ଯାଜପୁର : ଯାଜପୁରରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଗଣ୍ଡଗୋଳ ଘଟଣା । ଏହି ଘଟଣାରେ ଯାଜପୁର ସଦର ପୋଲିସ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ।ଗିରଫ ହୋଇଥିବା ଦୁଇ ଜଣ ଅଭିଯୁକ୍ତ ହେଲେ କରୁଣାକର ଆଚାର୍ଯ୍ୟ ଓ ମଣିନାଥ ସାହୁ । ସୂଚନା ଅନୁସାରେ ଗତକାଲି ରୁଦ୍ରପୁର ଗ୍ରାମରେ ୫ ନମ୍ବର ବୁଥ ଜବରଦଖଲ କରି ଦୁବୃର୍ତ୍ତ ବାଲାଟ ପେପର ନେଇ ପଳାଇଥିଲେ । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।ଆଜି ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ।
BREAKING NEWS
- ରାଷ୍ଟ୍ରପତି ଭବନରେ ହୋଇପାରେ “ରାମାୟଣ ପାର୍ଟ ୧”ର ପ୍ରିମିୟର…
- ଦଶହରାରେ ଏହି ଡମ୍ପିଂ ୟାର୍ଡକୁ ଅଳିଆ ଗାଡ଼ି ବନ୍ଦ ଦାବି, ନଚେତ୍ ଅନଶନ…
- ଇମ୍ଫାର କଳିଙ୍ଗ ନଗର ଗ୍ରୀନଫିଲ୍ଡ ପ୍ରକଳ୍ପ ଉଦଘାଟିତ କଲେ ମୁଖ୍ୟମନ୍ତ୍ରୀ
- ବିଶ୍ୱର ଶ୍ରେଷ୍ଠ ୨% ବୈଜ୍ଞାନିକଙ୍କ ତାଲିକାରେ ସୋଆର ୩୮ ଗବେଷକ ସ୍ଥାନିତ
- ରଣଜୀ ଟ୍ରଫି: ଗୁଜରାଟଠାରୁ ବଡ଼ ବ୍ୟବଧାନରେ ହାରିଲା ଓଡ଼ିଶା
- ସରକାରୀ କାମ ପାଇଁ ଇଭି ଭଡ଼ାରେ ନେବା ନିୟମ କୋହଳ, ନେଇହେବ ପେଟ୍ରୋଲ-ଡିଜେଲ ଗାଡ଼ି
- ପାର୍ଥବ କଲେ ନାହିଁ ଆବେଦନ, ପ୍ରଜ୍ଞାନ ଚୟନ କମିଟି ମୂଖ୍ୟ ପଦ ବଜାୟ ରଖିପାରନ୍ତି
- କଳିଙ୍ଗନଗରରେ ଆରମ୍ଭ ହେଲା ଶିଳ୍ପାୟନର ‘ସ୍ୱର୍ଣ୍ଣିମ ଅଧ୍ୟାୟ’
- ପାକିସ୍ତାନୀ ପାଇଲଟଙ୍କ ପାଇଁ ବନ୍ଦ ହେଲା ଇସ୍ରାଏଲ୍ ଆକାଶ: ଏୟାର ଫ୍ରାନ୍ସର ବଡ଼ ପଦକ୍ଷେପ
- Hasina blasts PM Tarique Rahman:”ଆପଣଙ୍କ ପିତା ଭାରତ ଆସିଥିଲେ; ଆପଣ କାହିଁକି ନୁହେଁ?” ତାରିକ୍ ରହମାନଙ୍କୁ ହସିନାଙ୍କ କଡ଼ା ସମାଲୋଚନା

Comments are closed.