ଦିଲ୍ଲୀ ନିର୍ବାଚନ: କେତେ ମହିଳାଙ୍କୁ ମିଳିଛି ଟିକେଟ ? ସବୁ ଦଳ ଫେଲ୍
ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଏଥର ଫୋକସରେ ମହିଳା । ଏମାନଙ୍କ ଭୋଟ ହାତେଇବାକୁ ତିନି ଦଳ ଆଣିଛନ୍ତି ବମ୍ପର ସ୍କିମ୍। ହେଲେ ସବୁଠାରୁ ବଡ଼ କଥା ହେଉଛି ଜାତୀୟ ରାଜଧାନୀରେ ଏଯାଏଁ ଯେତେ ଥର ନିର୍ବାଚନ ହୋଇଛି, କେବେ ବି ମହିଳା ବିଧାୟକଙ୍କ ସଂଖ୍ୟା ଦ୍ବି-ଅଙ୍କରେ ପହଞ୍ଚିନି ।…