Latest Odisha News

BREAKING NEWS

Browsing Tag

Bhitarkanika National Park

ମେ ପହିଲାରୁ ଜୁଲାଇ ୩୧ ଯାଏ ବନ୍ଦ ରହିବ ଭିତରକନିକା

କେନ୍ଦ୍ରାପଡ଼ା: ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ ରହିବ । ମେ ୧ରୁ କେନ୍ଦ୍ରାପଡ଼ା ଜିଲ୍ଲାରେ ଥିବା ଭିତରକନିକା ଜାତୀୟ ଉଦ୍ୟାନ ଜୁଲାଇ ୩୧ ଯାଏ ୩ ମାସ ବନ୍ଦ ରହିବ । ଏହି ସମୟରେ କୁମ୍ଭୀରମାନ ପ୍ରଜନନ କରିଥାନ୍ତା । କୁମ୍ଭୀରମାନେ ଲୁଣିପାଣିରେ ଅଣ୍ଡା ଦେଇଥାନ୍ତି । କୁମ୍ଭୀରମାନଙ୍କୁ…

ଆସ ବୁଲି ଯିବା ଭିତରକନିକା, ଏହି ଦିନ ଖୋଲିବ ଜାତୀୟ ଉଦ୍ୟାନ

କେନ୍ଦ୍ରାପଡ଼ା: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଦୀର୍ଘ ତିନି ମାସ ପରେ ଖୋଲିବ ଭିତରକନିକା । ଆସନ୍ତା ୫ ତାରିଖରୁ ଭିତରକନିକା ଜାତୀୟ ଉଦ୍ୟାନ ଖୋଲିବା ନେଇ ନିଷ୍ପତ୍ତି ନେଇଛି କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ । ଏନେଇ ରାଜନଗର ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି । କୋଭିଡ୍ ଗାଇଡଲାଇନ୍…

ପର୍ଯ୍ୟଟକଙ୍କ ପାଇଁ ଆଜିଠୁ ଖୋଲିବ ଭିତରକନିକା

ଭୁବନେଶ୍ୱର: ଦୀର୍ଘଦିନ ଧରି ବନ୍ଦ ରହିବା ପରେ ଆଜିଠୁ ଖୋଲୁଛି ଭିତରକନିକା । ପର୍ଯ୍ୟଟକଙ୍କ ପାଇଁ ଆଜିଠୁ ଖୋଲିବ ଭିତରକନିକା ଅଭୟାରଣ୍ୟ । ବଉଳା କୁମ୍ଭୀର ଗଣନା ପାଇଁ ଗତ ୧୫ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ଅଭୟାରଣ୍ୟକୁ ବନ୍ଦ ରଖାଯାଇଥିଲା । ଚଳିତବର୍ଷ ରାଜନଗର, ମହାକାଳପଡା, କନିକା, ଗହିରମଥା…

କୁମ୍ଭୀର ଗଣନା ପାଇଁ ଆସନ୍ତା ୧୫ ତାରିଖରୁ ବନ୍ଦ ରହିବ ଭିତରକନିକା ପ୍ରାଣୀ ଉଦ୍ୟାନ

କେନ୍ଦ୍ରାପଡ଼ା: ଆସନ୍ତା ୧୫ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା ଜାତୀୟ ପ୍ରାଣୀ ଉଦ୍ୟାନ । କୁମ୍ଭୀର ଗଣନା ପାଇଁ ଜାନୁଆରୀ ୨୩ ଯାଏ ୯ ଦିନ ବନ୍ଦ ରହିବ । ୨୨ଟି ଟିମ୍ କୁମ୍ଭୀର ଗଣନା କାର୍ଯ୍ୟରେ ନିୟୋଜିତ ହେବେ । ଏହି ସମୟରେ ଯେଭଳି କୌଣସି ପ୍ରକାର ଅସୁବିଧା ନହେବ ସେଥିପାଇଁ…

ଆସନ୍ତା ୧୯ରୁ ଖୋଲିବ ଭିତରକନିକା, ପର୍ଯ୍ୟଟକ ଏସବୁ ନିୟମ ମାନିବା ଜରୁରୀ

କେନ୍ଦ୍ରାପଡ଼ା: ଭିତରକନିକା ବୁଲିବା ପାଇଁ ଇଚ୍ଛୁକ ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଆସନ୍ତା ୧୯ ତାରିଖରୁ ଖୋଲିବ ଜାତୀୟ ପ୍ରାଣୀ ଉଦ୍ୟାନ । ଦର୍ଶକ ପୁଣି ଥରେ ଭିତରକନିକାର ଅପରୂପ ସୌନ୍ଦର୍ଯ୍ୟକୁ ଉପଭୋଗ କରିପାରିବେ । ତେବେ କୋଭିଡ୍ କଟକଣାକୁ କଡ଼ାକଡ଼ି ପାଳନ କରିବାକୁ ପଡ଼ିବ । ଏଥିପାଇଁ…