Latest Odisha News

BREAKING NEWS

Browsing Category

ସହର

City

ମହାନଦୀରେ ଗାଧୋଇବା ବେଳେ ନିଖୋଜ ତୃତୀୟ ନାବାଳକର ମୃତଦେହ ଉଦ୍ଧାର

କଟକ: ଜଗତପୁର ଥାନା ଯୋବ୍ରା ବ୍ୟାରେଜ୍ ନିକଟରେ ମହାନଦୀରେ ଗାଧୋଇବା ବେଳେ ନିଖୋଜ ଥିବା ତୃତୀୟ ନାବାଳକର ମୃତଦେହ ଗୁରୁଦ୍ୱାର ନିକଟରୁ ଉଦ୍ଧାର ହୋଇଛି। ଆଜି ସକାଳ ପ୍ରାୟ ୬ଟା ବେଳେ ତୃତୀୟ ନାବାଳକର ମୃତଦେହ ମିଳିଥିବା ଜଣାଯାଇଛି। ମୃତକ ହେଲେ ରାଜ୍ ଓରଫ ସିଦ୍ଦିକ୍ ଖାନ୍ (୧୭)। ଗତ ରବିବାର…

ଯୋଡାରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ,୧୪୪ ଧାରା ଜାରି କଲା ପୋଲିସ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଯୋଡାରେ ଗୋଷ୍ଠୀ ସଂଘର୍ଷ । ଜାରି ହେଲା ୧୪୪ ଧାରା । କେନ୍ଦୁଝର ଜିଲ୍ଲା ଯୋଡାରେ ହନୁମାନ ଝଣ୍ଡା ନେବା ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ । ଉତ୍ୟକ୍ତ ଲୋକଙ୍କୁ ଘଉଡାଇବା ପାଇଁ ନାକେଦମ ହେଲା ପୋଲିସ । ପୋଲିସ ଫାଙ୍କା ଗୁଳି ଚାଳନା କରିବା ସହ ସ୍ଥାନୀୟ…

ସିଲଭର ଏଜ୍ ଫାଉଣ୍ଡେସନ ଦ୍ୱାରା ଏଲ୍ଡର୍ସ ଫେଷ୍ଟ ଆୟୋଜନ : ପ୍ରତିଭା ପ୍ରଦର୍ଶନ କଲେ ବରିଷ୍ଠ ନାଗରିକ

ଭୁବନେଶ୍ୱର : ସିଲଭର ଏଜ୍ ଫାଉଣ୍ଡେସନ ଦ୍ୱାରା ଏଲ୍ଡର୍ସ ଫେଷ୍ଟ ଆୟୋଜନ କରାଯାଇଛି । ବରିଷ୍ଠ ନାଗରିକ ମାନଙ୍କ କଲ୍ୟାଣ ପାଇଁ ସ୍ୱତନ୍ତ୍ର ଭାବେ କାର୍ଯ୍ୟ କରୁଥିବା ରାଜ୍ୟର ଏକମାତ୍ର ସଙ୍ଗଠନ ସିଲଭର ଏଜ୍ ଫାଉଣ୍ଡେସନ ପକ୍ଷରୁ ଚତୁର୍ଥ ଏଲ୍ଡର୍ସ ଫେଷ୍ଟ ଭୁବନେଶ୍ୱର ମଦର୍ସ ପବ୍ଲିକ ସ୍କୁଲ…

ପୁରୀ ଶ୍ରୀଜଗନ୍ନାଥ ମେଡିକାଲ କଲେଜ ଲୋକାର୍ପିତ

ପୁରୀ:  ପୁରୀଠାରେ ଶ୍ରୀଜଗନ୍ନାଥ ମେଡିକାଲ କଲେଜ ଓ ହସପିଟାଲକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ଲାଲ ମାଣ୍ଡଭ୍ୟ ଭର୍ଚୁଆଲ ମୋଡରେ ଉପସ୍ଥିତ ଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ମେଡିକାଲ କଲେଜ ଉଦଘାଟନ…

ସୋଆ ପ୍ରଫେସର ମାନସ ରଞ୍ଜନ ଦାସଙ୍କ ଅକାଳ ବିୟୋଗ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରଫେସର ମାନସ ରଞ୍ଜନ ଦାସଙ୍କର ଅକାଳ ବିୟୋଗ ଘଟିଛି । ସୋଆ ପରିଚାଳିତ ଆଇଟିଇଆର ସିଭିଲ୍ ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ପ୍ରଫେସର ଦାସଙ୍କର ସୋମବାର ସକାଳେ ହୃଦଘାତ ଯୋଗୁଁ ମୃତ୍ୟୁ ଘଟିଛି।  ଗତ ସପ୍ତାହରେ ତାଙ୍କର ଏକ କାର୍ଡିଆକ୍ ସର୍ଜରୀ କରାଯିବା…

