ଅଚେତ ପଡ଼ିଥିବା ଛାତ୍ରୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇଲେ ବିଜେଡି ନେତା
ଗୁଣପୁର: ମାନବିକତା ଦେଖାଇଲେ ରାୟଗଡ଼ା ଜିଲା ବିଜୁ ଛାତ୍ର ଜନତା ସଭାପତି । ରାସ୍ତାକଡ଼ରେ ଅଚେତ ହୋଇ ପଡ଼ିଥିବା ଜଣେ ଛାତ୍ରୀଙ୍କୁ ଉଦ୍ଧାର କରି ହସପିଟାଲରେ ଭର୍ତ୍ତି କରିବା ସହ ଚିକିତ୍ସା ପାଇଁ ସମସ୍ତ ବନ୍ଦୋବସ୍ତ କରିଛନ୍ତି । ତାଙ୍କର ଏପରି କାର୍ଯ୍ୟ ପାଇଁ ସେ ପ୍ରଶଂସାର ପାତ୍ର ହୋଇପାରିଛନ୍ତି…