Latest Odisha News

BREAKING NEWS

ହିତ୍ରିକ ଓ ସବାଙ୍କ ଯୋଡ଼ିକୁ ନେଇ ଚର୍ଚ୍ଚା : ଫ୍ୟାନ କଲେ ସମାଲୋଚନା

ମୁମ୍ବାଇ: ଅଭିନେତା ହ୍ରିତିକ ରୋଶନ ଏବଂ ତାଙ୍କ ବହୁ ଚର୍ଚ୍ଚିତ ଗାର୍ଲଫ୍ରେଣ୍ଡ ସବା ଆଜାଦଙ୍କ ରିଲେସନକୁ ନେଇ ବଲିଉଡ଼ରେ ଏବେ ଢେର ଚର୍ଚ୍ଚା । ଆଜିକାଲି ଅନେକ କାର୍ଯ୍ୟକ୍ରମରେ ଉଭୟଙ୍କୁ ଏକାଠି ଦେଖିବାକୁ ମିଳୁଛି । ନିକଟରେ ୱେବ୍ ଶୋ ‘ରକେଟ୍ ବୟଜ୍ ୨\'ର ସ୍ୱତନ୍ତ୍ର ସ୍କ୍ରିନିଂ ସମୟରେ…

ଧୁମ୍‌ଧାମ୍‌ରେ ପାଳିତ ହେଲା ଦୁଇ କୁକୁରଙ୍କ ବିବାହ

ଗୋଟିଏ ଦିନ ପୂର୍ବରୁ ଘରକୁ ବିଭିନ୍ନ ଅଲୋକମାଳାରେ ସଜାଯାଇଥିଲା । ଭୋଜିଭାତର ସମସ୍ତ ପ୍ରସ୍ତୁତି ବି ସରିଥିଲା । ବେଦୀକୁ ବି ରଙ୍ଗବେରଙ୍ଗର ଫୁଲ ଓ ବେଲୁନ୍‌ରେ ସଜା ଯାଇଥିଲା । ଘରକୁ ସମ୍ପର୍କୀୟ ବି ଆସିଥିଲେ । ସକାଳୁ ସକାଳୁ ବରକନ୍ୟା ବି ସଜେଇ ହେଲେ । କନ୍ୟା ଘର ଲୋକେ ଅପେକ୍ଷାରେ ଥିଲେ…

ପୁଣି ହଟ୍ ଲୁକ୍‌ରେ ବିଦ୍ୟା ବାଲାନ

ମୁମ୍ବାଇ: ପୁଣି ଥରେ ହଟ୍‌ଲୁକ୍‌ରେ ଦେଖିବାକୁ ମିଳିଛି ଅଭିନେତ୍ରୀ ବିଦ୍ୟା ବାଲାନଙ୍କୁ । ତାଙ୍କର ଏହି ହଟ୍ ଲୁକ୍‌ର ଏକ ଫଟୋ ଏବେ ସୋସିଆଲ ମିଡ଼ିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ପୂର୍ବରୁ ଫିଲ୍ମ ‘ଡାର୍ଟି ପିକ୍‌ଚର’କୁ ନେଇ ବିଦ୍ୟା ବେଶ ଚର୍ଚ୍ଚିତ ହୋଇଥିବା ବେଳେ ଏବେ ପୁଣି ତାଙ୍କର ଏହି…

ବିମାନ ପ୍ରେମରେ ଯୁବତୀ ପାଗଳ

ପ୍ରେମ କେତେବେଳେ କେଉଁଠି କାହାସହ ହେବ କେହି କହିପାରିବେ ନାହିଁ । କାରଣ ପ୍ରେମ ବୟସ, ଜାତି ଏବଂ ରଙ୍ଗର ଭେଦଭାବ ଦେଖେ ନାହିଁ । ଦୁଇ ଜଣଙ୍କ ମଧ୍ୟରେ ପ୍ରେମ ହେବା ଖୁବ୍ ସ୍ୱାଭାବିକ ଘଟଣା । ଆମେ ଆପଣଙ୍କୁ ଏମିତି ଏକ ପ୍ରେମ କାହାଣୀ ବିଷୟରେ କହିବୁ, ଯାହା ଆପଣଙ୍କୁ ଟିକେ ଅଡ଼ୁଆ ଲାଗିପାରେ ।…

ଆଲିଆଙ୍କ ବେଡ଼ରୁମ ଫଟୋ ସେୟାର ପ୍ରସଙ୍ଗରେ ମୁହଁ ଖୋଲିଲେ ରଣବୀର:ଦରକାର ପଡ଼ିଲେ ଅଦାଲତର ଆଶ୍ରୟ ନେବେ

ମୁମ୍ବାଇ: ଏବେ ସିନେ ଷ୍ଟାର ରଣବୀର କପୁର ନିଜ ଫିଲ୍ମ ‘ତୁ ଝୁଠି ମୈ ମକ୍କାର’ ପ୍ରମୋସନରେ ଖୁବ୍ ବ୍ୟସ୍ତ । ବିଭିନ୍ନ କାରଣରୁ ଫିଲ୍ମଟିକୁ ନେଇ ଇଣ୍ଡଷ୍ଟ୍ରିରେ ଖୁବ୍ ଚର୍ଚ୍ଚା ହୋଇଥିବା ବେଳେ ରଣବୀର କିନ୍ତୁ ଫିଲ୍ମଟିକୁ ପ୍ରମୋସନ କରିବାରେ ଗୋଟିଏ ବି ସୁଯୋଗ ହାତଛଡ଼ା କରୁନାହାନ୍ତି । ଚର୍ଚ୍ଚାର…

