Latest Odisha News

BREAKING NEWS

ପାଠକ ହିଁ ଲେଖକର ସର୍ବଶ୍ରେଷ୍ଠ ବିଚାରକ : ଦ୍ବିତୀ ଚନ୍ଦ୍ର ସାହୁ

ଓଡ଼ିଶା ସାହିତ୍ୟରେ ତରୁଣ ପିଢ଼ିର ଜଣେ ଅଗ୍ରଣୀ ଲେଖକ ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଦ୍ବିତୀ ଚନ୍ଦ୍ର ସାହୁ । ସ୍ତମ୍ଭ , ଗଳ୍ପ , କବିତା , ଉପନ୍ୟାସ , ଫିଚର, ଶିଶୁ ସାହିତ୍ୟ , ନାଟକ , ଗୀତ ଓ ଗବେଷଣାତ୍ମକ ନିବନ୍ଧ ରଚନା ଭଳି ଓଡ଼ିଆ ସାହିତ୍ୟର ବିବିଧ…

କବିତା : ପ୍ରୟାସ

ରାଜେଶ କୁମାର ସାହୁ ଲେଖିବା ହେଉଛି ମୋର ଏକ ପ୍ରୟାସ , ମନରେ ଉଙ୍କି ମାରୁଥିବା ଢେଉକୁ କୂଳରେ ପହଞ୍ଚେଇବାକୁ ପ୍ରୟାସ । ତୁମକୁ ଆଉ ଦେଖିବାଟା ଗୋଟେ ପ୍ରକାର ସ୍ବପ୍ନ କହିଲେ ଚଳେ , ତୁମ ସୁନ୍ଦର ଆଖି ଦୁଇଟାକୁ ଶବ୍ଦ ରେ ଆଙ୍କିବାର ଏକ ପ୍ରୟାସ । ତୁମ ଜୀବନ ର…

ନକରାତ୍ମକ ମଣିଷଟି ସବୁଠାରୁ ଅଧିକ ଭଲ ପାଉଥାଏ: ଅମିୟ ବେଜ

ସାମ୍ପ୍ରତିକ ଓଡ଼ିଆ ସାହିତ୍ୟ ଜଗତର ଏକ ସ୍ୱତନ୍ତ୍ର ବ୍ୟକ୍ତିତ୍ୱ ଅମିୟ ବେଜ। ଜୀବନର ଅନାଲୋଚିତ ଫର୍ଦ୍ଦକୁ ଗଳ୍ପ ର କଳେବର ଦେଇ ଭାବପୂର୍ଣ , ସମ୍ବେଦନଶୀଳ ଓ ସମ୍ମୋହକ ସଙ୍କେତରେ ଖୁବ୍ ନିଆରା ଭାବରେ ସେ ଉପସ୍ଥାପନ କରିପାରନ୍ତି। ଗାଳ୍ପିକଙ୍କ ସମସ୍ତ ଗଳ୍ପ ବିସ୍ତୃତ ନୁହେଁ କିନ୍ତୁ ପାଠକଙ୍କ…

ଅଣୁଗଳ୍ପ: ବାପା

ଅମ୍ବିକେଶ ରାଉତ ଗଳ୍ପ - ଏକ ଲିଙ୍ଗଗତ ବୈଷମ୍ୟ ବିରୁଦ୍ଧରେ ଲଢେଇ କରି ଜାତିସଂଘରୁ ପୁରସ୍କୃତ ହୋଇଥିବା ମନୋହର ବାବୁ, ପୁଅ ହେବା ଖୁସିରେ ୫ କେଜି ମିଠା ବାଣ୍ଟିବା ସହ ହସ୍ପିଟାଲ ଷ୍ଟାଫଙ୍କୁ ଭଲ ଦି ପଇସା ଖର୍ଚ୍ଚ କରିବାକୁ ଦେଇଥିଲେ । ମନେ ମନେ ସ୍ୱର୍ଗତୋକ୍ତି କଲା ଭଳି କହୁଥିଲେ,…