ସ୍ପାଇଡରମ୍ୟାନ୍ ଭଳି ଛାତ ଓ କାନ୍ଥରେ ଚଢିଯାଉଛି କୁନି ଝିଅ, ପରିବାର ଲୋକେ ଚିନ୍ତିତ
ଚୀନ୍: କୁନି କୁନି ପିଲାମାନଙ୍କର ଅନେକ ପ୍ରତିଭା ଦେଖିଥିବେ । କିନ୍ତୁ କେବେ କେବେ ଏହି ପିଲାମାନେ ଏମିତି କିଛି କରି ଦେଖାନ୍ତି, ଯାହାକୁ ଆଖିରେ ଦେଖିଲେ ବି ବିଶ୍ୱାସ କରି ହୁଏ ନାହିଁ । ଏବେ ଚୀନର ସେମିତି ଜଣେ କୁନି ଝିଅ ଭିନ୍ନ କୌଶଳ ଦେଖାଇ ନିଜକୁ ସ୍ପାଇଡ଼ର ଗାର୍ଲ ବୋଲି ପ୍ରମାଣିତ…