କୁକୁର ଆକ୍ରମଣରେ ବଦଳିଗଲା ଛାତ୍ରୀଙ୍କ ଚେହେରା: ଏବେ କରୁଛନ୍ତି ଲୋକଙ୍କୁ ସଚେତନ

କୁକୁରକୁ ମଣିଷର ସବୁଠାରୁ ବିଶ୍ୱସ୍ତ ବନ୍ଧୁ ଭାବରେ ବିବେଚନା କରାଯାଏ । ସେହିକାରଣରୁ କୁକୁର ଏବଂ ମଣିଷ ଭିତରେ ଏହି ସମ୍ପର୍କ ଅତି ପୁରୁଣା । କିନ୍ତୁ କୁକୁର ଯେତେ ବିଶ୍ୱସ୍ତ ହେଲେ ମଧ୍ୟ କେତେବେଳେ ଯେ ନିଜ ମାଲିକକୁ ଆକ୍ରମଣ କରିବ ତାହା କେହି କହିପାରିବେ ନାହିଁ । ଆଉ ବାହାର ଲୋକଙ୍କ କଥା…

ବାଇକ୍‌ରେ ପ୍ରେମୀ ଯୁଗଳଙ୍କ ଖୁଲମ୍‌ଖୁଲା ରୋମାନ୍ସ

ବାଇକ୍‌ରେ ପ୍ରେମୀ ଯୁଗଳଙ୍କ ରୋମାନ୍ସ । ଲାଗୁଛି ଯେମିତି ଦୁନିଆର କାହାକୁ ସେମାନଙ୍କର ଖାତିର ନାହିଁ । ବିନ୍ଧାସ ଓ ବେପରୁଆ ଭାବେ ନିଜ ଦୁନିଆରେ ସେମାନେ ମସଗୁଲ୍ । ସତେ ଅବା ସେମାନଙ୍କ ପ୍ରତି କାହାର ବି ନଜର ନାହିଁ । ଅଥବା କେହି ସେମାନଙ୍କୁ ଦେଖୁନାହାନ୍ତି । ବାଇକ୍‌ରେ ପ୍ରେମୀ ଯୁଗଳଙ୍କ…

ଆଗକୁ ଆସୁଛି ଭିନ୍ନ ସ୍ୱାଦର ନୂଆ ଫିଲ୍ମ ‘ବାହାଘର ଡଟ୍ କମ୍‌’: ଅଡିଓ ଲୋକାର୍ପଣ

ଭୁବନେଶ୍ୱର: ଆଗକୁ ଆସୁଛି ଜୀ ସାର୍ଥକ ଫିଲ୍ମସ୍ ନୂଆ ଫିଲ୍ମ ‘ବାହାଘର ଡଟ୍ କମ୍‌’ । ନିକଟରେ ଫିଲ୍ମର ଅଡିଓ ଲୋକାର୍ପିତ ହୋଇଯାଇଛି । ଜି ସାର୍ଥକ ସର୍ବଦା ତା'ର ଦର୍ଶକଙ୍କୁ ନୂଆ ତଥା ଓଡିଆ ଛୁଙ୍କରେ ତିଆରି ପାରିବାରିକ ଫିଲ୍ମ ଦେଇ ଆସୁଛି । ଜଣେ ପିଲା ଅନିଛା ସତ୍ତ୍ୱେ ମାଆଙ୍କ ଶେଷ ଇଛା ପୂରଣ…

‘ଭିଡ଼୍‌’ର ଟ୍ରେଲର ରିଲିଜ୍‌: ଦେଖିବାକୁ ମିଳିବ କରୋନାର କରୁଣ ଦୃଶ୍ୟ

ମୁମ୍ବାଇ: କୋଭିଡ଼ର ପ୍ରଭାବକୁ ନେଇ ତିଆରି ହୋଇଛି ଅନେକ ରିଲ୍‌ସ । ଲୋକମାନେ ମଧ୍ୟ ଏହାକୁ ବହୁ ସଂଖ୍ୟାରେ ଦେଖୁଛନ୍ତି । କିନ୍ତୁ ଆଗକୁ ଆସୁଛି କୋଭିଡ଼ ୧୯ର ପ୍ରଭାବକୁ ନେଇ ନିର୍ମିତ ହୋଇଥିବା ବଲିଉଡ଼ର ଭିନ୍ନ ସ୍ୱାଦର ଫିଲ୍ମ ‘ଭିଡ୍‌’ । ନିକଟରେ ଏହାର ଟ୍ରେଲର ରିଲିଜ୍ ହୋଇଛି, ଯାହାକୁ…

ବିଟେକ୍ ଛାତ୍ରୀ ବୁଲେଟ୍‌ରେ ବିକୁଛନ୍ତି ଗୁପ୍‌ଚୁପ୍

କୁହାଯାଏ, ଘାସ କାଟ କି ଘୋଡ଼ା ଚଢ ସବୁଥିରେ ପ୍ରଥମ ହେବା ଜରୁରୀ । କାରଣ କୌଣସି କାମ ଛୋଟ କି ବଡ଼ ନୁହେଁ । ନିରନ୍ତର ଉଦ୍ୟମ କଲେ ଓ ନିଜ ଉପରେ ଭରସା ରଖିଲେ ସଫଳତା ମିଳିବା ନିଶ୍ଚିତ । ପୂର୍ବରୁ ଉଚ୍ଚଶିକ୍ଷା କରି ମଧ୍ୟ ଚା’ ବିକ୍ରି କରି କୋଟିପତି ହୋଇଥିଲେ ଜଣେ ଏମବିଏ ଛାତ୍ର । ଆଉ ଏବେ…