶ୍ନରେ ପରିଣୀତିଙ୍କ ପ୍ରତିକ୍ରିୟା ହେଲା ଭାଇରାଲ

ମୁମ୍ବାଇ: ଆମ୍ ଆଦମୀ ପାର୍ଟିର ସାଂସଦ ରାଘବ ଚଢାଙ୍କ ସହ ସମ୍ପର୍କ ନେଇ ବଲିଉଡ ଅଭିନେତ୍ରୀ ପରିନୀତି ଚୋପ୍ରା ଆଜିକାଲି ଚର୍ଚ୍ଚାରେ ରହୁଛନ୍ତି । ଗତ କିଛି ଦିନ ମଧ୍ୟରେ ଦୁହେଁ ଏକାଠି ଅନେକ ଥର ନଜର ଆସିଛନ୍ତି, ଯାହା ପରେ ଉଭୟଙ୍କ ବିବାହ ଗୁଜବ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି । ନିକଟରେ…