Latest Odisha News

BREAKING NEWS

ଦୁନିଆର ସବୁଠୁ ଅଧିକ ବିଷାକ୍ତ ମାଛ, ଛୁଇଁଲେ ହେବ ମୃତ୍ୟୁ

ଗଭୀର ସମୁଦ୍ରରେ ଅନେକ ପ୍ରକାର ଜୀବ ଅଛନ୍ତି । ସେଥିମଧ୍ୟରୁ କିଛି ବିଷାକ୍ତ ହୋଇଥିବା ବେଳେ ଆଉ କିଛି ସାଧାରଣ ଥାଆନ୍ତି । ସେହିପରି ଅଧିକାଂଶ ଲୋକ ସମୁଦ୍ର ପ୍ରାଣୀ ଖାଇବାକୁ ବହୁତ ପସନ୍ଦ କରିଥାନ୍ତି । ଯେମିତି କି ମାଛ, କଙ୍କଡା ଆଦି । ଖାସ୍ କରି ସମୁଦ୍ରରେ ଅନେକ ପ୍ରକାରର ମାଛ ମଧ୍ୟ ଅଛି ।…

ଉଜ୍ଜୟିନୀରେ ମହାକାଳଙ୍କ ଦର୍ଶନ କଲେ ପରିଣିତି-ରାଘବ

ମୁମ୍ବାଇ:ବଲିଉଡ ଅଭିନେତ୍ରୀ ପରିଣିତି ନୀତି ଚୋପ୍ରା ଏବଂ ଆମ୍ ଆଦମୀ ପାର୍ଟି (ଏଏପି) ଏମପି ରାଘବ ଚଢା ବିବାହ ପୂର୍ବରୁ ସେମାନଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ସେମାନଙ୍କ ନିର୍ବନ୍ଧ ପରେ ଉଭୟ ବାରମ୍ବାର ଏକାଠି ନଜର ଆସୁଛନ୍ତି । ଶନିବାର ପରିଣିତି ଓ ରାଘବ ଉଜ୍ଜୟିନୀରେ…

ବାହୁବଳୀ ନବଜାତ ଶିଶୁ: ହାତରେ ଟେକିଲା ଟ୍ରେ, ଭିଡ଼ିଓ ଭାଇରାଲ

ସାଉଥ ସୁପରଷ୍ଟାର ପ୍ରଭାସଙ୍କ ଅଭିନିତ ଫିଲ୍ମ ‘ବାହୁବଳୀ’ ଆପଣ ନିଶ୍ଚିୟ ଦେଖିଥିବେ । ଏହି ଫିଲ୍ମ ରିଲିଜ ହେବା ଦିନଠାରୁ ଯେକୌଣସି ବ୍ୟକ୍ତି କିଛି ଅବିଶ୍ୱସନୀୟ ଶକ୍ତି ପ୍ରଦର୍ଶନ କଲେ ସେମାନଙ୍କୁ ‘ବାହୁବଳୀ’ ସହିତ ତୁଳନା କରାଯାଉଛି । ଶକ୍ତିଶାଳୀ ଲୋକମାନେ ବାହୁବଳୀ ଭଳି କାର୍ଯ୍ୟ କରିବା…

ଏମିତି ଏକ ସର୍ବସାଧାରଣ ଟଏଲେଟ: ଯେଉଁଠି ଲୋକେ ବନାଉଛନ୍ତି ଭିଡ଼ିଓ

ଥାଇଲାଣ୍ଡ: ଦୁନିଆରେ ଏପରି ଅନେକ ଜିନିଷ ଅଛି, ଯାହାକୁ ଦେଖିଲେ ବି ବିଶ୍ୱାସ କରିବା କଷ୍ଟକର ହୋଇପଡ଼େ । କେତେକ ସେମାନଙ୍କର ଡିଜାଇନ ଏବଂ ଚିତ୍ରକଳା ହେତୁ ସ୍ୱତନ୍ତ୍ର ହୋଇଥାଏ । କିନ୍ତୁ ଏବେ ଥାଇଲାଣ୍ଡର ଏପରି ଏକ ସର୍ବସାଧାରଣ ଟଏଲେଟ୍ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯାହାକୁ…

ଗୋଟିଏ ଫିଲ୍ମରେ ୪୫ଟି ଭୂମିକାରେ ଅଭିନୟ କରି ରେକର୍ଡ କଲେ ଜନସନ ଜର୍ଜ

ମୁମ୍ବାଇ: କୌଣସି ଫିଲ୍ମରେ ଡବଲ୍ ଏବଂ ଟ୍ରିପଲ୍ ରୋଲ୍ କରିବା ଏକ ସାଧାରଣ କଥା । କିନ୍ତୁ ଏକାଠି ୯ଟି ଭୂମିକା ନିଭାଇବା ଏକ ବଡ କଥା । ଫିଲ୍ମ ‘ନୟା ଦିନ୍ ନୟି ରାତ’ରେ ଅଭିନେତା ସଞ୍ଜୀବ କୁମାର ୯ଟି ଚରିତ୍ରରେ ଅଭିନୟ କରି ଚର୍ଚ୍ଚାକୁ ଆସିଥିଲେ । ସେତେବେଳେ ତାଙ୍କ ପ୍ରତିଭା ଦେଖି…

