ସମ୍ବଲପୁର : ତହସିଲଦାରଙ୍କୁ ଦୁର୍ବ୍ୟବହାର କରିବା ପଡିଲା ମହଙ୍ଗା । ବିଜେପି ବିଧାୟକ ଜୟନାରାୟଣ ମିଶ୍ର ଙ୍କ ନାଁରେ ଥାନାରେ ଏତଲା ଦାୟର । ସମ୍ବଲପୁର କ୍ଷେତ୍ରରାଜପୁର ଦୁର୍ଗାପାଲ୍ଲୀ ବସ୍ତି ଉଚ୍ଚେଦ ସମୟରେ ତହସିଲଦାର ଏବଂ ବିଧାୟକଙ୍କ ସେଠାରେ ପାଟିତୁଣ୍ଡ ହୋଇଥିଲା । ସର୍ବ ସମ୍ମୁଖରେ ତହସିଲଦାରଙ୍କୁ ଅଭଦ୍ର ଭାଷାରେ ଗାଳିଗୁଲଜ କରିବା ସହ ଦୁର୍ବ୍ୟବହାର କରିଥିଲେ ବିଧାୟକ ଜୟନାରାୟଣ ମିଶ୍ର ଏବଂ ତହସିଲଦାରଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ ବିଧାୟକ । ଏନେଇ ପୋଲିସ ଥାନାରେ ମାମଲା ରୁଜୁ କରିଥିଲେ ତହସିଲଦାର । ଉକ୍ତ ଏତଲାକୁ ଆଧାର କରି ପୋଲିସ ତଦନ୍ତ ଆରମ୍ଭ କରିଛି ।
BREAKING NEWS
- ବାତ୍ୟା ‘ଅକୱାନ’ ପାଇଁ ସମଗ୍ର ରାଜ୍ୟରେ ୨ ଦିନ ପ୍ରବଳ ବର୍ଷା, ୧୨ ଜିଲାକୁ ଆଲର୍ଟ
- ଆରମ୍ଭ ହେଲା ବାତ୍ୟା ‘ଅକୱାନ୍’ର ଲ୍ୟାଣ୍ଡଫଲ୍, ଗୋପାଳପୁରରେ ସବୁଠୁ ଅଧିକ ବର୍ଷା
- ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ସରକାରୀ ଡିଗ୍ରୀ କଲେଜ ପାଇଁ ୪୮ ନୂଆ ପଦବୀ ମଞ୍ଜୁର
- ବାତ୍ୟା ‘ଅକ୍ୱାନ’ ପାଇଁ ସମସ୍ତ ଧର୍ମପୀଠ ଓ ପର୍ଯ୍ୟଟନ ସ୍ଥଳୀ ପାଇଁ ଲୋକଙ୍କୁ ବାରଣ: ଦୁଇଦିନ ବନ୍ଦ ରହିବ ଶିମିଳିପାଳ
- ବାତ୍ୟା ମୁକାବିଲା ପାଇଁ ସରକାରଙ୍କ ବ୍ୟାପକ ପ୍ରସ୍ତୁତି, ବିଳମ୍ବିତ ରାତି ଯାଏ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
- ଉତ୍ତର ଓଡ଼ିଶାରେ ବାତ୍ୟା ମୁକାବିଲା ପ୍ରସ୍ତୁତି ସୁଦୃଢ଼ କରିଛି ଟିପିଏନ୍ଓଡିଏଲ୍; ଜନସାଧାରଣଙ୍କ ପାଇଁ ସୁରକ୍ଷା ପରାମର୍ଶ ଜାରି
- ଅକୱାନର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ: ଆଜି ଦିନ ୧୨ଟାରେ ଗୋପାଳପୁର ପାଖରେ ମାଡ଼ ହେବ ବାତ୍ୟା, ଦେଖାଇଲାଣି ପ୍ରକୋପ
- ବାତ୍ୟା ଅକୱାନର ମୁକାବିଲା ପାଇଁ ଟିପିସିଓଡିଏଲର ବ୍ୟାପକ ପ୍ରସ୍ତୁତି, ୨୪ ଘଣ୍ଟିଆ…
- ସେନା ଡ୍ରାଇଭରଙ୍କ ଚାଲାଣ କାଟି ହରଡ଼ଘଣାରେ ପରିବହନ ଅଧିକାରୀ: କାର୍ଯ୍ୟରୁ ନିବୃତ୍ତ କଲା ପ୍ରଶାସନ
- ବାତ୍ୟା ଅକୱାନ; ନଭେମ୍ବର ୨୦ରେ କଟକ, ବାଲେଶ୍ୱର ଓ କେନ୍ଦୁଝରରେ ସ୍କୁଲ ଛୁଟି ଘୋଷଣା
Comments are closed.