Latest Odisha News
Browsing Tag

bengaluru

ସୋଆ ପକ୍ଷରୁ ବେଙ୍ଗାଲୁରୁରେ ଶିକ୍ଷାବିତ୍ ଓ ଶିଳ୍ପ କ୍ଷେତ୍ରର ବ୍ୟକ୍ତିବିଶେଷଙ୍କୁ ନେଇ ଆଲୋଚନାଚକ୍ର

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ଗତ ମେ ୧୯ ତାରିଖରେ ବେଙ୍ଗାଲୁରୁରେ ଆୟୋଜିତ ‘ସୋଆ ପ୍ରକ୍ସିମା ୨୦୨୩’ରେ ଶିଳ୍ପ କ୍ଷେତ୍ରର ପ୍ରାୟ ୧୦୦ ଜଣ ମାନବ ସମ୍ବଳ ବିଶେଷଜ୍ଞ ସାମିଲ ହୋଇଥିଲେ । କ୍ୟାମ୍ପସ୍‌ରେ ନିଯୁକ୍ତି ପ୍ରଦାନ କରୁଥିବା ବୃତିଗତ ବ୍ୟକ୍ତିବିଶେଷ ଏହି…

କର୍ଣ୍ଣାଟକରେ ପ୍ରଧାନମନ୍ତ୍ରୀଙ୍କ ମେଗା ରୋଡ୍‌ ଶୋ

ବେଙ୍ଗାଲୁରୁ : କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଜୋର ଧରିଛି କ୍ୟାମ୍ପନିଂ । ବିଭିନ୍ନ ରାଜନୈତିକ ଦଳ ଜାରି ରଖିଛନ୍ତି ପ୍ରଚାର । ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲମ୍ବା ମେଗା ରୋଡ୍ ଶୋ କରୁଛନ୍ତି । ଏହି ରୋଡ୍ ଶୋ ଦ୍ବିପ୍ରହର ୧.୩୦ ମିନିଟରୁ ଆରମ୍ଭ ହୋଇଛି । ଏହି…

ସଙ୍ଗୀତ ପାଇଁ ହତ୍ୟା, ଓଡ଼ିଶା ପୋଲିସ ଡିଏସପିଙ୍କ ୨ ପୁଅ ସହ ଅନ୍ୟ ଜଣେ ଗିରଫ

ଭୁବନେଶ୍ୱର: ବେଙ୍ଗଳୁରୁରେ ସଙ୍ଗୀତ ପାଇଁ ହତ୍ୟା ମାମଲାରେ ଓଡ଼ିଶା ପୋଲିସରେ ଡିଏସପି ଥିବା କେଶବ କୁମାର ସାମନ୍ତରାୟଙ୍କ ଦୁଇ ପୁଅ ଓ ଅନ୍ୟ ଜଣଙ୍କୁ ଗିରଫ କରାଯାଇଛି । ୩ ଦିନ ତଳେ ବେଙ୍ଗଳୁରୁରେ ୫୪ ବର୍ଷୀୟ ଲୟଡ ନେହେମିଆଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା । ମାମଲାରେ ବେଙ୍ଗଳୁରୁ ପୋଲିସ…

ଷ୍ଟେସନ୍‌ରେ ପ୍ଲାଷ୍ଟିକ୍‌ ଡ୍ରମ୍‌ରୁ ମିଳିଲା ମହିଳାଙ୍କ ଗଳିତ ମୃତଦେହ

ବେଙ୍ଗାଲୁରୁ : ଯଶବନ୍ତପୁର ରେଳ ଷ୍ଟେସନ୍‌ରୁ ସମ୍ନାକୁ ଆସିଲା ଚାଞ୍ଚଲ୍ୟକର ଘଟଣା । ପ୍ଲାଷ୍ଟିକ୍‌ ଡ୍ରମ୍‌ରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର । ଯଶବନ୍ତପୁର ରେଳ ଷ୍ଟେସନର ୧ ନମ୍ବର ପ୍ଲାଟଫର୍ମରେ ସଫେଇ କରୁଥିବା ବେଳେ ଗୋଟିଏ ଡ୍ରମରେ ଗଳିତ ମୃତଦେହ ଘୋଡ଼ା ହୋଇ ରହିଥିବାର ଦେଖିଥିଲେ…

ସମ୍ପର୍କୀୟଙ୍କ ସହ ଲାଗିଥିଲା ପ୍ରେମିକାର ବିବାହ, ସହିପାରିଲାନି ପ୍ରେମିକ ତା’ପରେ…. 

