Latest Odisha News

BREAKING NEWS

ମହିଳା କ୍ରିକେଟର ବେଦା କ୍ରିଷ୍ଣାମୂର୍ତିଙ୍କ ବ୍ୟାକଲେସ ଫଟୋ ଏବେ ଚର୍ଚ୍ଚାରେ

ମୁମ୍ବାଇ:ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର କ୍ରିକେଟର ବେଦା କ୍ରିଷ୍ଣମୂର୍ତି ଏଥର ପ୍ରଦର୍ଶନ ବଦଳରେ ଫଟୋ ଶୁଟକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ସୋସିଆଲ ମିଡିଆରେ ଆକ୍ଟିଭ ରହୁଥିବା ବେଦା ପ୍ରଶଂସକଙ୍କ ଉଦ୍ଦେଶ୍ୟରେ ଫଟୋ ଶେୟାର କରିଥିଲେ । ଏହି ବ୍ୟାକଲେସ ଫଟୋରେ ସେ ପିଠିରେ ମହାଦେବ ଏକ ଟାଟୁ ମଧ୍ୟ କରିଛନ୍ତି ।

ଅଧିକାଂଶ ଏହି ଫଟୋକୁ ପସନ୍ଦ କରୁଥିବା ବେଳେ ଅନ୍ୟମାନେ ଏଥିନେଇ ତାଙ୍କୁ ସମାଲୋଚନା କରିଛନ୍ତି । ସେଥିମଧ୍ୟରୁ ଜଣେ ଉଲ୍ଲେଖ କରିଛନ୍ତି ଯେ, ଆଥଲେଟମାନେ ଯଦି ନଗ୍ନତାକୁ ପ୍ରଶୟ ଦେବେ ତାହାହେଲେ ଏହାର ନକାରାତ୍ମକ ପ୍ରଭାବ ଯୁବ ପିଢ଼ୀଙ୍କ ଉପରେ ପଡିବ ।

Leave A Reply

Your email address will not be published.