Latest Odisha News

BREAKING NEWS

୭୦୦ବର୍ଷ ହେବ ଗାଁରେ ତିଆରି ହେଇନି ଦୁଇ ମହଲା କୋଠା

ପ୍ରତ୍ୟେକ ଗାଁରେ ନିଜସ୍ୱ କିଛି ଅଲଗା ବିଶ୍ୱାସ ଓ ପରମ୍ପରା ରହିଛି । ରାଜସ୍ଥାନରେ ଏକ ଗାଁ ରହିଛି ଯାହା ଏକ ନିଆରା ବିଶ୍ୱାସ ପାଇଁ ପ୍ରସିଦ୍ଧ । ଚାରୁ ଜିଲ୍ଲା ସର୍ଦ୍ଦାର ତହସିଲର ଉଦାର ଗାଁ । ଏହି ଗାଁରେ ଗତ ୭୦୦ ବର୍ଷ ଧରି  କେହି ଦୁଇ ମହଲା ବିଶିଷ୍ଟ ଘର ନିର୍ମାଣ କରିନାହାଁନ୍ତି । ଗାଁର…

ସାପ ନା ପଥର ? ଦେଖିଲେ ବି କରି ପାରିବେନି ବିଶ୍ୱାସ…

ଦୁନିଆରେ ଅନେକ ରହସ୍ୟ ଲୁଚି ରହିଛି । ଯେତେବେଳେ ଧୀରେ ଧୀରେ ଏହି ରହସ୍ୟର ପେଡି ଖୋଲେ ସେତେବେଳେ ବହୁ ଆଶ୍ଚର୍ଯ୍ୟ କର କଥା ସାମ୍ନାକୁ ଆସେ। ଏମିତି ଏକ ରହସ୍ୟ ରହିଛି ଥାଇଲାଣ୍ଡର ନାଗ ଗୁମ୍ଫାରେ । ଏହି ଗୁମ୍ଫା ନିକଟରେ ଏକ ବିଶାଳକାୟ ସାପ ଭଳି ପଥର ରହିଛି। ଯାହାକୁ ଦେଖିଲେ ଲାଗେ ସତେ ଯେମିତି…

ଦୁନିଆର ସବୁଠୁ ବୟସ୍କ କୁକୁର, ବୟସ ୩୦ ବର୍ଷ ୨୬୬ ଦିନ

ଲିସବନ(ପର୍ତ୍ତୁଗାଲ):  ଯଦି ଆପଣକୁ ପଚରାଯାଏ ଦୁନିଆର ସବୁଠୁ ବୟସ୍କ କୁକୁର ଦେଖିଛନ୍ତି କି, ଏହାର ଉତ୍ତର ବୋଧହୁଏ ଆପଣ ଦେଇ ପାରିବେ ନାହିଁ । ତାହାଲେ ଆସନ୍ତୁ ଜାଣିବା ସର୍ବପୁରାତନ କୁକୁର ବିଷୟରେ । ସବୁଠୁ ବୟସ୍କ କୁକୁରର ନାଁ ହେଉଛି ବୋବି । ବୟସ ପାଇଁ ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ…

ବିଚିତ୍ର ଗାଁ, ବିବାହ ପରେ ଝିଅ ଯାଏନା ଶାଶୂ ଘର

ଲକ୍ଷ୍ନୌ: ସାଧାରଣତଃ ଝିଅମାନେ ବିବାହ ପରେ ନିଜ ଶାଶୂ ଘରକୁ ଯାଆନ୍ତି । ବାକି ଜୀବନ ସେଠାରେ ବିତାଇଥା’ନ୍ତି । କିନ୍ତୁ ଆମ ଦେଶରେ ଏମିତି ଏକ ଜାଗା ଅଛି ଯେଉଁଠାରେ ବିବାହ ପରେ ଝିଅମାନେ ନିଜ ଶାଶୂ ଘରକୁ ଯାଆନ୍ତି ନାହିଁ ବରଂ ଜ୍ୱାଇଁ ଝିଅ ଘରେ ରହିଥାନ୍ତି । ଉତ୍ତରପ୍ରଦେଶର କୌଶଂମ୍ବୀ…

ଡେଣା ଥିଲେ କିଛି ହୁଏ ନାହିଁ, ସାହସର ସହିତ ଉଡ଼ିବାକୁ ପଡେ

ସ୍ୱପ୍ନ ସେମାନଙ୍କର ସାକାର ହୁଏ, ଯିଏ ଖୋଲା ଆଖିରେ ସ୍ୱପ୍ନ ଦେଖିଥାନ୍ତି । ଡେଣା ଥିଲେ କିଛି ହୁଏ ନାହିଁ, ସାହସର ସହିତ ଉଡ଼ିବାକୁ ପଡେ । ଏମିତି ସାହାସ ଦେଖାଇ ନିଜର ସ୍ୱପ୍ନ ସାକାର କରିଛନ୍ତି ସିମରଜିତ କୈର । ଯିଏକି ସିଆଇଡି ଆଇବି ଓ ଜୟପୁର କମିଶନରେଟ ପାଇଁ ଚୟନ ହୋଇଛନ୍ତି। କିନ୍ତୁ ସେ…

