୫ ହଜାର ବର୍ଷ ତଳର ମଧୁଶାଳା ଠାବ
ଏବେ ଠାବ ହୋଇଛି ୫ ହଜାର ବର୍ଷ ତଳର ପବ୍ ବା ମଧୁଶାଳା । ଏହି ମଧୁଶାଳାରେ ସେ ସମୟରେ ବିରାଟକାୟ ଓଭନ ତାସହିତ ଡ଼ାଇନିଂ ଟେବୁଲ, ପରସା ଯିବା ପାଇଁ ଡ଼ିସ୍ ଆଦି ସାମ୍ନାକୁ ଆସିଛି । ନିକଟରେ ଦକ୍ଷିଣ ଇରାକ୍ର ଏକ ଉପାନ୍ତ ଅଞ୍ଚଳରେ ପ୍ରତ୍ନତାତ୍ତ୍ୱିକ ବିଭାଗର ସଦ୍ୟତମ ଖନନରେ ଚମକାଇ ଦେଲା ଭଳି ଏଭଳି…