Latest Odisha News

ମହାଲକ୍ଷ୍ମୀଙ୍କ ହତ୍ଯା ଘଟଣାର ଅଭିଯୁକ୍ତ ଓଡିଶାରେ କଲା ଆତ୍ମହତ୍ଯା

ଭୁବନେଶ୍ୱର: ବେଙ୍ଗାଲୁରୁରେ ୨୯ ବର୍ଷୀୟ ମହାଲକ୍ଷ୍ମୀଙ୍କ ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ସନ୍ଦିଗ୍ଧ ଓଡ଼ିଶାରେ ଆତ୍ମହତ୍ୟା କରିଥିବା ଜଣାପଡିଛି। ମହାଲକ୍ଷ୍ମୀଙ୍କୁ ଅତି ନିର୍ଦ୍ଦୟ ଭାବେ ହତ୍ୟା କରିବା ସହ ମୃତଦେହକୁ ୩୦ ଖଣ୍ଡ କରି ରେଫ୍ରିଜରେଟର ଭିତରେ ଭର୍ତ୍ତି କରିଦେଇଥିଲେ।

ଡେପୁଟି କମିଶନର ଅଫ୍ ପୋଲିସ୍ (ଡିସିପି) ସେଣ୍ଟ୍ରାଲ ବେଙ୍ଗାଲୁରୁ, ଶେଖର ଏଚ୍ ଟେକନାଭର୍ କହିଛନ୍ତି ଯେ ଅଭିଯୁକ୍ତ ମୁକ୍ତିରଞ୍ଜନ ପ୍ରତାପ ରାୟ ଆତ୍ମହତ୍ୟା କରିଦେଇଛି। ତା’କୁ ବେଙ୍ଗାଲୁରୁ ପୁଲିସ୍‌ ଖୋଜୁ ଥିବା ବେଳେ ସେ ଓଡ଼ିଶାରେ ଥିବା ଜଣାପଡ଼ିଥିଲା।

Leave A Reply

Your email address will not be published.