Latest Odisha News

BREAKING NEWS

ଓଡିଶାରେ ପହଞ୍ଚିଲେ ଅମିତ ଶାହା

ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଆସି ପହଞ୍ଚିଛନ୍ତି ।

ସୂଚନା ଅନୁଯାୟୀ ସେଠାରୁ ସେ ପୁରୀ ଅଭିମୁଖେ ଗସ୍ତ କରିବେ । ଏଥିସହିତ ପୁରୀରେ ଅନୁଷ୍ଠିତ ହେଉଥିବା ଜାତୀୟ ମହିଳା ମୋର୍ଚ୍ଚା କାର୍ଯ୍ୟକାରିଣୀ ବୈଠକରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଯୋଗ ଦେବେ ।

ଅନ୍ୟପକ୍ଷରେ ଏକ ସ୍ୱତନ୍ତ୍ର ବିମାନରେ ଆସି ଶାହା  ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରେ ଉପସ୍ଥିତ ବିଜେପିର ବରିଷ୍ଠ ନେତା  ତଥା ଦଳୀୟ କର୍ମୀମାନେ ମାନେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି ।

 

Leave A Reply

Your email address will not be published.