Latest Odisha News

BREAKING NEWS

Browsing Tag

Dies

ଶିମିଳିପାଳ ହାତୀ ମାରି ପୋଡ଼ିବା ଘଟଣା: ପ୍ରତ୍ୟକ୍ଷଦର୍ଶୀଙ୍କ ମୃତ୍ୟୁ ପରେ ତଦନ୍ତ ଦିଗହରା ହେବା ଆଶଙ୍କା

କଟକ : ଆଖି ବୁଜିଲେ ଶିମିଳିପାଳ ହାତୀ ମାରି ପୋଡ଼ିଦେବା ମାମଲାର ପ୍ରତ୍ୟକ୍ଷଦର୍ଶୀ ତଥା ଅସ୍ଥାୟୀ ବନକର୍ମଚାରୀ । ୧୧ତାରିଖରେ ବିଷ ପିଇଥିଲେ ବନ କର୍ମଚାରୀ ତୁରାମ ପୂର୍ତ୍ତି । ପାଟି ନଖୋଲିବାକୁ ଧମକ ପାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଏହା ପରେ ତାଙ୍କୁ ଏସସିବିକୁ ସ୍ଥାନାନ୍ତର କରି…

ପରଲୋକରେ ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ଚରଣଜିତ୍ ସିଂ

ଭୁବନେଶ୍ୱର: ପରଲୋକରେ ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ଚରଣଜିତ୍ ସିଂ । ୧୯୬୪ ମସିହା ଟୋକିଓ ଅଲିମ୍ପିକରେ ଚରଣଜିତଙ୍କ ନେତୃତ୍ୱରେ ଭାରତୀୟ ହକି ଦଳ ସ୍ୱର୍ଣ୍ଣ ପଦକ ହାସଲ କରିଥିଲା । ଦୀର୍ଘଦିନ ଧରି ଚଚଣଜିତ ବାର୍ଦ୍ଧକ୍ୟ ଜନିତ ଏକାଧିକ ରୋଗରେ ପୀଡିତ ଥିଲେ । ଆଜି ହିମାଚଳ ପ୍ରଦେଶ ଉନା…

ଅଭିନେତା ମନୋଜ ବାଜପେୟୀଙ୍କ ପିତାଙ୍କ ‌ପରଲୋକ

ନୂଆଦିଲ୍ଲୀ: ଦୀର୍ଘ ଦିନର ଅସୁସ୍ଥତା ପରେ ଅଭିନେତା ମନୋଜ ବାଜପେୟୀଙ୍କ ପିତା ଆର୍‌କେ ବାଜପେୟୀଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ହୋଇଥିଲା। ରବିବାର ସକାଳେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। କିଛି ସପ୍ତାହ ପୂର୍ବରୁ ଆର୍‌କେ ବାଜପେୟୀଙ୍କର ସ୍ୱାସ୍ଥ୍ୟ ଅବସ୍ଥା…

ଦାନ୍ତ ପାଇଁ ଗଲା ମହିଳାଙ୍କ ଜୀବନ

ଚେନ୍ନାଇ: ନିଜ ଦାନ୍ତକୁ ଗିଳି ମୃତ୍ୟୁମୁଖରେ ପଡ଼ିଲେ ମହିଳା। ପାଣି ପିଇବା ସମୟରେ ଭୁଲରେ ନିଜର କୃତ୍ରିମ ଦାନ୍ତକୁ ଗିଳି ଦେବା ପରେ ଗତ ସପ୍ତାହରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବା ଘଟଣା ସାମ୍‌ନାକୁ ଆସିଛି। ଚେନ୍ନାଇରୁ ଏଭଳି ଏକ ବିଚଳିତ କଲା ଭଳି ଘଟଣା ସାମ୍‌ନାକୁ ଆସିଛି। ରିପୋର୍ଟ…

