Latest Odisha News

BREAKING NEWS

ବାବ୍ରି ମସଜିଦ ମାମଲା ଶୁଣାଣି; କ’ଣ ପ୍ରତିକ୍ରିୟା ରଖିଲେ ବଲିଉଡ ତାରକା, ପଢ଼ନ୍ତୁ

ମୁମ୍ବାଇ: ଡିସେମ୍ବର ୬, ୧୯୯୨ ରେ ବାବ୍ରି ମସଜିଦ ଭାଙ୍ଗିବା ମାମଲାରେ ଅଭିଯୁକ୍ତ ସମସ୍ତ ୩୨ ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯିବା ଖବରରେ ବୁଧବାର ଅନେକ ବଲିଉଡ ସେଲିବ୍ରିଟି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

୨୮ବର୍ଷ ଧରି ଚାଲିଥିବା ଏହି ମାମଲାରେ ନିର୍ଦ୍ଦୋଷରେ ଖଲାସ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ପୂର୍ବତନ ଉପ-ପ୍ରଧାନମନ୍ତ୍ରୀ ଏଲ.କେ ଆଡଭାନୀ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଏମଏମ ଯୋଶୀ, ଉମା ଭାରତୀ, ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂ ଏବଂ ମହନ୍ତ ନିତ୍ୟ ଗୋପାଳ ଦାସ ଅଛନ୍ତି।

 

Leave A Reply

Your email address will not be published.