ଗୁଇନ୍ଦା ନିର୍ଦ୍ଦେଶକ ବଦଳାଇଲେ ଓଡ଼ିଶା ସରକାର

 ଭୁବନେଶ୍ୱର: ବଦଳିଲେ ଗୁଇନ୍ଦା ନିର୍ଦ୍ଦେଶକ ।  ଗୁଇନ୍ଦା ନିର୍ଦ୍ଦେଶକ ବଦଳାଇଛନ୍ତି ରାଜ୍ୟ ସରକାର । ବର୍ତ୍ତମାନ ଗୁଇନ୍ଦା ନିର୍ଦ୍ଦେଶକ ଥିବା ଲଳିତ ଦାସଙ୍କୁ ଗୃହ ବିଭାଗ ଓଏସଡି କରାଯାଇଛି । ଏଡିଜି ଆର.ପି.କୋଚେଙ୍କୁ ଗୁଇନ୍ଦା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି ।…

ବଦଳିଲେ ଗୁଇନ୍ଦା ନିର୍ଦ୍ଦେଶକ : ଏଡିଜି ଆର.ପି କୋଚେ ହେଲେ ଗୁଇନ୍ଦା ନିର୍ଦ୍ଦେଶକ, ଲଳିତ ଦାସଙ୍କୁ ଗୃହ ବିଭାଗ ଓଏସଡିକୁ…

ଭୁବନେଶ୍ୱର : ବଦଳିଲେ ଗୁଇନ୍ଦା ନିର୍ଦ୍ଦେଶକ । ଆର. ପି କୋଚେଙ୍କୁ ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ ଭାବରେ ଅତିରିକ୍ତ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର । ଗୁଇନ୍ଦା ନିର୍ଦ୍ଦେଶକଙ୍କୁ ବଦଳାଇଲେ ରାଜ୍ୟ ସରକାର । ପୂର୍ବରୁ ଗୁଇନ୍ଦା ନିର୍ଦ୍ଦେଶକ ଥିବା ଲଳିତ ଦାସଙ୍କୁ ବଦଳି କରାଯାଇଛିାଲଳିତ ଦାସ…

ହାଇସ୍କୁଲରେ ଛାତ୍ରୀ ଅସୁସ୍ଥ ହୋଇ ଚିକିତ୍ସତ ହେବା ଘଟଣା: ତଦନ୍ତ ନିର୍ଦ୍ଦେଶ ଦେଲେ ଗଣଶିକ୍ଷା ମନ୍ତ୍ରୀ

ବଲାଙ୍ଗିର: ସ୍କୁଲ୍‌ରେ ବିଳମ୍ବରେ ପହଞ୍ଚିବାରୁ ଛାତ୍ରୀଙ୍କୁ ଉଠ୍‌ବସ୍‌ କରାଇଲେ ଶିକ୍ଷକ। ଫଳରେ ୭ ଛାତ୍ରୀ ଅସୁସ୍ଥ ହୋଇ ମେଡିକାଲ୍‌ରେ ଭର୍ତ୍ତି ହୋଇଛନ୍ତି । ବଲାଙ୍ଗିର ପାଟଣାଗଡ ବାପୁଜି ହାଇସ୍କୁଲରୁ ଏଭଳି ଅଭିଯୋଗ ଆସିଛି । ଛାତ୍ରୀ ଅସୁସ୍ଥ ହୋଇ ଚିକିତ୍ସିତ ହେବା ଘଟଣାର ତଦନ୍ତ…

ଢେଙ୍କାନାଳର ପୌରାଧ୍ୟକ୍ଷଙ୍କ ଘରକୁ ବୋମାମାଡ ଘଟଣା: ୨ ଅଭିଯୁକ୍ତ ଗିରଫ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ନବ ନିର୍ବାଚିତ ପୌରାଧ୍ୟକ୍ଷଙ୍କ ଘରେ ବୋମା ମାଡ ଘଟଣାରେ ଗିରଫ ହେଲେ ଅଭିଯୁକ୍ତ । ଘଟଣାରେ ସଂପୃକ୍ତ ଥିବା ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଢେଙ୍କାନାଳ ଟାଉନ ଥାନା ପୋଲିସ । ଗଁଦିଆ ଆରଦା ଗାଁରୁ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ…

ଶ୍ରୀମନ୍ଦିର ଭିତରକାଠରେ ରକ୍ତଛିଟା , ମହାପ୍ରଭୁଙ୍କ ହେଲା ବଡମହାସ୍ନାନ ନୀତି

ପୁରୀ : ଶ୍ରୀମନ୍ଦିର ଭିତରକାଠ ନିକଟରେ ପଡିଲା ରକ୍ତଛିଟା । ମହାପ୍ରଭୁଙ୍କ ହେଲା ମହାସ୍ନାନ ନୀତି । ସୋମବାର ଶ୍ରୀମନ୍ଦିର ଭିତରକାଠ ନିଟକରେ ରକ୍ତଛିଟା ପଡିଥିବା ଦେଖିବାକୁ ମିଳିଥିଲା । କେହି ଜଣେ ସେବାୟତ ଝୁଣ୍ଟି ପଡିବାରୁ ରକ୍ତଛିଟା ପଡିଥିବା ସନ୍ଦେହ କରାଯାଉଛି ।ଏହା ପରେ ସମସ୍ତ…