ନୂଆଦିଲ୍ଲୀ : ନିଜ ପ୍ରେମକୁ ପାଇବା ପାଇଁ ସମ୍ପର୍କୀୟକୁ ବି ଛାଡ଼ିଲା ନାହିଁ ଜହ୍ଲାଦ ପ୍ରେମିକ । ଯୋଜନାବନ୍ଧ ଭାବେ ସମ୍ପର୍କୀୟଙ୍କୁ ଛୁରି ଭୁସି ହୋଇଗଲା ଫେରାର୍‌ । ପ୍ରେମିକାର ନିଜ ସମ୍ପର୍କୀୟଙ୍କ ସହ ଲାଗିଥିଲା ବିବାହ ପ୍ରସ୍ତାବ, ସହିପାରିଲାନି ପ୍ରେମିକ । ଦୁହିଁଙ୍କ ରାସ୍ତାରେ କଣ୍ଟା…

ସଇତାନ ସାଜିଲା ରାପିଡୋ ଡ୍ରାଇଭର, ନିଶା ଅବସ୍ଥାରେ ଯୁବତୀଙ୍କୁ କଲା ଦୁଷ୍କର୍ମ

ନୂଆଦିଲ୍ଲୀ : କେରଳର ଜଣେ ୨୨ ବର୍ଷୀୟ ଯୁବତୀ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି  । ରାପିଡୋ ଆପ୍‌ର ଡ୍ରାଇଭର ଓ ତାର ସହଯୋଗୀ ସହ ମିଶି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି  ।  ଦୁଷ୍କର୍ମର ଶିକାର ହୋଇଥିବା ୨୨ ବର୍ଷୀୟ ଯୁବତୀ ଜଣଙ୍କ ତାଙ୍କ ଅଭିଯୋଗରେ କହିଛନ୍ତି ଯେ ଶୁକ୍ରବାର ସେ ତାଙ୍କର…

ଓଡ଼ିଶାକୁ ଆସି ପୁଞ୍ଜିନିବେଶ କରିବାକୁ ନିମନ୍ତ୍ରଣ କଲେ ମୁଖ୍ୟମନ୍ତ୍ରୀ

ବେଙ୍ଗାଳୁରୁ : ଓଡ଼ିଶା ଇନଭେଷ୍ଟର୍ସ ମିଟ୍ ରେ ଶିଳ୍ପପତିଙ୍କୁ ଭେଟିବା ପରେ ମୁଖ୍ୟମନ୍ତ୍ରୀ ଓଡ଼ିଶାକୁ ଆସି ପୁଞ୍ଜିନିବେଶ କରିବାକୁ ନିମନ୍ତ୍ରଣ କରିଛନ୍ତି । ଶିଳ୍ସପତିମାନଙ୍କୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା କରିବା ପାଇଁ ଭରପୁର ସୁଯୋଗ…

ଏୟାରପୋର୍ଟ ଭଳି ଭାରତର ପ୍ରଥମ ଏସି ରେଲଓ୍ବେ ଷ୍ଟେସନ

ବେଙ୍ଗାଲୁର: ଭାରତର ପ୍ରଥମ ଶୀତତାପ ନିୟନ୍ତ୍ରୀତ ରେଲଓ୍ବେ ଷ୍ଟେସନ । ଯେଉଁଠି ରହିଛି ସମସ୍ତ ହାଇଟେକ ବ୍ୟବସ୍ଥା । ଏହି ଷ୍ଟେସନରେ ଆପଣ ପହଁଚିଲେ ବିଶେଷ ଆନନ୍ଦ ଅନୁଭବ କରିବେ । ଏହି ବିଶ୍ବସ୍ତରୀୟ ରେଲଓ୍ବେ ଷ୍ଟେସନକୁ ବେଙ୍ଗାଲୁରରେ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି  ।…

ବେଙ୍ଗାଲୁରରେ ଭାରତର ପ୍ରଥମ ଏୟାର କଣ୍ଡିସନ ଷ୍ଟେସନ ଉଦଘାଟନ କରିବେ ମୋଦି

ବାଙ୍ଗାଲୋର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କର୍ଣ୍ଣାଟକ ଗସ୍ତ କରିବେ । ଅପରାହ୍ନ ପ୍ରାୟ ୧୨.୩୦ରେ, ପ୍ରଧାନମନ୍ତ୍ରୀ ଇଣ୍ଡିଆନ ଇନଷ୍ଟିଚୁ୍ୟଟ ଅଫ ସାଇନ୍ସ (ଆଇଆଇଏସସି) ବେଙ୍ଗାଲୁରୁ ପରିଦର୍ଶନ କରିବେ, ଯେଉଁଠାରେ ସେ ସେଣ୍ଟର ଫର ବ୍ରେନ ରିସର୍ଚ୍ଚ (ସିବିଆର)କୁ ଉଦଘାଟନ କରିବେ ଏବଂ…

ଭୟଙ୍କର ଦୁର୍ଘଟଣା: ବିଧାୟକଙ୍କ ପୁଅ, ପତ୍ନୀଙ୍କ ସମେତ ୭ ମୃତ

ବେଙ୍ଗାଲୁରୁ: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ପୋଲରେ ପିଟିହେଲା ଅଡ଼ି କାର୍ । ଏଥିରେ ଜଣେ ବିଧାୟକଙ୍କ ପୁଅ, ପତ୍ନୀଙ୍କ ସମେତ ୭ ଜଣଙ୍କର ମୃତ୍ୟୁ ହୋଇଛି । ଗତକାଲି ବିଳମ୍ବିତ ରାତିରେ ବେଙ୍ଗାଲୁରୁରେ ଏହି ଦୁର୍ଘଟଣା ଘଟିଛି । ମୃତକଙ୍କ ଭିତରେ ଅଛନ୍ତି…