ଗାଁରେ ବିକ୍ରି ହୁଏ ନାହିଁଁ କ୍ଷୀର, ନିୟମ ଭାଙ୍ଗିଲେ ଘଟେ ଅଘଟଣ

ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶର ଏକ ଗାଁ କମଇ  । ଯେଉଁଠାରେ କେବେ କ୍ଷୀର ବିକ୍ରି ହୁଏ ନାହିଁ । ଗ୍ରାମବାସୀଙ୍କ  ବିଶ୍ୱାସ ରହିଛି ଯେ, ଯଦି ସେମାନେ କ୍ଷୀର ବିକ୍ରି କରିବେ, ତେବେ କିଛି ଅଘଟଣ ନିଶ୍ଚିନ୍ତ ଘଟିବ । ଏହି କାରଣରୁ ଲୋକମାନେ କ୍ଷୀର ବିକ୍ରୟ କରିବା କଥା ଭାବିବାକୁ ମଧ୍ୟ ଭୟ କରନ୍ତି  ।…

ଡେଥ୍ ରେଲୱେ ଯାହା ପାଇଁ ପ୍ରାଣ ହରାଇଛନ୍ତି ୧ଲକ୍ଷ୨୦ ହଜାର ଲୋକ

ଇତିହାସରେ ଅନେକ ଘଟଣା ରହିଛି ଯାହା ମନେ ପଡିଗଲେ ଲୋମ ଟାଙ୍କୁରି ଉଠେ, ଦେହ ଶୀତେଇ ଯାଏ । ଏମିତି ଘଟଣାମାନ ଅତ୍ୟନ୍ତ ଯନ୍ତ୍ରଣାଦାୟକ । ଏମିତି ଦୁଃଖଦ ସ୍ମୃତିର କଥା ଆଜି କହିବୁ । ଏ କାହାଣୀ ଏକ ରେଳ ଷ୍ଟେଶନର ।     ଏହି ରେଳ ଲାଇନ ନିର୍ମାଣ ବଳେ  ପ୍ରାୟ ୧ ଲକ୍ଷ ୨୦ ହଜାର ଲୋକଙ୍କ ମୃତ୍ୟୁ…

ଆଜି ହିନ୍ଦୀ ଭାଷାରେ ମୁକ୍ତିଲାଭ କରିବ ‘ଦମନ’

ଭୁବନେଶ୍ୱର : ଓଡିଶା ସମେତ ସମଗ୍ର ଦେଶରେ ଚହଳ ସୃଷ୍ଟି ପରେ ଆଜି ହିନ୍ଦୀ ଭାଷାରେ ମୁକ୍ତିଲାଭ କରିବ ‘ଦମନ’।  ଏହି ଚଳଚ୍ଚିତ୍ରଟି ଓଡିଶା ରାଜ୍ୟ ସରକାରଙ୍କ ଜନହିତକର ଯୋଜନା ଉପରେ ନିର୍ମିତ।  ଚଳଚ୍ଚିତ୍ରର ଜବରଦସ୍ତ ପ୍ରଦର୍ଶନ ପରେ ଦର୍ଶକମାନେ ଏହାର ହିନ୍ଦୀ ସଂସ୍କରଣ ପାଇଁ କ୍ରମାଗତ ଭାବରେ…

ତଦନ୍ତକାରୀ ଟିମ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ଜୟ ନାରାୟଣ; କହିଲେ, ଅପରାଧୀ କରୁଛି ଅପରାଧର ତଦନ୍ତ

ଭୁବନେଶ୍ୱର: ନବ ଦାସ ହତ୍ୟାକାଣ୍ଡ ଦିନ ଯେତେ ଗଡୁଛି, ରହସ୍ୟ ସେତେ ବଢୁଛି । ଏହି ଘଟଣାର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ ।  ହେଲେ କ୍ରାଇମବ୍ରାଞ୍ଚ ଟିମ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର । ଯେଉଁମାନଙ୍କ ବିରୋଧରେ କ୍ରାଇମବ୍ରାଞ୍ଚ ତଦନ୍ତ…

ଅଜବ ପରମ୍ପରା,ବିବାହ ପୂର୍ବରୁ କନ୍ୟା ଉପରେ ଫିଙ୍ଗା ଯାଏ କାଦୁଅ 

ଭିନ୍ନ ଜାଗା ଭିନ୍ନ  ପରମ୍ପରା  । ଆଜିକାଲି  ଲୋକମାନେ ବିବାହକୁ ନେଇ ଅନେକ ନୂଆ ନୂଆ ଢଙ୍ଗ ଆପଣାଉଛନ୍ତି ।  ବିବାହ ସହିତ ଜଡିତ ଅନେକ ବିଚିତ୍ର ପରମ୍ପରା ସମଗ୍ର ବିଶ୍ୱରେ ଦେଖାଯାଏ । କିନ୍ତୁ ସ୍କଟଲ୍ୟାଣ୍ଡରେ ଏପରି ଏକ ପରମ୍ଫରା ରହିଛି, ଯାହା ବିଷୟରେ ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ  । …