ଶ୍ରେଷ୍ଠ ଅଭିନେତା ପୁରସ୍କାର ନ ମିଳିବାରୁ ଦୁଃଖ ପ୍ରକାଶ କଲେ ଅନୁପମ

ମୁମ୍ବାଇ: ୬୯ତମ ଜାତୀୟ ଫିଲ୍ମ ପୁରସ୍କାର ୨୦୨୩ର ବିଜେତାଙ୍କ ନାମ ଘୋଷଣା କରାଯାଇଛିା ଦିଲ୍ଲୀର ନାସନାଲ ମିଡିଆ ସେଣ୍ଟରରେ ଏହି ବିଶେଷ ଆୱାର୍ଡ ସେରିମନିର ଆୟୋଜନ କରାଯାଇଛି । ଏଥିରେ ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’କୁ ନରଗିସ ଦତ୍ତ ଶ୍ରେଷ୍ଠ ଫିଚ୍‌ର ଫିଲ୍ମ ପୁରସ୍କାର…

ତେଲ କଡ଼େଇରେ ସିଡି ପକାଇ ଛାଣିଲେ ମହିଳା, ଭିଡିଓ ଦେଖି ଲୋକେ ଆଶ୍ଚର୍ଯ୍ୟ

ସୋସିଆଲ ମିଡିଆରେ ଅନେକ ଅଜବ ଭିଡ଼ିଓ ଦେଖିବାକୁ ମିଳିଥାଏ । ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଏବେ ସେମିତି ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଘୂରି ବୁଲୁଛି, ଯେଉଁଥିରେ ଜଣେ ମହିଳା ଗରମ ତେଲ କଡ଼େଇରେ ପୁରୁଣା ସିଡ଼ି ଛାଣି ନିଜର ଦକ୍ଷତା ଦେଖାଇଛନ୍ତି । ଏହାକୁ ଦେଖି ଲୋକେ ଚକିତ…

ନିଜ ପାରିଶ୍ରମିକକୁ ନେଇ ଅସନ୍ତୋଷ ପ୍ରକାଶ କଲେ କମେଡ଼ି କୁଇନ୍ ଭାରତୀ

ମୁମ୍ବାଇ: ଛୋଟ ପରଦାର ଜଣାଶୁଣା କମେଡ଼ି କୁଇନ୍ ଭାରତୀ ସିଂ । ସେ ତାଙ୍କ କମେଡି ମାଧ୍ୟମରେ ଲୋକଙ୍କ ମନୋରଞ୍ଜନ କରି ନିଜର ଏକ ସ୍ୱତନ୍ତ୍ର ପରିଚୟ ତିଆରି କରିଛନ୍ତି । ସେ ଅନେକ ଟିଭି ସୋ’ରେ କାମ କରିବା ସହ କିଛି ଫିଲ୍ମ ଏବଂ କିଛି ଆୱାର୍ଡ ସୋ’ରେ ମଧ୍ୟ ହୋଷ୍ଟ କରନ୍ତି । ସେ ସୋସିଆଲ ମିଡ଼ିଆରେ…

ଅନନ୍ୟ ମନ୍ଦିର: ଏଠାରେ ପୂଜା ପାଉଥିବା ହନୁମାନଙ୍କର ରହିଛି ଗୋଟିଏ ଆଖି

ରାଜସ୍ଥାନ: ରାଜସ୍ଥାନ ହେଉଛି ସଂସ୍କୃତି ଏବଂ ମନ୍ଦିର ପାଇଁ ବିଶ୍ୱ ପ୍ରସିଦ୍ଧ । ରାଜସ୍ଥାନର ବିଭିନ୍ନ ସ୍ଥାନରେ ବିଭିନ୍ନ ମନ୍ଦିର ଥିବାବେଳେ ନାଗୁରରେ ରହିଛି ଏକ ଅନନ୍ୟ ମନ୍ଦିର, ଯେଉଁଠି ଏକ ଆଖି ବିଶିଷ୍ଟ ପ୍ରଭୁ ମହାବୀର ହନୁମାନ ପୂଜା ପାଉଛନ୍ତି । ନାଗୁରର ସାହସୀ ରାଜା ଭାବରେ ଜଣାଶୁଣା…

ଏମିତି ସହର, ଯାହା ଚିଲି ସିଟି ନାମରେ ବେଶ୍ ପରିଚିତ, ଏଠାକାର ଲଙ୍କାର ଚାହିଦା ବିଦେଶରେ ଅଧିକ

ଆନ୍ଧ୍ରପ୍ରଦେଶ: ଭାରତର ପ୍ରତ୍ୟେକ ସହର ନିଜର କିଛି ସ୍ୱତନ୍ତ୍ର କାରଣକୁ ନେଇ ପ୍ରସିଦ୍ଧ ହୋଇଥାଏ । ଉତ୍ତରରେ କାଶ୍ମୀରରୁ ଦକ୍ଷିଣରେ ମୁନ୍ନାର, ପୂର୍ବରେ ଶିଲୋଙ୍ଗ ଠାରୁ ପଶ୍ଚିମରେ ଚାନ୍ଦାଲା ପର୍ଯ୍ୟନ୍ତ ପ୍ରତ୍ୟେକ ସହରର ନିଜସ୍ୱ ସୌନ୍ଦର୍ଯ୍ୟ ରହିଛି । ପ୍ରତ୍ୟେକ ସହରର ନିଜସ୍ୱ ବିଶେଷତା ଅଛି,…