ଦଶପଲ୍ଲା: ବାଣୀଗୋଚ୍ଛା ନିକଟରେ ଅଘଟଣ । ଡିଭାଇଡରରେ ପିଟି ହେବା ପରେ ହୁତୁହୁତୁ ହୋଇ ଜଳିଗଲା ବସ୍ । ସୂଚନା ଅନୁଯାୟୀ ହରଭଙ୍ଗା ଅଭିମୁଖେ ଯିବା ସମୟରେ ଡିଭାଇଡରରେ ପିଟି ହୋଇଥିଲା ପରେ ବସ୍ ଟି ଜଳିଯାଇଥିଲା । ଏନେଇ ସମସ୍ତ ରୋଗୀ ସମେତ ବସ୍ ଚାଳକ ସୁରକ୍ଷିତ ଉଦ୍ଧାର ହୋଇଥିବା ଜଣାପଡ଼ିଛି । ଏହି ବସ୍ ରେ୨୦ ଜଣ ଯାତ୍ରୀ ଥିବା ସୂଚନା ରହିଛି ।
BREAKING NEWS
- ବନ୍ୟାଞ୍ଚଳ ପରିଦର୍ଶନ ବେଳେ ଉଦଳା ବିଧାୟକ ଭାସ୍କର ମଢ଼େଇଙ୍କୁ ଦୁର୍ବ୍ୟବହାର: ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
- ମୌସୁମୀ ପ୍ରତ୍ୟାବର୍ତ୍ତନର ସ୍ପଷ୍ଟ ସଙ୍କେତ: ଅକ୍ଟୋବର ପ୍ରଥମ ସପ୍ତାହରୁ ଛାଡ଼ିବ ବର୍ଷା, ଅସହ୍ୟ ଗୁଳୁଗୁଳି ନେଇ ଆଲର୍ଟ
- ମୋବାଇଲ୍ ଗ୍ରାହକଙ୍କ ପାଇଁ ଖୁସି ଖବର: ଆସିବ ୩୦ ଦିନିଆ ରିଚାର୍ଜ ପ୍ଲାନ୍ ଏବଂ କେବଳ ‘ଭଏସ୍-ଏସଏମଏସ’ ପ୍ୟାକ୍
- ଲୋକଙ୍କ ସମସ୍ୟା ଶୁଣିବେ ଅଧିକାରୀ: ସୋମବାରକୁ ‘ନୋ ମିଟିଂ ଡେ’ (No Meeting Day) ଘୋଷଣା କଲେ ରାଜ୍ୟ ସରକାର
- ମହାନଦୀରେ ବନ୍ୟା ଆଶଙ୍କା: ଖୋର୍ଦ୍ଧା, କଟକ, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ାକୁ ଆଲର୍ଟ
- ଏମଏଲଏ ସରୋଜ କୁମାର ପ୍ରଧାନଙ୍କ ନାମରେ ଗିରଫ ପରୱାନା ଜାରି କଲେ କୋର୍ଟ
- ମହଙ୍ଗା ପଡିଲା ରିଲ୍ସରେ ସୁନା ଓ ଟଙ୍କା ଦେଖାଇବା; ଚୋର ନେଇଗଲେ ୧ କୋଟିର ଅଳଙ୍କାର…
- ଲଗାଣ ବର୍ଷା: ଘରେ ପଶିଲା ପାଣି, ବାରଣ୍ଡାରେ ପରିବାର
- ଆସୁଛି ଆଉ ଏକ ଲଘୁଚାପ, ମିଆଁମାର-ବାଂଲାଦେଶ ଉପକୂଳ ଦେଇ…
- Hirakud Dam:ପୁଣି ଖୋଲିଲା ହୀରାକୁଦ ଜଳଭଣ୍ଡାରର ୬ଗେଟ୍:୨୬ ଗେଟ୍ରେ ବନ୍ୟାଜଳ ନିଷ୍କାସନ,ତଳିଆ ଅଂଚଳ ପାଇଁ ସର୍ତକତା

Comments are closed.