ଏଲଗାର ପରିଷଦ ଘଟଣାରେ ଗିରଫ ସାମାଜିକ କର୍ମୀ ଷ୍ଟନ ସ୍ୱାମୀଙ୍କ ପରଲୋକ

ନୂଆଦିଲ୍ଲୀ: ଏଲଗାର ପରିଷଦ-ମାଓବାଦୀ ଲିଙ୍କ ମାମଲାରେ ଅଭିଯୁକ୍ତ ସାମାଜିକ କର୍ମୀ ଷ୍ଟାନ ସ୍ୱାମୀଙ୍କ ସୋମବାର ପରଲୋକ ହୋଇଛି। ଏ ନେଇ ତାଙ୍କ ପରାମର୍ଶଦାତା ବମ୍ବେ ହାଇକୋର୍ଟରେ ସୂଚନା ଦେଇଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ହୋଇଥିଲା। ଗତ ସପ୍ତାହରେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା…

ଅଭିନେତ୍ରୀ ହିନା ଖାନଙ୍କ ପିତାଙ୍କ ପରଲୋକ

ମୁମ୍ବାଇ: ମଙ୍ଗଳବାର ଦିନ ଲୋକପ୍ରିୟ ଅଭିନେତ୍ରୀ ହିନା ଖାନଙ୍କ ପିତାଙ୍କ ହୃଦଘାତରେ ପରଲୋକ ହୋଇଥିବା ସୂଚନା ମିଳିଛି। ଏକ ମ୍ୟୁଜିକ୍ ଭିଡିଓ ସୁଟିଂ ପାଇଁ କାଶ୍ମୀର ଯାଇଥିଲେ ହିନା। ପିତାଙ୍କ ଦେହାନ୍ତ ଖବର ଶୁଣିବା ପରେ ତୁରନ୍ତ ମୁମ୍ବାଇ ଫେରି ଆସିଥିବା ଜଣାପଡ଼ିଛି। ପରିବାର ପକ୍ଷରୁ…

କରୋନା ଅପଡେଟ୍‌; ଭାରତ ମର୍କଜରୁ ଦକ୍ଷିଣ ଆଫ୍ରିକା କବରିସ୍ତାନ୍ !

ଦକ୍ଷିଣ ଆଫ୍ରିକା: ନିଜାମୁଦ୍ଦିନ ମର୍କଜରେ ଯୋଗଦେଇଥିଲେ ଦକ୍ଷିଣ ଆଫ୍ରିକୀୟ ମୌଲାନା ୟୁସୁଫ୍ ଟୁଟଲା । ତେବେ ଭାରତରୁ ଦକ୍ଷିଣ ଆଫ୍ରିକା ଫେରିବା ପରେ ସେ କରୋନାରେ ସଂକ୍ରମିତ ହୋଇଥିଲେ । ଶେଷର ତାଙ୍କ ଜୀବନ ଉପରେ କରୋନା ବିଜୟ ଲାଭ କରିଛି । https://t.co/9pa0sT9eGz | Coronavirus…

ପୋଲିଓ ଟୀକା ନେବା ପରେ ୨ମାସର ଶିଶୁକନ୍ୟା ମୃତ

ପୁରୀ: ପୁରୀ ଜିଲ୍ଲା ବ୍ରହ୍ମଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପୋଲିଓ ଟୀକା ନେବା ପରେ ଜଣେ ୨ମାସର ଶିଶୁକନ୍ୟାର ମୃତ୍ୟୁ ଘଟିଥିବା ନେଇ ଅଭିଯୋଗ ହୋଇଛି । ମୃତ ଶିଶୁଟି ନରନପୁର ଗ୍ରାମର ସ୍ମୃତିରଞ୍ଜନ ବିଶ୍ୱାଳ ଓ ଜୋତ୍ସାରଣୀ ବିଶ୍ୱାଳଙ୍କ ଝିଅ ବୋଲି ଜଣାପଡିଛି । ମିଳିଥିବା…

ନବରଙ୍ଗପୁର ଜେଲରେ ହତ୍ୟା ଅଭିଯୁକ୍ତଙ୍କ ମୃତ୍ୟୁ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଉମରକୋଟ ସବ୍ ଜେଲର ଜଣେ କଏଦୀଙ୍କ ମୃତ୍ୟୁ ଘଟିଛି । ମିଳିଥିବା ସୂଚନାନୁଯାୟୀ ଦେବ ମାଝିଙ୍କୁ ସୋମବାର ରାତିରେ ଚିକିତ୍ସା ନିମନ୍ତେ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ବେଳେ ମଙ୍ଗଳବାର ସକାଳେ…