Latest Odisha News

ସାରି ଦିଅନ୍ତୁ ଜରୁରୀ କାର୍ଯ୍ୟ; ଅକ୍ଟୋବର ମାସରେ ୧୪ ଦିନ ବନ୍ଦ ରହିବ ବ୍ୟାଙ୍କ

ନୂଆଦିଲ୍ଲୀ: ବ୍ୟାଙ୍କ କର୍ମଚାରୀଙ୍କ ପାଇଁ ଚଳିତ ମାସ ଟି ଏକ ଛୁଟିର ମାସ । ଅକ୍ଟୋବର ମାସର ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ଏବଂ ରବିବାର ସମେତ ୧୪ ଟି ସରକାରୀ ଏବଂ ବେସରକାରୀ ଛୁଟି ପାଇଁ ବ୍ୟାଙ୍କ ୧୪ ପାଇଁ ବନ୍ଦ ରହିବ।

ଚଳିତ ମାସର ଏହିସବୁ ଦିନରେ ବ୍ୟାଙ୍କ ଗୁଡିକ ବନ୍ଦ ରହିବ

(୧) ଅକ୍ଟୋବର ୨ (ଶୁକ୍ରବାର): ଗାନ୍ଧୀ ଜୟନ୍ତୀ

(୨) ଅକ୍ଟୋବର ୪: ରବିବାର

(୩) ଅକ୍ଟୋବର ୮ (ଗୁରୁବାର): ଚେଲମ୍

(୪) ଅକ୍ଟୋବର ୧୦: ଦ୍ୱିତୀୟ ଶନିବାର

(୫) ଅକ୍ଟୋବର ୧୧: ରବିବାର

(୬) ଅକ୍ଟୋବର ୧୭ (ଶନିବାର): କାତି ବିହୁ (ଆଞ୍ଚଳିକ)

(୭) ଅକ୍ଟୋବର ୧୮: ରବିବାର

(୮) ଅକ୍ଟୋବର ୨୩ (ଶୁକ୍ରବାର): ମହାସପ୍ତମୀ

(୯) ଅକ୍ଟୋବର ୨୪ (ଶନିବାର): ମହାଷ୍ଟମୀ

(୧୦) ଅକ୍ଟୋବର ୨୫: ରବିବାର

(୧୧) ଅକ୍ଟୋବର ୨୬ (ସୋମବାର): ବିଜୟା ଦଶମୀ

(୧୨ ) ଅକ୍ଟୋବର ୨୯ (ଗୁରୁବାର): ମିଲାଦ-ଇ-ସରିଫ

(୧୩) ଅକ୍ଟୋବର ୩୦ (ଶୁକ୍ରବାର): ଇଦ୍-ଇ-ମିଲାଦ

(14) ଅକ୍ଟୋବର 31 (ଶନିବାର): ବାଲ୍ମୀକ ଜୟନ୍ତୀ, ସର୍ଦ୍ଦାର ପଟେଲ

Leave A Reply

Your email address will not be published.