Latest Odisha News

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୭୩)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୭୩ ମୁଁ ମାଆ ହେଲି। ପଟ୍ଟପରିବର୍ତ୍ତନ ହେଲା। ମାତୃତ୍ଵ ପରେ ଅନେକ ଦୁଃଖ ଭୁଲି ହୋଇଗଲା।  ସେବା ଯତ୍ନ ମୋ' ପ୍ରତି , ମୋ' ପିଲାଙ୍କ ପ୍ରତି ଆଦୌ କମ ନଥିଲା ।ଏ ଦୁନିଆରେ ଏମିତି ମା ଅଛନ୍ତି, ବିଶ୍ୱାସ ହେଉନଥିଲା । କାହିଁକି…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୭୧)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୭୧ ଗୋଇଠା ମାରେ ପିଲା। ଏବେ ଦେହସୁହା ହେଲାଣି ସେଇଟା । ଭଲଲାଗେ ସେ ମିଠା ଦୁଷ୍ଟାମୀ।କାନରେ ଯନ୍ତ୍ର ଲଗେଇ ପରୀକ୍ଷା କରନ୍ତି ଯତ୍ନ ସହକାରେ ମାଆ ନିଜେ । ଜବରଦସ୍ତି କ୍ଷୀର,ଅଣ୍ଡା, ଫଳ ଖୁଆନ୍ତି। ପୁଣି ଭିଟାମିନ୍ କହି…

ଆମ ଅସ୍ମିତା ଓ ଅସ୍ତିତ୍ବର ଅନ୍ୟ ନାମ ସାହିତ୍ୟ ହେଉ : ବଳରାମ ପୂଜାରୀ

ମାଟି ଓ ମାଟିମନସ୍କତାକୁ ନେଇ ସବୁବେଳେ କବିତା ଲେଖୁଥିବା କବି ବଳରାମ ପୂଜାରୀ , ଓଡ଼ିଆ ସାହିତ୍ୟ ଜଗତର ଏକ ସଶ୍ରଦ୍ଧ ନାମ । ତାଙ୍କ କବିତା ପାହାଡ଼ର କଥା କହେ , ନଦୀର କଥା କହେ , ଡଙ୍ଗରର ଚିତ୍ର ସଜାଏ ପୁଣି ଆଦିବାସୀମାନଙ୍କ ଜୀବନର ଗୀତ ଗାଏ । ନିଜ ଜନ୍ମମାଟିର ପ୍ରତିଟି ଅଣୁକଣାରେ…

ଅନୁବାଦ କବିତା : ଛକ ବେକେରୀରେ ମଧ୍ୟରାତ୍ରି

ମୂଳ ମରାଠୀ: ଦିଲିପ ଚିତ୍ରେ ଛକ ବେକେରୀରେ ରାତି ଅଧରେ ଡବଲରୁଟି ଆଉ ବଟର-ବିସ୍କୁଟ ସେକାହେଲା ବେଳେ ମୁଁ ମନେ ପକାଏ ପିଲାଦିନର ରେହମାନକୁ ଆଉ ତା’ର ଢଳଢ଼ଳ ଆଖି ମୋ ସହ କ୍ୟାରମ ଖେଳ । ଛକ ବେକେରୀରେ ରାତି ଅଧରେ ଡବଲରୁଟି ଆଉ ବଟର-ବିସ୍କୁଟ ସେକାହେଲା ବେଳେ ମୁଁ ଏକୁଟିଆ ବସି…

ଅନୁଭବ ଓ ଅଭିଜ୍ଞତାର ସମ୍ଭ୍ରାନ୍ତ କଳାତ୍ମକ ଉଚ୍ଚାରଣ ହିଁ କବିତା : ସୁରେଶ କୁମାର ନାୟକ

ସମକାଳର ଜଣେ ନିଆରା ଶବ୍ଦଶିଳ୍ପୀ ସୁରେଶ ନାୟକ । ଗତ ଦୁଇ ଦଶନ୍ଧିରୁ ଉର୍ଦ୍ଦ୍ୱ ସମୟରେ ସେ ଓଡ଼ିଆ କବିତା ଜଗତରେ ଜଣେ ନିଷ୍ଠାପର ସ୍ରଷ୍ଟା ଭାବରେ, ସେ ସୃଷ୍ଟି କରିଚାଲିଛନ୍ତି ଅନେକ କବିତା। ସେ କବିତା ମାଧ୍ୟମରେ ଏକ ଅନ୍ତର୍ଯାତ୍ରାରେ ବିଶ୍ୱାସ ରଖନ୍ତି। ସରଳତା ଭିତରେ ତୀକ୍ଷ୍ମତା ଓ…

