Latest Odisha News

ପୁରୀରେ ମାତିଛନ୍ତି ବ୍ରାଉନସୁଗାର ବେପାରୀ, ୧୧ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ

ପୁରୀ : ପୁରୀରେ ମାତିଛନ୍ତି ବ୍ରାଉନସୁଗାର ବେପାରୀ । ପୁରୀ ବାସେଳିସାହି ପୋଲିସ ୧୧୦ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି । ଅଭିଯୁକ୍ତ ମାନଙ୍କ ଠାରୁ କିଛି ଟଙ୍କା ସହ , ମୋବାଇଲ ଓ ଗାଡି ଜବତ କରିଛି ପୋଲିସ । ଜବତ ହୋଇଥିବା ବ୍ରାଉନ ସୁଗାରର ମୂଲ୍ୟ ୧୧ଲକ୍ଷ ଟଙ୍କା ଦେବା ବୋଲି ଅନୁମାନ କରାଯାଉଛି ।

BjdElectrycity

ଏହି ମାମଲାରେ ସଂପୃକ୍ତ ଥିବା ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଅନ୍ୟଜଣେ ନାବାଳକ ଥିବା ସୂଚନା ମିଳିଛି । ପୁରୀ ଏବେ ପୋଲିସ ଏବେ ନିଶାମୁକ୍ତ ଅଭିଯାନ ଆରମ୍ଭ କରିଛିା ନିଶା କାରବାରରେ ସପୃକ୍ତ ଥିବା ଅଭିଯୁକ୍ତ ମାନଙ୍କୁ ଗିରଫ କରିଛି ପୋଲିସ ।

Leave A Reply

Your email address will not be published.