ବିମାନରେ ଧୁମପାନ ପାଇଁ ମହାଭାରତ: ଉତ୍କ୍ଷିପ୍ତ ମହିଳା ଯାତ୍ରୀ ଖୋଲିଦେଲେ ପୋଷାକ
ବିମାନ ଭିତରେ ଅନେକ ଘଟଣା ଓ ଅଘଟଣ ବେଳେ ବେଳେ ସାମ୍ନାକୁ ଆସୁଛି । ଆଉ ଏସବୁ ସୋସିଆଲ ମିଡ଼ିଆରେ ଭାଇରାଲ ମଧ୍ୟ ହେଉଛି । ଏବେ ସୋସିଆଲ ମିଡିଆରେ ବିମାନଯାତ୍ରା ସମ୍ପର୍କୀତ ଏମିତି ଏକ ଖବରକୁ ନେଇ ଧୁମ୍ ଚର୍ଚ୍ଚା ହେବାରେ ଲାଗିଛି । ବିମାନ ଭିତରେ ଜଣେ ମହିଳା ନିଜର ଡ୍ରେସ୍ ଖୋଲି ଦେଇଛନ୍ତି ।…