Latest Odisha News

ବିବାହ ବନ୍ଧନରେ ବାନ୍ଧି ହେଲେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ଝିଅ

ଜୟପୁର: ଆଜି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ଝିଅ ଶନେଲ ଇରାନୀ । ରାଜସ୍ଥାନର ଖିମ୍ବସର୍‌ ଦୁର୍ଗରେ  ଅର୍ଜୁନ ଭଲ୍ଲାଙ୍କୁ ବିବାହ କରିଛନ୍ତି ଶନେଲ । ଅର୍ଜୁନ ଓ ଶନେଲଙ୍କ ବିବାହର ପ୍ରଥମ ଫଟୋ ଏବେ ସାମ୍ନାକୁ ଆସିଛି। ସବୁଠାରୁ ବଡ଼ କଥା ହେଲା ଏହି…

ଅଭିନେତ୍ରୀ ଶିବାଲିକା ଓବରଇଙ୍କ ହାତ ଧରିଲେ ଦୃଶ୍ୟମ-୨ର ନିର୍ଦ୍ଦେଶକ

ମୁମ୍ବାଇ: ଏବେ ବଲିଉଡରେ ଚାଲିଛି ବିବାହ ଋତୁ । ପ୍ରଥମେ କେ.ଏଲ୍. ରାହୁଲ ଓ ଆଥେୟାଙ୍କ ପରେ କ୍ରିକେଟର ଅକ୍ଷର ପଟେଲ ଓ ମେହା, ଏବଂ ତାଙ୍କ ପରେ  କିଆରା ଓ ସିଦ୍ଧାର୍ଥଙ୍କ ବିବାହ ସମ୍ପର୍ଣ୍ଣ ହୋଇଛି। ଏହି କ୍ରମରେ ସୁପରହିଟ୍‌ ଫିଲ୍ମ ‘ଦୃଶ୍ୟମ-୨’ର ନିର୍ଦ୍ଦେଶକ ଅଭିଷେକ ପାଠକ କେମିତି ବା ପଛରେ…

ମଲାୟାଲମ୍ ଚଳଚ୍ଚିତ୍ରର ପ୍ରଥମ ଦଳିତ ଅଭିନେତ୍ରୀ ପି.କେ ରୋଜିଙ୍କୁ ସମ୍ମାନିତ କରିଛି ଗୁଗୁଲ୍

ସମୟ ସମୟରେ ଗୁଗୁଲ ନିଜର ଡୁଡଲ୍ ଅପଡେଟ୍ କରିଥାଏ । ଗୁଗୁଲ ଆଜି ଦେଶର ପ୍ରଥମ ଦଳିତ ଅଭିନେତ୍ରୀଙ୍କୁ ଡୁଡୁଲରେ ସ୍ଥାନ ଦେଇ ସମ୍ମାନ ଜଣାଇଛି । ଆଜି ହେଉଛି ଅଭିନେତ୍ରୀଙ୍କ ଜନ୍ମଦିନ । ଜଣେ ମହିଳାଙ୍କୁ ଏପରି ସମ୍ମାନ ଦେଇ ଡୁଡଲ୍ ସୃଷ୍ଟି କରିଛି ଏକ ନିଆରା ଉଦାହରଣ । ଅଭିନେତ୍ରୀ ଜଣକ…

ବିଶ୍ୱାସ ନ ହେଲେ ବି ସତ: ଷଣ୍ଢ ମୁଣ୍ଡରେ ବଢୁଛି ତିନୋଟି ଶିଙ୍ଗ

 ସୋସିଆଲ ମିଡିଆରେ  ଏକ ଅଜବ ଭିଡିଓ ସାମ୍ନାକୁ ଆସିଛି। ଦେଖିଲେ ତା ଆଖି ବିଶ୍ୱାସ କରୁନି । କିନ୍ତୁ କଥାଟା ସତ।  ଭିଡିଓରେ ଦେଖିବାକୁ ମିଳିଛି ଗୋଟିଏ ଷଣ୍ଢର ମୁଣ୍ଡରେ ରହିଛି ତିନୋଟି  ଶିଙ୍ଗ । ସାଧାରଣତଃ ଗାଇ, ବଳଦ, ଷଣ୍ଢ ଏବଂ ଛେଳିର ମୁଣ୍ଡରେ ଦୁଇଟି ଲେଖାଏଁ ଶିଙ୍ଗ ରହିଥାଏ । ଯାହା…

ୟାନୋମାମି ଜନଜାତିର ଅଜବ ପରମ୍ପରା, ଜାଣିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ

