Latest Odisha News

BREAKING NEWS

Browsing Category

ସହର

City

ମରିଚି କୁଣ୍ଡ ପାଣି: ୧ଲକ୍ଷ ୭୭ହଜାର ଟଙ୍କାରେ ନିଲାମ ହେଲା ୨ କଳସ

ଭୁବନେଶ୍ୱର : ସରିଛି ରୁକୁଣା ରଥ ପ୍ରତିଷ୍ଠା। ମହାଖଳାରେ ଠିଆ ହୋଇଥିବା ରଥରେନେତ ବନ୍ଧା ହେବା ସହିତ ମରୀଚି କୁଣ୍ଡର ଜଳରେ ପ୍ରତିଷ୍ଠା କରାଯାଇଛି। ଶନିବାର ବିଧି ଅନୁସାରେ ପୂଜାର୍ଚ୍ଚନା ହେବା ପରେ ରଥରେ ସଖି, ଘୋଡା ଯୋଚା ଯାଇଛି। ପବିତ୍ର ଅଶୋକାଷ୍ଟମୀରେ ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା…

ଆଜି ମହାପ୍ରଭୁ ଲିଙ୍ଗରାଜଙ୍କ ଗଡିବ ରୁକୁଣା ରଥ: ଅପରାହ୍ନ ୩ଟାରୁ ଆରମ୍ଭ ହେବ ରଥ ଟଣା

ଭୁବନେଶ୍ୱର : ଆଜି ମହାପ୍ରଭୁ ଲିଙ୍ଗରାଜଙ୍କ ଗଡିବ ରୁକୁଣା ରଥ । ଅପରାହ୍ଣ ସାଢ଼େ ୩ଟାରେ ରଥ ଟଣା ହେବ ବୋଲି ନୀତି ନିର୍ଘଣ୍ଟ କରାଯାଇଛି । ଭୋର୍‌ ୫ଟାରେ ଠାକୁରଙ୍କ ଆଳତି ଅବକାଶ ନୀତି ସମ୍ପନ୍ନ ହେବା ପରେ ସାଢ଼େ ୫ଟାରୁ ଘଣ୍ଟାଏ ପର୍ଯ୍ୟନ୍ତ ଠାକୁରଙ୍କ ସାହାଣ ମେଲା ହୋଇଛି । ଏହାପରେ ରୋଷହୋମ,…

ଗିରଫ ଭୟରେ ଶାଳୀଙ୍କୁ ସୁନା ଅଳଙ୍କାର ଦେଇଦେଇଥିଲେ କୋଟିପତି ଯନ୍ତ୍ରୀ

ଭୁବନେଶ୍ବର: ଗିରଫ ହୋଇ ଜେଲ୍ ଯାଇଥିବା ଭଞ୍ଜନଗରର କୋଟିପତି ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳଙ୍କ ଦ୍ୱିତୀୟ ପତ୍ନୀଙ୍କ ଭଉଣୀଙ୍କ ଘରୁ ଆଜି ସକାଳେ ୧.୪୧ କୋଟି ଟଙ୍କା ଠାବ କରିଛି ଭିଜିଲାନ୍ସ। ଭୁବନେଶ୍ୱର ସାଲିଆ ସାହିରେ ରହୁଥିବା ଦ୍ବିତୀୟ ପତ୍ନୀ କଳ୍ପନା ପ୍ରଧାନଙ୍କ ଭଉଣୀଙ୍କ ଏକ…

