Latest Odisha News

BREAKING NEWS

Browsing Tag

Suicide

ବାପାଙ୍କ ପକେଟରୁ ୬୦ ଟଙ୍କା ଚୋରି ପରେ ଜୀବନ ହାରିଲେ ଦଶମ ଶ୍ରେଣୀ ଛାତ୍ର

ଜଗତସିଂହପୁର: ବାପାଙ୍କ ପକେଟରୁ ୬୦ ଟଙ୍କା ଚୋରି କରିବା ପରେ ଜୀବନ ହାରିଦେଲା ପୁଅ । ଏଭଳି ଅଭାବନୀୟ ଘଟଣା ଘଟିଛି ଜଗତସିଂହପୁର ଥାନା ଅନ୍ତର୍ଗତ ଗଲୁପଡ଼ା ଗାଁରେ । ଦଶମ ଶ୍ରେଣୀ ଛାତ୍ରଙ୍କ ଆତ୍ମହତ୍ୟା ପରେ ପୋଲିସକୁ ସୁଇସାଇଡ୍ ନୋଟ୍ ମିଳିଛି । ମୃତକ ହେଉଛନ୍ତି ସ୍କୁଲ୍ ଶିକ୍ଷକ ପ୍ରକାଶ…

ରେଳ ଧାରଣାରୁ ଦମ୍ପତିଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର, ଆତ୍ମହତ୍ୟା ସନ୍ଦେହ

ଯାଜପୁର: ଯାଜପୁର ଜିଲ୍ଲା ଧଉଳିପସି ନିକଟ ରେଳ ଧାରଣାରୁ ସ୍ୱାମୀ, ସ୍ତ୍ରୀଙ୍କ ରକ୍ତାକ୍ତ ମୃତଦେହ ମିଳିଛି । ସନ୍ଦେହ କରାଯାଉଛି ଦମ୍ପତି କୌଣସି କାରଣରୁ ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କରି ଥାଇ ପାରନ୍ତି । ବୁଧବାର ସନ୍ଧ୍ୟାରେ ଧଉଳିପସି ଓ ଟମକା ରେଲୱେ ଷ୍ଟେସନ୍ ମଧ୍ୟରେ ଏହି ଘଟଣା…

ଏପଟେ ପୁଅର ବାହାଘର, ସେପଟେ ବାପାର ଆତ୍ମହତ୍ୟା

ଗଞ୍ଜାମ : ଏପଟେ ଚାଲିଥିଲା ପୁଅର ବାହାଘର ଭୋଜି ଆଉ ସେପଟେ ବାପା ନେଲେ ଆତ୍ମହତ୍ୟା ପରି ଚରମ ନିଷ୍ପତି । ଏପଟେ ପୁଅ ନୁଆ ଜୀବନ ଆରମ୍ଭ କରିବାକୁ ଯାଉଥିବା ବେଳେ ସେପଟେ କିନ୍ତୁ ଲିଭିଗଲା ବାପାର ଜୀବନ ଦିପ । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଅନ୍ତର୍ଗତ କାନସୁକା…

ନୂଆବର୍ଷରେ ଆତ୍ମହତ୍ୟା କଲା ସୁନା ଝିଅ

ପୁରୀ: ନୂଆବର୍ଷରେ ଚରମ ପଦକ୍ଷେପ । ଜୀବନ ହାରିଦେଲେ ଛାତ୍ରୀ । ନୂଆବର୍ଷ ଆରମ୍ଭର ପ୍ରଥମ ଦିନରେ ଚରମ ପଦକ୍ଷେପ ନେଇଛନ୍ତି ପୁରୀ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ଛାତ୍ରୀ । ରହୁଥିବା ଛାତ୍ରୀ ନିବାସରେ ଆତ୍ମହତ୍ୟା କରିଛନ୍ତି ବେଦାନ୍ତ ବିଭାଗର ଛାତ୍ରୀ ପ୍ରଜ୍ଞା ପାରମିତା ପରିଡ଼ା ।…

ବିଦାୟ ୨୦୨୨ : ପ୍ରେମରେ ମିଳିଲା ପ୍ରତାରଣା, ମୃତ୍ୟୁର ରାସ୍ତା ଥିଲା ଶେଷ ଠିକଣା

ଭୁବନେଶ୍ୱର : ସରି ସରି ଆସୁଛି ବର୍ଷ ୨୦୨୨ । ଅନେକ ଆଶା ସୁନେଲି ସ୍ୱପ୍ନର ସହିତ ଆସିବ ବର୍ଷ ୨୦୨୩ । ଆସନ୍ତା ବର୍ଷରେ ଆରମ୍ଭ ହେବ ଏକ ନୂଆ ଅଧ୍ୟାୟ । ହେଲେ ଚଳିତ ବର୍ଷ କିଛି ଏପରି ଘଟିଯାଇଛି ଯାହକୁ ନାଁ କେବେ ଭୁଲି ହେବ ନାଁ ଚାହିଁଲେ ମନରୁ ପାଶୋରି ହେବ । ସମଗ୍ର ଦେଶବାସୀଙ୍କୁ ଥରାଇ…

