Latest Odisha News

BREAKING NEWS

ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା

ମାଲକାନଗିରି : ମାଲକାନଗିରି ଜିଲ୍ଲା ଗସ୍ତରେ ବିଏସଏଫ ବାହିନୀର ବରିଷ୍ଠ ଅଧିକାରୀ । ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରେ ବୁଲି ଦେଖିଛନ୍ତି । ତା ସହିତ ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି BSF ADG  ରାଜବିନ୍ଦର ସିଂ ଭଟ୍ଟି ଓ BSF IG ସତୀଶଚନ୍ଦ୍ର ସ୍ୱାଭିମାନ ଅଞ୍ଚଳ ପରେ ବଣ୍ଡା ଘାଟିରେ ମଧ୍ୟ ବିଏସଏଫ୍ କ୍ୟାମ୍ପ ପରିଦର୍ଶନ କରିଛନ୍ତି । କିଭଳି ମାଓ ଦମନ କରାଯାଇପାରିବ ଓ ଏହାର ମୁକାବିଲା କରାଯାଇପାରିବ ସେ ନେଇ ଅଧିକାରୀଙ୍କ ସହ ବୈଠକ କରିଛନ୍ତି ।

Leave A Reply

Your email address will not be published.