Latest Odisha News

[ଦେଖନ୍ତୁ ଭିଡ଼ିଓ] ଟ୍ୱିଟରରେ ଭାଇରାଲ ହେଉଛି ଏହି ନୀଳ ରଙ୍ଗର ସାପ, ଦେଖିଲେ ଆଖି ଲାଖିଯିବ !

ଭୁବନେଶ୍ୱର: ପ୍ରକୃତି ଏପରି ଅନେକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଯାହା ବେଳେ ବେଳେ ମଣିଷକୁ ବିସ୍ମିତ କରିଦିଏ । ମଣିଷକୁ ବିସ୍ମିତ କଲାଭଳି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି, ଯାହାକୁ ଦେଖିଲେ ପ୍ରକୃତିର ସୌନ୍ଦର୍ଯ୍ୟର ପରିସୀମା କେତେ ଯେ ବ୍ୟାପ୍ତ ତାହା ସ୍ପଷ୍ଟ ହେଉଛି ।

ଏହି ଭିଡ଼ିଓ କ୍ଲିପ୍‌ରେ ଆପଣ ଦେଖିପାରିବେ ଏକ ନୀଳ ରଙ୍ଗର ସାପ ଯାହା ଏକ ରକ୍ତ-ଲାଲ ରଙ୍ଗର ଗୋଲାପ ଚାରିପାଖରେ ଏପରି ଗୁଡେଇ ହୋଇଛି । ଯେ କେହି ଏହାକୁ ଦେଖିବ ସେ ଆଶ୍ଚର୍ଯ୍ୟ ହୋଇଯିବ ।

ଏହି ଭିଡିଓଟି ଏବେ ଟ୍ୱିଟରରେ ଟ୍ରେଣ୍ଡ କରିବାରେ ଲାଗିଛି । ଅଳ୍ପ କିଛି ସମୟରେ ଏହାକୁ ଅନେକ ଲାଇକ ଓ ସେୟାର ମିଲିଲାଣି ମ କ୍ୟାପସନ୍ ସହିତ “ଅବିଶ୍ୱସନୀୟ ସୁନ୍ଦର ବ୍ଲୁ

ତେବେ ଦେଖନ୍ତୁ ଏହି ଭିଡ଼ିଓ ଟି:

 ସେପ୍ଟେମ୍ବର 17 ରେ ସେୟାର ହୋଇଥିବା ଏହି ଭିଡ଼ିଓଟି ଭିଡିଓଟି ପ୍ରାୟ ୧ ଲକ୍ଷ ରୁ ଉର୍ଦ୍ଧ୍ବ ଭ୍ୟୁ ସଂଗ୍ରହ କରିଛି ଏବଂ ଏହି ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।

ଜଣେ ଟ୍ୱିଟର ବ୍ୟବହାରକାରୀ ଏଥିରେ କମେଣ୍ଟ କରି କହିଛନ୍ତି ଯେ, “ପ୍ରକୃତି ସର୍ବଦା ସୁନ୍ଦର ଜିନିଷ ସୃଷ୍ଟି କରେ, ଏବଂ ଆମେ ଏଥିରେ ସହମତ।

ଆପଣ ଭିଡିଓ ବିଷୟରେ କ’ଣ ଭାବୁଛନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ ।

Leave A Reply

Your email address will not be published.