Latest Odisha News

BREAKING NEWS

ଇଦ୍‌ରେ ଆସିବ ‘କିସି କା ଭାଇ କିସିକା ଜାନ୍‌’

ମୁମ୍ବାଇ: ବଲିଉଡ଼ର ସୁପରଷ୍ଟାର ତଥା ଭାଇଜାନ୍ ସଲମନ ଖାଁ ଆସନ୍ତା ଇଦ୍‌ରେ ନିଜର ଅଗଣିତ ସିନେ ପ୍ରେମୀଙ୍କୁ ଭେଟି ଦେବାକୁ ଯାଉଛନ୍ତି ନୂଆ ଫିଲ୍ମ ‘କିସି କା ଭାଇ କିସିକା ଜାନ୍‌’ । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସଲମାନ ଭେଟି ଦେବାକୁ ଯାଉଥିବା ଏହି ନୂଆ ଫିଲ୍ମକୁ ନେଇ ଚର୍ଚ୍ଚା ଢେର ।…

ଛାତ୍ରୀ ଉଦ୍ଭାବନ କଲେ ଅଦ୍ଭୁତ ଜୋତା : ପିନ୍ଧିଲେ ଲୋକେସନ କରିବ ଟ୍ରାକ, ଚାର୍ଜ ହେବ ମୋବାଇଲ, ଲାପ୍‌ଟପ୍

୩ ଛାତ୍ରୀଙ୍କ କମାଲ । ଉଦ୍ଭାବନ କଲେ ଅଦ୍ଭୁତ ଜୋତା, ଯାହା ପିନ୍ଧିଲେ ଲୋକେସନ ତ ଟ୍ରାକ ହେବ । ତାହାସହିତ ମୋବାଇଲ ଓ ଲାପ୍‌ଟପ୍ ବି ଚାର୍ଜ ହେବ । ମାନେ ଅଲ୍‌-ଇନ୍‌-ୱାନ । ଏହି ଅଦ୍ଭୁତ ଜିନିଷକୁ ଉଦ୍ଭାବନ କରି ଏମାନେ ଏବେ ସୋସିଆଲ ମିଡ଼ିଆରେ ଛାଇ ହୋଇ ଯାଇଛନ୍ତି । ଛତିଶଗଡର ପିଥୋରାସ୍ଥିତ…

କେକ୍‌ରେ ଯୁବତୀଙ୍କ ଅବିକଳ ଚେହେରା: ଅସଲି ନା ନକଲି ତାକୁ ନେଇ ହେଲା ଦ୍ୱନ୍ଦ୍ୱ

ଦୁନିଆରେ କୁଶଳୀ କାରିଗରଙ୍କ କୌଣସି ଅଭାବ ନାହିଁ, ସେ ଯେ କୌଣସି କ୍ଷେତ୍ର ହେଉ, ଏପରି କଳାକାର ଅଛନ୍ତି, ଯାହାଙ୍କର କଳାକୃତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବା ଭଳି । ଜଣେ କେକ୍ ଆର୍ଟିଷ୍ଟ କେକ୍ ଉପରେ ନିଜ ଚେହେରାକୁ ଏତେ ଅବିକଳ ଭାବେ ଉତ୍ତାରିଥିଲେ ଯେ, ତାହା ନକଲି ଚେହେରା ନା ଅସଲି ତାକୁ…

ସୋନୁ ସୁଦ୍‌ଙ୍କୁ ଭେଟିଲେ ବିହାରର ଭାଇରାଲ ସିଙ୍ଗର୍ ଅମରଜିତ

ମୁମ୍ବାଇ: ବିହାର ସମସ୍ତିପୁରର ଭାଇରାଲ ସିଙ୍ଗର୍ ଅମରଜିତ ଜୟକର ଏବେ ମୁମ୍ବାଇରେ । କାରଣ ବଲିଉଡର ଅନେକ ଅଭିନେତା ତାଙ୍କୁ ମୁମ୍ବାଇ ଆସିବାକୁ ନିମନ୍ତ୍ରଣ କରିଛନ୍ତି । ତେବେ ସେମାନଙ୍କ ଭିତରୁ ଅଭିନେତା ସୋନୁ ସୁଦଙ୍କ ନିମନ୍ତ୍ରଣକୁ ଗ୍ରହଣ କରି ଅମରଜିତ ମୁମ୍ବାଇରେ ପହଞ୍ଚିଛନ୍ତି । ସୋନୁ…

ବିକ୍ରି ହେବ ଘର, ଯେଉଁଠି ରହିିଛି ମଣିଷ ଓ ବିଭିନ୍ନ ପଶୁର କଟା ମୁଣ୍ଡ, ଗଣ୍ଡି

ଆପଣ ନିଶ୍ଚିତ ଭାବରେ ‘ହଣ୍ଟେଡ୍ ହାଉସ୍‌' ବିଷୟରେ ଶୁଣିଥିବେ ଏବଂ ଦେଖି ମଧ୍ୟ ଥିବେ । ଏହି ଘରକୁଏପରି ଭାବରେ ଡିଜାଇନ୍ କରାଯାଇଥାଏ ଯେ, ଲୋକମାନେ ଭିତରକୁ ପ୍ରବେଶ କରିବା ମାତ୍ରେ ହିଁ ଭୟଭୀତ ହୋଇଥାନ୍ତି । କିନ୍ତୁ ବ୍ରିଟେନ୍‌ର ଏମିତି ଏକ ଘର ଅଛି, ଯାହା କାହାଣୀର କୌଣସି ହଣ୍ଟେଡ୍…

