Latest Odisha News

BREAKING NEWS

୧୮ ଚକିଆ ଗାଡ଼ି, ଯାହା ପାହାଡ଼ିଆ ରାସ୍ତାରେ ଆରାମରେ ଯାଇପାରୁଛି

ଫିନ୍‌ଲାଣ୍ଡ: ଲୋକଙ୍କର ବିଭିନ୍ନ ପ୍ରକାରର ଗାଡ଼ି ସଉକ ଥାଏ । ତାକୁ ନଜରରେ ରଖି ବିଭିନ୍ନ କମ୍ପାନୀମାନେ ମଧ୍ୟ ଗାଡ଼ି ପ୍ରସ୍ତୁତ କରିଥାନ୍ତି । ନିକଟରେ ଫିନ୍‌ଲାଣ୍ଡର ଏକ କମ୍ପାନୀ ଏମିତି ଏକ ଗାଡ଼ି ତିଆରି କରିଛି, ଯାହା ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଗାଡ଼ିରେ ଏମିତି କିଛି…

୪୪ ବର୍ଷ ବୟସରେ ମାଆ ହେବେ ମଡ଼େଲ କର୍ଟନି କାର୍ଦାସିଆଁ, ଦେଖାଇଲେ ବେବି ବମ୍ପ୍

ମୁମ୍ବାଇ: ମାଆ ହେବାକୁ ଯାଉଛନ୍ତି ଜଣାଶୁଣା ମଡେଲ୍ କର୍ଟନି କାର୍ଦାସିଆଁ । ସେ ୪୪ ବର୍ଷ ବୟସରେ ମାଆ ହେବାକୁ ଯାଉଛନ୍ତି । ଏବେ ସେ ବୋଲ୍‌ଡ଼ ଅବତାରରେ ନିଜ ‘ବେବି ବମ୍ପ୍‌’ ଦେଖାଇ ଚର୍ଚ୍ଚାକୁ ଆସିଛନ୍ତି । ଏହି ଖବର ଫଟୋ ସେ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ମଡେଲ୍ କର୍ଟନି…

ବିପଦପୂର୍ଣ୍ଣ ଭାବେ ରିଲ୍‌ସ ପ୍ରସ୍ତୁତ, ଗୋଟେ ବାଇକରେ ଯାଉଛନ୍ତି ୭ ଯୁବକ

ଉତ୍ତରପ୍ରଦେଶ: ଆଜିକାଲି ସୋସିଆଲ ମିଡ଼ିଆରେ ରିଲ୍ ତିଆରି କରିବା ନିଶା ସମସ୍ତଙ୍କୁ ଘାରିଛି । ସେମାନେ ସ୍ଥାନ,କାଳ,ପାତ୍ର ସବୁ କିଛି ଭୁଲି ଯାଉଛନ୍ତି । ଏମିତି କି ନିଜ ଜୀବନକୁ ବିପଦରେ ପକାଇ ମଧ୍ୟ ରିଲ୍ସ ତିଆରି କରୁଛନ୍ତି । ଏବେ ସେମିତି ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି, ଯାହାକୁ…

ଆଉ ନାହାନ୍ତି ଫିଲ୍ମ ନିର୍ଦ୍ଦେଶକ ସିଦ୍ଦିକ ଇସମାଇଲ

ମୁମ୍ବାଇ : ମାଲାୟାଲମ ଚଳଚ୍ଚିତ୍ରର ଜଣାଶୁଣା ଲୋକପ୍ରିୟ ନିର୍ଦ୍ଦେଶକ ସିଦ୍ଦିକ ଇସମାଇଲଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ବୟସ ହୋଇଥିଲା । ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି । ଏହି ଖବର ପ୍ରଚାର ହେବା ପରେ ମାଲାୟାଲମ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା…

ବିବାହକୁ ସ୍ମରଣୀୟ କରିବାକୁ ଭିନ୍ନ ପ୍ରୟାସ: ବିବାହ ମଞ୍ଚରେ ଆୟୋଜନ ହେଲା ସାପ ଖେଳ

ଆଜିକାଲି ଅନେକ ନିଜ ବିବାହକୁ ସ୍ୱତନ୍ତ୍ର ଓ ସ୍ମୃରଣୀୟ କରିବା ପାଇଁ ଭିନ୍ନ ଭିନ୍ନ ଉପାୟ ଆପଣାଉଛନ୍ତି । ଏବେ ସେମିତି ଜଣେ ବ୍ୟକ୍ତି ନିଜ ବିବାହକୁ ସ୍ୱତନ୍ତ୍ର କରିବାକୁ ଯାଇ ମଞ୍ଚ ଉପରେ ସାପ ଖେଳ ପ୍ରଦର୍ଶନ କରିଛନ୍ତି । ଯାହାକୁ ଦେଖି ବିବାହ ଉତ୍ସବରେ ଯୋଗ ଦେଇଥିବା ଅତିଥିମାନେ ଆଶ୍ଚର୍ଯ୍ୟ…

