Latest Odisha News

BREAKING NEWS

ଜାନୁଆରୀ ୩୦ ସୁଦ୍ଧା ଓଡ଼ିଶାକୁ ମିଳିପାରେ କରୋନା ଟିକା

ଭୁବନେଶ୍ୱର: ଜାନୁଆରୀ ୩୦ ସୁଦ୍ଧା କୋଭିଡ-୧୯ ଟିକା ଓଡିଶାରେ ପହଞ୍ଚିବାର ସମ୍ଭାବନା ଥିବା ନେଇ ସୋମବାର ଦିନ କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ।

ଏସମ୍ପର୍କରେ ଶ୍ରୀ ଦାସ କହିଛନ୍ତି ଯେ ପ୍ରୋଟୋକଲ ଅନୁଯାୟୀ ରାଜ୍ୟରେ ପ୍ରଥମ ଡୋଜ ଆଗଧାଡିର ସ୍ୱାସ୍ଥ୍ୟ କର୍ମୀ ତଥା ଡାକ୍ତରଙ୍କ ଭଳି କୋଭିଡ ଯୋଦ୍ଧାଙ୍କୁ ପ୍ରଦାନ କରାଯିବ।

ଅଧିକ ପଢନ୍ତୁ- କେନ୍ଦ୍ର ସରକାର ଟିକା ଦେବା କ୍ଷଣି ଓଡ଼ିଶାରେ ଟିକାକରଣ: ଡିଏମଇଟି

ଗଣମାଧ୍ୟମକୁ ସୂଚନା ଦେଇ ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ଯେ ‘ମାସ୍ ଭ୍ୟାକ୍ସିନେସନ୍ ପ୍ରୋଗ୍ରାମ’ର ଏକ ଅଂଶ ଭାବରେ ବୟସ୍କ ବ୍ୟକ୍ତିଙ୍କୁ ମଧ୍ୟ ଏହି ଟିକା ଦିଆଯିବ।

ଅଧିକ ପଢନ୍ତୁ- (DCGI) ପକ୍ଷରୁ ସେରମ୍ ଇନଷ୍ଟିଚ୍ୟୁଟ୍‌କୁ ମିଳିଲା ସବୁଜ ସଙ୍କେତ; ଦେଶରେ କୋଭିସିଲ୍ଡ ଟିକା ଉତ୍ପାଦନକୁ ମିଳିଲା (DCGI)ର ଅନୁମତି

Leave A Reply

Your email address will not be published.