୬ ଫୁଟ ଉଚ୍ଚତାରେ ଠିଆ ହେଲା ସାପ, ଲୋକେ ଦେଖି ଆଶ୍ଚର୍ଯ୍ୟ

ସାପ ଦୁନିଆର ସବୁଠାରୁ ଭୟଙ୍କର ପ୍ରାଣୀମାନଙ୍କ ମଧ୍ୟରୁ ଅନ୍ୟତମ ବୋଲି କୁହାଯାଇପାରେ । ଆଉ ଯଦି କିଙ୍ଗ କୋବ୍ରା ବା ଅହିରାଜ ସାପ କଥା କୁହାଯାଏ ଏହା ପୃଥିବୀର ସବୁଠାରୁ ବିଷଧର ସାପ ଭାବରେ ପରିଗଣିତ ହୋଇଥାଏ । ଏବେ ଏକ ଭିଡିଓ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଗୋଟେ…

ଅଦ୍ଭୁତ ବ୍ୟବସାୟୀ : ରାକ୍ଷସ ପରି ଚିତ୍କାର କରି ବିକନ୍ତି ଫଳ

ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ରାସ୍ତାକଡ଼ରେ ବିକ୍ରି କରୁଥିବା ବ୍ୟବସାୟୀମାନେ ବିଭିନ୍ନ ଉପାୟ ଅବଲମ୍ବନ କରିଥାନ୍ତି । କିଏ ଗୀତ ଗାଇ ଗ୍ରାହକଙ୍କୁ ଆକୃଷ୍ଟ କରିଥାଏ ତ ଆଉ କିଏ ଉତ୍ତମ ବ୍ୟବହାର କରି ଗ୍ରାହକଙ୍କୁ ଆକୃଷ୍ଟ କରିଥାନ୍ତି । ହେଲେ ଏମିତି ଜଣେ ବ୍ୟବସାୟୀ ରାକ୍ଷସ ଚିତ୍କାର କରି ଫଳ…

‘ବାଳିକା ବଧୁ’ର ଆନନ୍ଦୀଙ୍କ ଗ୍ଲାମରସ୍ ଲୁକ୍ ଦେଖି ପ୍ରଶଂସକ ପାଗଳ

ମୁମ୍ବାଇ: ଛୋଟ ପରଦାର ପ୍ରସିଦ୍ଧ ଧାରାବାହିକ ‘ବାଳିକା ବଧୁ’ ରେ ଆନନ୍ଦୀ ଭୂମିକାରେ ଅଭିନୟ କରି ଲୋକଙ୍କ ନିକଟରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ଅଭିକା ଗୌର । ରାଜସ୍ଥାନୀ ପୃଷ୍ଠଭୂମିରେ ନିର୍ମିତ ଏହି ଧାରାବାହିକରେ ନିଖୁଣ ଅଭିନୟ କରିଥିଲେ ଅଭିକା । ତେବେ ଶିଶୁ କଳାକାର ଭାବେ ଅଭିନୟ…

ଦୂରରେ ଥାଇ ପ୍ରେମୀଯୁଗଳ କରିପାରିବେ କିସ୍‌

ପ୍ରେମୀଯୁଗଳଙ୍କ କାରନାମାକୁ ନେଇ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଚର୍ଚ୍ଚା ଦେଖିବାକୁ ମିଳେ । ଖାସ୍‌କରି ସେମାନେ ଯେତେବେଳେ ଏକାନ୍ତରେ ମିଶିବାକୁ ପସନ୍ଦ କରନ୍ତି ସମାଜ ସେମାନଙ୍କୁ ସନ୍ଦେହୀ ନଜରରେ ଦେଖେ । ଏହାର କାରଣ ହେଲା ସବୁ ପ୍ରେମୀଯୁଗଳ ନିଜର ମନର ମଣିଷ ପାଖରେ ଏକାଠି ଅଧିକ ସମୟ…

ଯାଆଁଳା ଭଉଣୀଙ୍କ ଉଚ୍ଚତା ଭିନ୍ନ, କଲେ ବିଶ୍ୱ ରେକର୍ଡ଼

ସାଧାରଣତଃ ଯାଆଁଳା ବା ଯମଜ ସନ୍ତାନଙ୍କ ମଧ୍ୟରେ ବହୁ ସାମଞ୍ଜସ୍ୟ ଥାଏ । କେବେବେଳେ ଉଭୟଙ୍କର ଚେହେରା ଏକାଭଳି ହୋଇଥାଏ ତ ଆଉ କେତେବେଳେ ଖାଦ୍ୟଶୈଳୀ, କଥା କହିବା ଶୈଳୀ ତଥା ପସନ୍ଦ ନା ପସନ୍ଦରେ ବହୁତ ମେଳ ଥାଏ । ଏହା ସୃଷ୍ଟିର ନିୟମ । ତେବେ ଦୁଇ ଯାଆଁଳା ଭଉଣୀ ଉଚ୍ଚତା କାରଣରୁ ଏବେ…