ଅଜବ ଏ ବିଶ୍ୱ । ଏ ବିଶ୍ୱ ବିଷୟରେ ଯେତେ ଜାଣିବାକୁ ଚାହିଁବା ସେତେ ଆଶ୍ଚର୍ଯ୍ୟ ହେବା । ଏଠି ଯେତେ ଲୋକ ସେତେ ପରମ୍ପରା । ହେଲେ ଏମିତି କିଛି ପରମ୍ପରା ଅଛି ଯାହା ଖାଲି ଚକିତ କରେନି, ଏହାକୁ ବିଶ୍ୱାସ କରିବା ମଧ୍ୟ ସହଜ ନୁହେଁ ।    ଆମେ ଏଠି ଦକ୍ଷିଣ ଆମେରିକାର ଏକ ଜନଜାତିଙ୍କ ଉପରେ  କହିବୁ…

୧୦୦ଟଙ୍କାରୁ କମ୍ ମୂଲ୍ୟରେ ମିଳୁଥିଲା ବ୍ରାଣ୍ଡେଡ୍ ମଦ

 ଆଜିର ସମୟରେ ସୋସିଆଲ ମିଡିଆ ଏକ ବଡ ପ୍ଲାଟଫର୍ମ । ଯେଉଁଠାରେ ଫଟୋ ଏବଂ ଭିଡିଓ ମାଧ୍ୟମରେ ସମସ୍ତ କାର୍ଯ୍ୟକଳାପ ଭାଇରାଲ ହୋଇଥାଏ । ଗତ କିଛି ଦିନ ହେବ  ପୁରୁଣା ବିଲ ଏବଂ ତା ସହିତ ଏବେକାର  ବିଲ୍ ଭାଇରାଲ୍ ହୋଇଛି । ଏହି ତୁଳନାତ୍ମକ ବିଲ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହେଉଛନ୍ତି । ଏବେ…

ଦୁନିଆର ସବୁଠୁ ଦାମୀ ପୋକ, ଯାହାର ମୂଲ୍ୟ ଅଡି-ବିଏମଡବ୍ଲୁ ସହିତ ସମାନ

ପୋକର ମୂଲ୍ୟ କୋଟିଏ ଟଙ୍କା । ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟି ସତ । ପୃଥିବୀରେ ୨ରୁ ୩ ଇଞ୍ଚର ଏମିତି ଏକ ପୋକ ରହିଛି, ଯାହାର ମୂଲ୍ୟ ଅଡ଼ି-ବିଏମଡବ୍ଲୁ ଭଳି ବିଳାସପୂର୍ଣ୍ଣ କାରଠାରୁ ମଧ୍ୟ ଅଧିକ । କିଛି ବର୍ଷ ପୂର୍ବେ ଜଣେ ଜାପାନୀ  ବ୍ୟବସାୟୀ ୮୯,୦୦୦ଡଲାରରେ ଏହି ପୋକ ବିକ୍ରି…

ବିନା ପୋଷାକରେ ରୁହନ୍ତି ମହିଳା, ଶତାବ୍ଦୀ ଶତାବ୍ଦୀ ଧରି ଚାଲିଆସୁଛି ଏହି ପ୍ରଥା

ଦୁନିଆ ବହୁତ ବଡ ଏବଂ ବିଚିତ୍ର । ଏହାର ପ୍ରତ୍ୟେକ କୋଣରେ ରହୁଥିବା ଲୋକମାନଙ୍କର ରୀତିନୀତି ଓ ପରମ୍ପରା ମଧ୍ୟ ଭିନ୍ନ । ଆମ ରୀତିନୀତି ବିଷୟରେ ତ ଆମେ ଜାଣୁ । ହେଲେ  ଏମିତି କିଛି ପ୍ରଥା, ପରମ୍ପରା ରହିଛି ଯାହା ଆମେ ଜାଣିନୁ । ଜାଣିଲେ ବି ସହଜରେ ବିଶ୍ୱାସ କରି ପାରି ନ ଥାଉ । ଏମିତି ଏକ…

ଏମିତି ଗାଁ ସମସ୍ତଙ୍କ ଘରେ ରହିଛି ବିମାନ

କାଲିଫର୍ଣ୍ଣିଆ:  ବର୍ତ୍ତମାନ ସମୟରେ ସମସ୍ତଙ୍କ ପାଖରେ ନିଜର ଗାଡି ଅଛି । ଆଜିକାଲି ପ୍ରତ୍ୟେକ ଘରେ ଏକ ବାଇକ୍ କିମ୍ବା କାର୍ ମିଳୁଛି । ଏମିତି ବି କିଛି ଲୋକ ଥିବେ ଯେଉଁମାନଙ୍କର ଚାର୍ଟାର୍ଡ ​​ବିମାନ ମଧ୍ୟ ଅଛି । କିନ୍ତୁ ଏହି ଦୁନିଆରେ ଏମିତି ଏକ ଗାଁ ଅଛି, ଯେଉଁଠାରେ ପ୍ରତ୍ୟେକ…