Latest Odisha News

BREAKING NEWS

ପ୍ରେମିକଙ୍କ ନାଁ ଟାଟୁ କରିଥିଲେ ଯୁବତୀ, ବ୍ରେକ୍‌ଅପ୍ ପରେ ଟାଟୁକୁ ଏମିତି କଲେ ବିଗିଡ଼ିଗଲା ସ୍ୱାସ୍ଥ୍ୟ

ଆଜିକାଲିକା ଜୀବନଶୈଳୀରେ ଦେହରେ ଟାଟୁ କରିବା ଏକ ସାଧାରଣ କଥା । ଆଉ ଯିଏ ପ୍ରେମ କରୁଛି ସ୍ୱଭାବିକ ଭାବେ ନିଜ ପ୍ରିୟ ମଣିଷର ନାଁ ଶରୀରରେ ଟାଟୁରେ ଉତ୍ତାରିଥାଏ । ପ୍ରେମରେ ଯଦି ବ୍ରେକ୍‌ଅପ୍ ହୁଏ ତେବେ ଏହା ଅନେକଙ୍କୁୁ ବ୍ୟଥିତ କରିଥାଏ । ଏମିତି ଏକ ଘଟଣା ଘଟିଛି, ଯେଉଁଠି ବ୍ରେକ୍‌ଅପ ପରେ…

ରିଲିଜ୍ ହେଲା ଫିଲ୍ମ ‘କରାଚି ଟୁ ନୋଏଡ଼ା’ର ପୋଷ୍ଟର

ମୁମ୍ବାଇ: ରିଲିଜ୍ ହେଲା ଫିଲ୍ମ ‘କରାଚି ଟୁ ନୋଏଡ଼ା’ର ପ୍ରଥମ ପୋଷ୍ଟର । ସୀମା ହାଇଦର ଏବଂ ସଚିନ ମୀନାଙ୍କ ପ୍ରେମ କାହାଣୀକୁ ନେଇ ଏହି ଫିଲ୍ମ ନିର୍ମାଣ କରାଯାଇଛି । ସୀମାଙ୍କ ଚରିତ୍ରରେ ଅଭିନେତ୍ରୀ ଫରହିନ୍ ଫାଲକ ନଜର ଆସିବେ । ପ୍ରଯୋଜକ ଅମିତ ଜାନି ଏହାର ପ୍ରଯୋଜନା କରିଥିବା ବେଳେ ଫିଲ୍ମର…

ଅଜବ ପ୍ରାଣୀ ଠାବ: ମାଟି ତଳୁ ଖୋଳି ଖାଏ ମୃତଦେହ

ଛତିଶଗଡ: ଦୁନିଆରେ ଅନେକ ପ୍ରାଣୀ ଅଛନ୍ତି । ଆଉ ପ୍ରତ୍ୟେକ ପ୍ରାଣୀଙ୍କ ବିଷୟରେ ଜାଣିବା ବି ସମ୍ଭବ ନୁହେଁ । ଏବେ ଛତିଶଗଡ଼ରେ ଏକ ଅଜବ ପ୍ରାଣୀ ଠାବ କରାଯାଇଛି, ଯିଏ ମାଟି ତଳେ ପୋତା ଯାଇଥିବା ମଣିଷର ମୃତ ଦେହକୁ ଖୋଳି ଖାଇଥାଏ । ଏହାକୁ ମଣିଷ ଖିଆ ପ୍ରାଣୀ ବୋଲି କହିଥାନ୍ତି ସ୍ଥାନୀୟ ଲୋକେ ।…

୮୨ ବର୍ଷ ବୟସରେ ବିବାହ କଲେ ବୃଦ୍ଧ, ହନିମୁନ୍‌ରେ ବି ଗଲେ

ନ୍ୟୁଜଲ୍ୟାଣ୍ଡ: ବୃଦ୍ଧ ହେବାର ଅର୍ଥ ନୁହେଁ ଯେ ଜୀବନ ଶେଷ ହୋଇଯାଇଛି । ସାଧାରଣତଃ ଅବସର ପରେ ଲୋକମାନେ ଭାବନ୍ତି ବର୍ତ୍ତମାନ ଜୀବନର ଶେଷ ପର୍ଯ୍ୟାୟ ଚାଲିଛି । କିନ୍ତୁ ଏବେ ଜଣେ ୮୨ ବର୍ଷୀୟ ବୃଦ୍ଧ ୮୧ ବର୍ଷୀୟ ବୃଦ୍ଧାଙ୍କୁ ପ୍ରେମ କରି ବିବାହ କରିଛନ୍ତି । ଯାହା ଏବେ ସୋସିଆଲ ମିଡ଼ିଆରେ…

୬ ମାସ ବିରତି ନେବେ ପ୍ରଭାସ

ମୁମ୍ବାଇ: ସାଉଥ୍ ସୁପରଷ୍ଟାର ପ୍ରଭାସ ଏବେ ଚର୍ଚ୍ଚାରେ । ସେ ଅଭିନୟରୁ ୬ ମାସ ବିରତି ନେବେ ବୋଲି ଜଣାଯାଇଛି । ଆଣ୍ଠୁ ସର୍ଜରୀ ପାଇଁ ସେ ଏହି ବିରତି ନେବେ । ନଭେମ୍ବର ସୁଦ୍ଧା ନିଜର ସମସ୍ତ ଶୁଟିଂ ଶେଷ କରି ଡିସେମ୍ବରରେ ବିରତି ନେବେ ବୋଲି କୁହାଯାଉଛି । ଟଲିଉଡ ଇଣ୍ଡଷ୍ଟ୍ରିର ପ୍ରଭାବଶାଳୀ…

