Latest Odisha News

BREAKING NEWS

କୁମ୍ଭୀର ଗଣନା ପାଇଁ ଆସନ୍ତା ୧୫ ତାରିଖରୁ ବନ୍ଦ ରହିବ ଭିତରକନିକା ପ୍ରାଣୀ ଉଦ୍ୟାନ

କେନ୍ଦ୍ରାପଡ଼ା: ଆସନ୍ତା ୧୫ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା ଜାତୀୟ ପ୍ରାଣୀ ଉଦ୍ୟାନ । କୁମ୍ଭୀର ଗଣନା ପାଇଁ ଜାନୁଆରୀ ୨୩ ଯାଏ ୯ ଦିନ ବନ୍ଦ ରହିବ । ୨୨ଟି ଟିମ୍ କୁମ୍ଭୀର ଗଣନା କାର୍ଯ୍ୟରେ ନିୟୋଜିତ ହେବେ । ଏହି ସମୟରେ ଯେଭଳି କୌଣସି ପ୍ରକାର ଅସୁବିଧା ନହେବ ସେଥିପାଇଁ ଜାତୀୟ ଉଦ୍ୟାନ ଭିତରକୁ ପର୍ଯ୍ୟଟକଙ୍କ ପ୍ରବେଶକୁ ବନ୍ଦ କରାଯାଇଛି ।

Leave A Reply

Your email address will not be published.