Latest Odisha News

BREAKING NEWS

ଅଭିନେତ୍ରୀ ନିକୋଲାଙ୍କୁ ପତ୍ନୀ କହିଲେ ବେକହାମଙ୍କ ବଡ ପୁଅ

ଲଣ୍ଡନ: ଇଂଲଣ୍ଡର ମହାନ ଫୁଟବଲ ଖେଳାଳି ଡେଭିଡ ବେକହାମଙ୍କ ବଡ ପୁଅ ବ୍ରୁକଲିନ ନୂଆ ବର୍ଷରେ ନୂତନ ଘୋଷଣା କରିଛନ୍ତି । ଆମେରିକାର ଲୋକପ୍ରିୟ ଅଭିନେତ୍ରୀ ନିକୋଲା ପେଲଟଜଙ୍କ ସହ ସେ ଏକ ଫଟୋ ଶେୟାର କରି ପତ୍ନୀ ଭାବେ ସମ୍ବୋନ୍ଧିତ କରିଛନ୍ତି । କୁଲାଇ ୨୦୨୦ରେ ଉଭୟଙ୍କ ନିର୍ବନ୍ଧ ହୋଇଥିଲା ।

ତେବେ ଏହା ପରେ ଏହି ଯୋଡିଙ୍କ ସମ୍ପର୍କକୁ ନେଇ ଭିନ୍ନ ଭିନ୍ନ ଗୁଜବ ଶୁଣିବାକୁ ମିଳିଥିଲା । ରିପୋର୍ଟ ମୁତାବକ ଉଭୟ ଇତି ମଧ୍ୟରେ ବିବାହ ବନ୍ଧନରେ ଆବଦ୍ଧ ହେବା ପରେ ପ୍ରଶଂସକଙ୍କୁ ଏହି ଖବର ପରୋକ୍ଷରେ ଶୁଣାଇଛନ୍ତି ।

Leave A Reply

Your email address will not be published.