ଅନୁବାଦ କବିତା : କଲିକତାର ଯୀଶୁ

ମୂଳ ବଙ୍ଗଳା : ନୀରେନ୍ଦ୍ରନାଥ ଚକ୍ରବର୍ତ୍ତୀ  ଲାଲବତିର ନିଷେଧ ନ ଥିଲା, ତଥାପି ଝଡ ବେଗରେ ଧାବମାନ କଲିକତା ସହର ଅତର୍କିତ ଭାବେ ଅଟକିଗଲା, ଭୟଙ୍କର ଭାବେ ସମ୍ଭାଳି ନେଇ ଠିଆ ହୋଇ ରହିଲା ଟ୍ୟାକ୍ସି ଓ ପ୍ରାଇଭେଟ, ଟେମ୍ପୋ, ବାଘମାର୍କା ଡବଲ-ଡେକର । ‘ଗଲା ଗଲା’ ଆର୍ତ୍ତନାଦରେ…

ଅପ୍ରାପ୍ତିବୋଧ ହିଁ ଜଣେ ସ୍ରଷ୍ଟାର ଜୀବନରେ ଇନ୍ଧନ ପରି କାମକରେ : ଲିପସା ପଟେଲ

ଓଡ଼ିଆ ଭାଷା ସାହିତ୍ୟ ଜଗତରେ କଥା ଓ କବିତାରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି ଲିପସା ପଟେଲ । ତାଙ୍କର ପ୍ରତ୍ୟେକଟି ଲେଖାରେ ସ୍ପଷ୍ଟ ବାରିହୁଏ ସାମାଜିକ ଦାୟବଦ୍ଧତା , ଜୀବନ ଯନ୍ତ୍ରଣାର ନିଛକ ପ୍ରତିବିମ୍ବ, ସଂସାର ସଂଘର୍ଷ ଓ ଜୀବନାଦର୍ଶ ପୁଣି ସମାଧାନର ବାଟ । ଅତିସାଧାରଣ…

ଲେଖକ ପାଇଁ ପାଠକ ହିଁ ଶ୍ରେଷ୍ଠ ବିଚାରକ : କିଶୋର ଆକାଶ

ଜଣେ କବି , ଗାଳ୍ପିକ, ନାଟ୍ୟକାର ଓ ଗୀତିକାର ଭାବରେ କିଶୋର ଆକାଶ ଖୁବ୍ ପରିଚିତ। ନିଜର ସ୍ଵକୀୟ ଭାଷା ଶୈଳୀ, ଉନ୍ନତ ପାତ୍ରୋଚିତ ସଂଳାପ ଓ ଚଳଚଞ୍ଚଳ ପ୍ରବାହମାନ ଦୃଶ୍ୟ ସଂଯୋଜନା ଦ୍ୱାରା ସେ ବିମୋହିତ କରି ପାରନ୍ତି ପାଠକ ଓ ଦର୍ଶକମାନଙ୍କୁ। ଅନୁବାଦ ସାହିତ୍ୟରେ ମଧ୍ୟ ସେ ଖୁବ୍ ସିଦ୍ଧହସ୍ତ ।…

ମତ୍ସ୍ୟ ଯୋଜନା

ଗଣେଶ ଚନ୍ଦ୍ର କୁଣ୍ଡ ଅର୍ଥନୀତି, ପୁଷ୍ଟିକର ଖାଦ୍ୟ, ନିଯୁକ୍ତି ଓ ସର୍ବୋପରି ପରିବେଶ ପ୍ରତି ମତ୍ସ୍ୟ ସମ୍ପଦର ଭୂମିକା ଉଲ୍ଲେଖନୀୟ । ମତ୍ସ୍ୟଚାଷକୁ ପ୍ରୋତ୍ସାହନ ଦେବାପାଇଁ ଏକ ଉତ୍ତମ ମତ୍ସ୍ୟ ଯୋଜନାର ଆବଶ୍ୟକତା ଅଛି । ତେଣୁ ଆସନ୍ତୁ ଜାଣିବା ଏକ ସଫଳ ମତ୍ସ୍ୟ ଯୋଜନା ପାଇଁ ଆବଶ୍ୟକ…

ସମୀକ୍ଷକ ନହେଲେ ଜଣେ ସଫଳ ସ୍ରଷ୍ଟା ହେବା ସମ୍ଭବ ନୁହେଁ : ନବଜ୍ୟୋତି ରାୟ

ଓଡ଼ିଆ ସାହିତ୍ୟର ଏକ ସଶ୍ରଦ୍ଧ ଉଚ୍ଚାରଣ ନବଜ୍ୟୋତି ରାୟ। ଚିରାଚରିତ ଶୈଳୀର ଢେର ଉର୍ଦ୍ଧ୍ବରେ ତାଙ୍କର ସୃଷ୍ଟି। କାହାର ପ୍ରଶଂସା ବା ନିନ୍ଦା ପ୍ରତି ଖିଆଲ ନଥାଏ ତାଙ୍କର। ତାଙ୍କ ରଚିତ କବିତାର ଶବ୍ଦବିନ୍ୟାସ ଏବଂ ନିଖୁଣ ଉପସ୍ଥାପନା ତାଙ୍କ ସମାଲୋଚକଙ୍କୁ ମଧ୍ୟ ବାଧ୍ୟ କରିଦିଏ ତାଙ୍କ ପ୍ରଶଂସା…