ଗୀତ ଗାଉଥିବା ବେଳେ ଷ୍ଟେଜ୍ ତଳକୁ ଖସିପଡ଼ିଲେ ନିକ୍ ଜୋନସ

ମୁମ୍ବାଇ:ନ୍ୟୁୟର୍କର ୟାଙ୍କି ଷ୍ଟାଡିୟମରେ ଜୋନସ୍ ବ୍ରଦର୍ସ କନସର୍ଟ ଚାଲିଥିବା ବେଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏହି କାର୍ଯ୍ୟକ୍ରମରେ ଗାୟକ ତଥା ବଲିଉଡ଼ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ସ୍ୱାମୀ ନିକ୍ ଜୋନସ ଗୀତ ଗାଉଥିବା ବେଳେ ଷ୍ଟେଜ୍ ତଳକୁ ଖସିପଡ଼ିଲେ । ଫଳରେ ସେ ସାମାନ୍ୟ…

ନିଆରା ଢଙ୍ଗରେ ସ୍ୱାଧୀନତା ଦିବସ ପାଳିତ: ପଶୁପତିନାଥ ମନ୍ଦିରରେ କରାଗଲା ଦୁବ ଅଭିଷେକ

ମଧ୍ୟପ୍ରଦେଶ: ନିଆରା ଢଙ୍ଗରେ ପାଳିତ ହେଲା ସ୍ୱାଧୀନତା ଦିବସ । ମଧ୍ୟପ୍ରଦେଶରେ ଥିବା ପଶୁପତିନାଥ ମନ୍ଦିରରେ ଦୁବ ଅଭିଷେକ କରାଯାଇ ମଙ୍ଗଳବାର ସ୍ୱାଧୀନତା ଦିବସ ପାଳନ ହୋଇଯାଇଛି । ଏହି ସମୟରେ ଭକ୍ତମାନେ ଦେଶର ସମୃଦ୍ଧି ଏବଂ ସୁଖଶାନ୍ତି ପାଇଁ ପ୍ରାର୍ଥନା କରିଥିଲେ । ଏଠାରେ ଦୁବ ଅଭିଷେକଏକ…

କୋର୍ଟର ବିନା ଅନୁମତିରେ ବିଦେଶ ଯାତ୍ରା କରିପାରିବେନି ଜ୍ୟାକଲିନ

ମୁମ୍ବାଇ: କୋର୍ଟର ବିନା ଅନୁମତିରେ ବିଦେଶ ଯାତ୍ରା କରିପାରିବେନି ବଲିଉନ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ । ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡିତ ୨୦୦ କୋଟି ଟଙ୍କା ମନି ଲଣ୍ଡରିଂ ମାମଲାରେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ କୋର୍ଟଏହି ରାୟ ଦେଇଛନ୍ତିି । ପଟିଆଲା ହାଉସ କୋର୍ଟ ଜ୍ୟାକଲିନଙ୍କ…

ଗୀତା ଗୋବିନ୍ଦଙ୍କୁ ପୂରିଲା ୫ ବର୍ଷ, ରଶ୍ମିକାଙ୍କ ସହ ଫଟୋ ସେୟାର କରି ଶୁଭେଚ୍ଛା ଜଣାଇଲେ ବିଜୟ

ମୁମ୍ବାଇ: ସାଉଥ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଯୋଡି ହେଉଛନ୍ତି ଅଭିନେତ୍ରୀ ରଶ୍ମିକା ମନ୍ଦାନା ଓ ଅଭିନେତା ବିଜୟ ଦେବରକୋଣ୍ଡା । ଏମାନଙ୍କ ଯୋଡ଼ିକୁ ଲୋକେ ଖୁବ୍ ପସନ୍ଦ କରନ୍ତି । ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ନେଇ ଇଣ୍ଡଷ୍ଟ୍ରିରେ ଚର୍ଚ୍ଚା ଜୋର ଧରିଥିଲା । ହେଲେ କିଛି ଦିନ ତଳେ…

୩ ବିପଜ୍ଜନକ କୀଟ, ଯାହାର ସଂସ୍ପର୍ଶରେ ଆସିଲେ ମୃତ୍ୟୁ ନିଶ୍ଚିତ

ଦୁନିଆରେ ଅନେକ ପ୍ରକାରର କୀଟପତଙ୍ଗ ରହିଛନ୍ତି । ଇକୋସିଷ୍ଟମ୍ ପାଇଁ ସେମାନଙ୍କର ଅସ୍ତିତ୍ୱ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଇକୋସିଷ୍ଟମକୁ ସନ୍ତୁଳିତ ରକ୍ଷା ପାଇଁ କୀଟପତଙ୍ଗ ରହିବା ଜରୁରୀ । ଯଦି ଏହି କୀଟପତଙ୍ଗର ଅସ୍ଥିତ୍ୱ ଦୁନିଆରୁ ଲିଭିଯାଏ, ତେବେ ପ୍ରକୃତିରେ ଏକ ଅସନ୍ତୁଳନ ସୃଷ୍ଟି ହୁଏ ।…