ସ୍ତ୍ରୀକୁ ମରଣାନ୍ତକ ଆକ୍ରମଣ କରି ଶ୍ୱଶୁର ଘରେ ଝୁଲି ପଡ଼ିଲା ସ୍ୱାମୀ

ସୋନପୁର: ସ୍ତ୍ରୀକୁ ମରଣାନ୍ତକ ଆକ୍ରମଣ ପରେ ସ୍ୱାମୀର ଆତ୍ମହତ୍ୟା । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ ପାଲିଗାଁରେ । ମୃତକ ସମ୍ବଲପୁର ଛିପିଲିମା ଅଞ୍ଚଳର ବନ୍ତୋଷ ଗଣ୍ଡ । ତାଙ୍କ ସ୍ତ୍ରୀ ପାଲିଗାଁର ରଞ୍ଜିତା ଗଣ୍ଡଙ୍କ ଅବସ୍ଥା ଏବେ ସ୍ଥିର…

ସଂସାର ଭାଙ୍ଗିବା ପରେ ଜୀବନ ହାରିଦେଲେ; ବିଷ ପିଇ ଭୁବନେଶ୍ୱରରେ ୨ ମୃତ

ଭୁବନେଶ୍ୱର: ଜଣେ ସ୍ୱାମୀଙ୍କୁ ତ ଆଉ ଜଣେ ସ୍ତ୍ରୀକୁ ଛାଡ଼ି ଏକାଠି ରହୁଥିଲେ । ପରିବାରକୁ ଛାଡ଼ି ଏକାଠି ରହୁଥିବା ପୁରୁଷ ଓ ମହିଳା ବିଷ ପିଇ ଆତ୍ମହତ୍ୟା କରିଛନ୍ତି । ସଂସାର ଭାଙ୍ଗିଯିବା ପରେ ଉଭୟ ଜୀବନ ହାରି ଦେଇଛନ୍ତି । ଭୁବନେଶ୍ୱର ଭରତପୁର ଫୁଲେଶ୍ୱରୀ ବସ୍ତିରେ ଜଣେ ବ୍ୟକ୍ତି ଓ ମହିଳା…

ପ୍ରେମ ପାଇଁ ପ୍ରେମିକାକୁ ଆକ୍ରମଣ କରି ଆତ୍ମହତ୍ୟା କଲା ପ୍ରେମିକ

ରାଞ୍ଚି: ପ୍ରେମିକାକୁ ଆକ୍ରମଣ କରି ନିଜେ ଆତ୍ମହତ୍ୟା କଲା ପ୍ରେମିକ। ଏପରି ଚାଞ୍ଚଲ୍ୟକର ଘଟଣା ଝାଡ଼ଖଣ୍ଡର ହଜାରିବାଗରେ ଘଟିଛି। ପଶ୍ଚିମବଙ୍ଗରେ ରହୁଥିବା ଏବଂ ବେଙ୍ଗାଲୁରୁରେ ଡାକ୍ତରୀ ବିଜ୍ଞାନ ଅଧ୍ୟୟନ କରୁଥିବା ଜଣେ ଛାତ୍ର ଏପରି କାଣ୍ଡ ଘଟାଇଛି। ଉକ୍ତ ଛାତ୍ର ଜଣକ ପ୍ରଥମେ ନିଜ…

[ଦେଖନ୍ତୁ ଭିଡିଓ] ଲଜରେ ହାତ କାଟିବା ପରେ ଫ୍ୟାନରେ କାହିଁକି ଝୁଲି ପଡ଼ିଲେ ଛାତ୍ରୀ ?

ପୁରୀ: ଯୁବପିଢ଼ିଙ୍କ ମଧ୍ୟରେ ବଢ଼ୁଛି ଆତ୍ମହତ୍ୟା ପ୍ରବଣତା । ଆଜି ପୁରୀ ବଡ଼ଶଙ୍ଖ ସ୍ଥିତ ଏକ ଲଜରୁ ଜଣେ ଛାତ୍ରୀଙ୍କ ମୃତଦେହ ମିଳିଛି । ଛାତ୍ରୀ ଜଣଙ୍କ ନିଜ ହାତ କାଟିବା ପରେ ବେକରେ ଓଢ଼ଣୀ ଲଗାଇ ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଛନ୍ତି । ମୃତ ଛାତ୍ରୀ ଜଣଙ୍କ ଭୁବନେଶ୍ୱର ଗଙ୍ଗନଗରର କଳ୍ପତରୁ…

SI ସ୍ୱାଗତିକାଙ୍କ ଆତ୍ମହତ୍ୟା ପରେ ପୋଲିସ ଜିଲ୍ଲା ମୁଖ୍ୟାଳୟକୁ ଘୁ.ଉଦୟଗିରି IICଙ୍କ ବଦଳି

ବାଲିଗୁଡ଼ା: ବଦଳିଲେ ଘୁ. ଉଦୟଗିରି ଥାନା ଅଧିକାରୀ ରେବତୀ ଶବର । ଏସ୍ଆଇ ସ୍ୱାଗତିକା ବେହେରାଙ୍କ ଆତ୍ମହତ୍ୟା ପରେ ଘୁ.ଉଦୟଗିରି ଥାନା ଆଇଆଇସିଙ୍କୁ ପୋଲିସ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରାଯାଇଛି । ଏନେଇ କନ୍ଧମାଳ ଏସପି ବିନୀତ ଅଗ୍ରୱାଲ ସୂଚନା ଦେଇଛନ୍ତି । ଏଥିସହ ଟିକାବାଲି ଥାନା…