Latest Odisha News

BREAKING NEWS

ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପି ପ୍ରତିନିଧି ଦଳ

ଧାମନଗର : ରାତି ପାହିଲେ ଧାମନଗର ଉପନିର୍ବାଚନ । ଭୋଟ୍ ପଡିବା ପୂର୍ବରୁ ବୁଥ୍ ରିଗିଂ ନେଇ ଆଶଙ୍କା କରିଛି ବିଜେପି । ସ୍ୱଚ୍ଛ ଗତ ସାଧାରଣ ନିର୍ବାଚନ ଓ ପଞ୍ଚାୟତ ନିର୍ବାଚନରେ ଯାଜପୁର ଜିଲ୍ଲାରୁ ଗୁଣ୍ଡା ମାନେ ଆସି ବୁଥ୍ ଗୁଡିକୁ ରିଗିଂ କରିଥିଲେ । ଜିଲ୍ଲା ପ୍ରଶାସନ ଅବାଧ ଓ ନିରପେକ୍ଷ ଭୋଟିଂ…

ଝାରସୁଗୁଡାରେ ବିଜେଡିର ଜନସମ୍ପର୍କ ପଦଯାତ୍ରା

ଝାରସୁଗୁଡା: ୨୦୨୪ ପାଇଁ ଅଙ୍କକଷା ଆରମ୍ଭ । ଝାରସୁଗୁଡାରେ ଆଜି ବିଜୁ ଜନତା ଦଳ ପକ୍ଷରୁ ଏକ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଛି  ।  ଏହି ପଦଯାତ୍ରା ଝଣ୍ଡା ଛକରୁ ଆରମ୍ଭ ହୋଇ ଝାରସୁଗୁଡା ଟାଉନ ପରିକ୍ରମା କରିବା ସହ କାଳିମନ୍ଦିର ରୋଡସ୍ଥିତ ରାଉତରାୟ ବଗିଚାରେ ଏକ ସାଧାରଣ ସଭା ଅନୁଷ୍ଠିତ…

ସାକ୍ଷୀଗୋପାଳ ମନ୍ଦିରରେ ଶ୍ରୀ ରାଧା ପାଦଦର୍ଶନ ପାଇଁ ଲମ୍ବା ଧାଡ଼ି

୨ ବର୍ଷ ପରେ ଅଁଳା ନବମୀରେ ସାକ୍ଷୀଗୋପାଳ ମନ୍ଦିର ଚଳଚଞ୍ଚଳ । ଭକ୍ତଙ୍କ ଗହଳିରେ ହସୁଛନ୍ତି ପ୍ରଭୁ ସାକ୍ଷୀଗୋପାଳ । ନଟବର ବେଶରେ ଦର୍ଶନ ଦେଉଛନ୍ତି ହଟିଆ ଠାକୁର । ମାଆ ରାଧାଙ୍କ ପାଦଦର୍ଶନ ପାଇଁ ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ । ମାଆ ରାଧାରାଣୀଙ୍କ ଓଡ଼ିଆଣୀ ବେଶ ଓ ଝଟକୁଥିବା ଅଳଙ୍କାର…

ଜଳସାଥୀ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର: ୩ ବର୍ଷ ତଳେ ୫-ଟି ଉପକ୍ରମରେ ଆରମ୍ଭ ହୋଇଥିବା ଜଳସାଥୀ କାର୍ଯ୍ୟକ୍ରମର ସଫଳତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ମିଶନ ଶକ୍ତି ଗୋଷ୍ଠୀଙ୍କୁ ସମ୍ପତ୍ତି କର ଆଦାୟ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହାଦ୍ୱାରା ସହରାଞ୍ଚଳରେ ରାଜସ୍ୱ ବୃଦ୍ଧି ହେବା ସହିତ ମିଶନ ଶକ୍ତି ମା ମାନଙ୍କର…

ପଞ୍ଚୁକରେ ଧବଳେଶ୍ୱରଙ୍କ ଭର୍ଚୁଆଲ୍ ଦର୍ଶନ

କଟକ : ପଞ୍ଚୁକରେ ଭର୍ଚୁଆଲ୍ ମୋଡ୍ ରେ ଦର୍ଶନ ଦେବେ ପ୍ରଭୁ ଧବଳେଶ୍ୱର । ଧବଳେଶ୍ୱର ମେଳା ବାତିଲ୍ ହେବା ପରେ ଦର୍ଶନ ପାଇଁ ମନଊଣା କରିଥିଲେ ଶ୍ରଦ୍ଧାଳୁ । ହେଲେ କଟକ ଜିଲ୍ଲା ପ୍ରଶାସନ ଶ୍ରଦ୍ଧାଳୁଙ୍କ ପାଇଁ ଖୁସି ଖବର ଘୋଷଣା କରିଛି । ଭୋଳାନାଥଙ୍କ ଅନଲାଇନ୍ ଦର୍ଶନ ପାଇଁ ଏଲଇଡି ଲଗାଇବାକୁ…

