ଶାହାରୁଖଙ୍କ ପୁଅ ଆର୍ଯ୍ୟନଙ୍କ ପ୍ରଶଂସା କଲେ ପଲକ
ମୁମ୍ବାଇ: ଟିଭି ଅଭିନେତ୍ରୀ ଶ୍ୱେତା ତିୱାରୀଙ୍କ ଝିଅ ପଲକ ତିୱାରୀ ବଲିଉଡ ଇଣ୍ଡଷ୍ଟ୍ରିରେ ପାଦ ଦେଇଛନ୍ତି । ସେ ସଲମାନ ଖାନଙ୍କ ଫିଲ୍ମ ‘କିସି କା ଭାଇ ଭାଇ କିସି ଜାନ’ ରେ ନଜର ଆସିଛନ୍ତି । ଏହାକୁ ନେଇ ପଲକ ଏବେ ଖୁବ୍ ଚର୍ଚ୍ଚାରେ ଅଛନ୍ତିି । ପୂର୍ବରୁ ପଲକ ଓ ସୈଫ ଅଲି ଖାନଙ୍କ ପୁଅ…