୧୧ରେ ରିଲିଜ୍ ହେବ ‘ହାର୍ଟ ଅଫ୍ ଷ୍ଟୋନ’ : ଗର୍ଭବତୀ ଥାଇ ଆକ୍ସନ ଦୃଶ୍ୟର ସୁଟିଂ କରିଥିଲେ ଆଲିଆ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ଏବେ ତାଙ୍କର ଫିଲ୍ମ ‘ହାର୍ଟ ଅଫ୍ ଷ୍ଟୋନ’ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି । ଏହା ହେଉଛି ତାଙ୍କର ହଲିଉଡ ଡେବ୍ୟୁ ଫିଲ୍ମ । ଏଥିରେ ସେ ହଲିଉଡ ସୁପରଷ୍ଟାର ଗଲ ଗଡୋଟଙ୍କ ସହ ଅଭିନୟ କରିଛନ୍ତି । ଏବେ ଏହି ଫିଲ୍ମର ପ୍ରଚାର ବିଭିନ୍ନ ସ୍ଥାନକୁ ଯାଇ…

୨୦୦ ବର୍ଷର ଏମିତି ମନ୍ଦିର, ଯେଉଁଠି ପୂଜା ପାଉଛନ୍ତି ଅଟାରେ ତିଆରି ମୂର୍ତ୍ତି

ଗୁଜୁରାଟ: ସାଧାରଣତଃ ଭଗବାନଙ୍କ ମୂର୍ତ୍ତି ମାର୍ବଲ କିମ୍ବା ପଥରରେ ତିଆରି ହୋଇଥାଏ । ଆଉ କେଉଁଠି କାଠରେ ନିର୍ମିତ ପ୍ରତିମା ମଧ୍ୟ ପୂଜା ପାଆନ୍ତି । ଦେଶରେ ଅନେକ ହନୁମାନ ମନ୍ଦିର ଅଛି । କିନ୍ତୁ ଗୁଜରାଟରେ ଏମିତି ଏକ ହନୁମାନଙ୍କ ମନ୍ଦିର ଅଛି, ଯାହା ଅଟାରେ ନିର୍ମିତ । ଏହା ୨୦୦ ବର୍ଷ…

କୁକୁର ପାଇଁ ଚାକିରି ଛାଡ଼ିଲେ ଯୁବତୀ

ଅଷ୍ଟ୍ରେଲିଆ: ଆମ ଭିତରେ ଅନେକ ଲୋକ ଅଛନ୍ତି, ଯେଉଁମାନେ ନିଜ ଘରେ ପଶୁ ପକ୍ଷୀ ରଖିବାକୁ ପସନ୍ଦ କରନ୍ତି । ସେମାନଙ୍କ ଭିତରେ ଏମିତି ବି କିଛ ଲୋକ ଅଛନ୍ତି, ଯେଉଁମାନେ ନିଜ ଜୀବନଠାରୁ ପାଳିତ ପଶୁପକ୍ଷୀଙ୍କୁ ବେଶୀ ଭଲ ପାଇଥାନ୍ତି । ଏପରିକି ଏହି ପଶୁପକ୍ଷୀ ପ୍ରେମ ପାଇଁ ଅନେକ ନିଜ କ୍ୟାରିୟର…

“ଫିଲ୍ମ ଅପରେସନ ୧୨/୧୭’ର ଶୁଭ ମହୁରତ

ଭୁବନେଶ୍ୱର: ଆଗକୁ ଆସୁଛି ସୁଧାଂଶୁ ମୋହନ ସାହୁଙ୍କ ନିର୍ଦ୍ଦେଶିତ ଓଡ଼ିଆ ଫିଲ୍ମ "ଅପରେସନ ୧୨/୧୭’ । ଏଥିରେ ମୁଖ୍ୟ ଚରିତ୍ରରେ ଭୂମିକା ଦାଶ ଏବଂ ଶ୍ରେୟାନ ଅଛନ୍ତି । ଏହି ଫିଲ୍ମର ସୁଟିଂ ଖୁବ୍ ଶୀଘ୍ର ଆରମ୍ଭ ହେବ । ଏହି ଫିଲ୍ମର ଶୁଭ ମହୁରତ ଭୁବନେଶ୍ୱର ଚନ୍ଦ୍ରଶେଖରପୁରସ୍ଥିତ ଶିରିଡି ସାଇ…

ଶିକ୍ଷୟିତ୍ରୀ ବର୍ଷକୁ ରୋଜଗାର କରନ୍ତି ୧୦ କୋଟି , ଶିକ୍ଷାଦାନ କରି ନୁହେଁ, ଭିନ୍ନ ଉପାୟରେ

ଆମ ଦେଶରେ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକମାନଙ୍କ ଦରମା ଘରୋଇ ଶିକ୍ଷକଙ୍କଠାରୁ ବହୁତ ଅଧିକ । ଏତେ ବଡ ଦାୟିତ୍ୱ ତୁଲାଉଥିବା ଶିକ୍ଷକମାନେ ଯେତେ ରୋଜଗାର କରନ୍ତୁ ନା କାହିଁକି, ସେମାନେ ଗୋଟିଏ ବର୍ଷରେ ଅତି କମରେ ଏକ କୋଟି ଟଙ୍କା ରୋଜଗାର କରିବାରେ ସକ୍ଷମ ହେବେ ନାହିିଁ । ଭାବନ୍ତୁ, ଏପରି…