ଚୀନର ‘ଫକ୍ସକନ୍ ଆଇଫୋନ ସିଟି’ରେ ଲକଡାଉନ୍

ବେଜିଂ : ଚୀନରେ ପୁଣି ଲକଡାଉନ । ଝେଙ୍ଗଝୁସ୍ଥିତ ଫକ୍ସକନ୍ ଟେକ୍ନୋଲଜି ଗ୍ରୁପର ମୁଖ୍ୟ କାରଖାନା ଆଖପାଖରେ ଲକଡାଉନ ଜାରି କରିଛି ସ୍ଥାନୀୟ ପ୍ରଶାସନ । ଯାହା ‘ଫକ୍ସକନ ଆଇଫୋନ ସିଟି’ ପ୍ଲାଣ୍ଟ ନାମରେ ପରିଚିତ । ଏହି କାରଖାନାଟି ବିଶ୍ୱର ସର୍ବବୃହତ୍ ଆଇଫୋନ୍ ଫ୍ୟାକ୍ଟ୍ରି । ନଭେମ୍ୱର ୯ ତାରିଖ…

ଅଗରତାଲାରେ କଂଗ୍ରେସ ସମର୍ଥକଙ୍କୁ ମାଡ଼

ଅଗରତାଲା: ଅଗରତାଲାରେ ବିଜେପିକର୍ମୀଙ୍କ ମାଡ଼ରେ କଂଗ୍ରେସ ସମର୍ଥକ ଆହତ । ଏଠାରେ ଆୟୋଜିତ ଏକ ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମରେ ଉଭୟ ହାତାହାତି ହୋଇଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ପୂଣ୍ୟତିଥି ଅବସରରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଜିବି ବଜାରଠାରେ…

ହେମନ୍ତ ସୋରେନଙ୍କୁ ଇଡି ସମନ୍

ନୂଆଦିଲ୍ଲୀ : ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସ୍କାନରରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । ରାଜ୍ୟରେ ବେଆଇନ ଖଣି ଖନନ ସହ ମନି ଲଣ୍ଡରିଂ ମାମଲାରେ ତାଙ୍କୁ ଇଡି ସମନ୍ ଜାରି କରିଛି । ରାଞ୍ଚିସ୍ଥିତ ଇଡି କାର୍ଯ୍ୟାଳୟରେ ତାଙ୍କୁ ଗୁରୁବାର ଜେରା କରାଯିବା ନେଇ ସମନ୍ ରେ ନିର୍ଦ୍ଦେଶ…

ଧାମନଗର ପାଇଁ ପ୍ରଶାସନର ସୁରକ୍ଷା ବ୍ୟବସ୍ଥା ଗ୍ରହଣ 

ଭଦ୍ରକ: ଆସନ୍ତାକାଲି ଧାମନଗର ପାଇଁ ପଡିବ ଭୋଟ୍ । ଉପନିର୍ବାଚନ ପାଇଁ ସୁରକ୍ଷା ଦୁଷ୍ଟିରୁ ୩୦ ସେକ୍ଟର ଅଧିକାରୀଙ୍କ ସହ ୯ ଜଣ ସେକ୍ଟର ମାଜିଷ୍ଟ୍ରେଟ ନିୟୋଜିତ ହୋଇଛନ୍ତି । ଏଥିପାଇଁ ୨୮ଟି ସ୍କ୍ୱାଡ୍ ଗଠନ ହୋଇଛି । ପ୍ରଶାସନ ପାଖରେ ମୋଟ ୬୯ ଟି ଅଭିଯୋଗ ପହଞ୍ଚିଛି । ପ୍ରାୟ ୨୮୩୨ ବ୍ୟାନର,…

ସରିଲା ଧାମନଗର ଉପନିର୍ବାଚନ ପ୍ରଚାର

ଧାମନଗର: ସରିଲା ଧାମନଗର ଉପନିର୍ବାଚନ ପ୍ରଚାର । ୩ ତାରିଖରେ ପଡିବ ଭୋଟ୍ । ଭୋଟଗ୍ରହଣର ୪୮ ଘଣ୍ଟା ପୂର୍ବରୁ ସରିଛି ହାଇଭୋଲଟେଜ୍ ପ୍ରଚାର । ଆଜି ଶେଷ ଦିନରେ ବି ଧାମନଗରକୁ ଛୁଟିଥିଲେ ତିନି ଦଳର ହେଭିଓ୍ୱେଟ ନେତା । ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ବି ବିଜେଡି ପ୍ରାର୍ଥୀଙ୍କ ପ୍ରଚାର ମଙ୍ଗ…