[ଦେଖନ୍ତୁ ଭିଡିଓ] ହୃଦୟକୁ ଛୁଇଁଲା ମାଆ ଗୁଣ୍ଡୁଚିର ଅନାବିଳ ପ୍ରେମ

ଭୁବନେଶ୍ୱର : ମାଆର ସ୍ନେହ ସବୁବେଳେ ତାର ପିଲାଙ୍କ ପାଇଁ ରହିଥାଏ। କେବଳ ମଣିଷ ନୁହେଁ ପଶୁ ହେଉ କି ପକ୍ଷୀ। ମାତୃତ୍ୱର ଅନାବିଳ ପ୍ରେମ ନିଜ ପିଲାମାନଙ୍କ ପାଇଁ ସବୁବେଳେ ରହିଆସିଛି। ଏମିତି ଏକ ହୃଦୟକୁ ଛୁଇଁଲାଭଳି ଭିଡ଼ିଓ ସାମନାକୁ ଆସିଛି । ଭୁବନେଶ୍ୱର ବାଳକାଟିର ବସନ୍ତପେଡି ଗାଁରେ ଏଭଳି…

ଭୁବନେଶ୍ୱର ନିଉ ଷ୍ଟେସନରେ ୪ଟି ଟ୍ରେନ୍ ପାଇଁ ଅତିରିକ୍ତ ରହଣି

ଭୁବନେଶ୍ବର: ଭୁବନେଶ୍ୱର ନିଉ ଷ୍ଟେସନରେ ୪ଟି ଟ୍ରେନ୍ ପାଇଁ ଅତିରିକ୍ତ ରହଣି  । ଯାତ୍ରୀମାନଙ୍କ ସୁବିଧା ପାଇଁ  ଭୁବନେଶ୍ୱର ନୂତନ ଷ୍ଟେସନରେ ପର୍ଯ୍ୟାୟକ୍ରମେ ଚାରି ଯୋଡ଼ା ଟ୍ରେନର ରହଣି କରିବାକୁ ନିଷ୍ପତ୍ତି ନିଆଯାଇଛି । ବର୍ତ୍ତମାନ ସ୍ୱତନ୍ତ୍ର ଟ୍ରେନ୍ ଭାବରେ ଚଳାଚଳ କରୁଥିବା ଦୁଇଟି…

ସଲିଡ୍ ଫୁଏଲ ଡକ୍ଟେଡ୍ ରାମଜେଟ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ବର: ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ(ଡିଆରଡିଓ) ପକ୍ଷରୁ ଆଜି ଚାନ୍ଦିପୁର ଆଇଟିଆର ରେଂଜରେ ସଲିଡ ଫୁଏଲ ଡକ୍ଟେଡ ରାମଜେଟ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ହୋଇଛି । ପୂର୍ବାହ୍ନରେ ଆକାଶମାର୍ଗରେ ଏହାର ଫ୍ଲାଇଟ୍ ଟେଷ୍ଟ କରାଯାଇଥିଲା । ଏହାର ବୁଷ୍ଟର ମୋଟର ଏବଂ ନୋଜଲ ଲେସ୍ ମୋଟର…

ଶପଥ ନେଲେ ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ

ବ୍ରହ୍ମପୁର : ଶପଥ ନେଲେ ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ । ବ୍ରହ୍ମପୁରର ନବ ନିର୍ବାଚିତ ମେୟର ଭାବେ ସଂଘମିତ୍ରା ଦଳେଇ ଶପଥ ପାଠ କରିଥିଲେ । ତା ସହ ଆଜି ୪୨ ଜଣ କର୍ପୋରେଟର ଶପଥ ନେଇଛନ୍ତି । ବ୍ରହ୍ମପୁରର ସର୍ବାଙ୍ଗୀନ ଉନ୍ନତି ପାଇଁ ପ୍ରୟାସ କରିବା ବୋଲି ସଂଘମିତ୍ରା  କହିଥିଲେ ।…

ଦିଲ୍ଲୀରେ ସାମ୍ବାଦିକଙ୍କ ବେଡ଼ି ମାମଲା: କେନ୍ଦ୍ର ଗୃହମନ୍ତ୍ରାଳୟକୁ ଚିଠି ଲେଖିଲା ଏଡିଟର୍ସ ଗିଲ୍ଡ ଅଫ୍ ଇଣ୍ଡିଆ

ଦିଲ୍ଲୀ : ଦିଲ୍ଲୀରେ ପହଞ୍ଚିଲାଣି ନୀଳଗିରିରେ ସାମ୍ବାଦିକଙ୍କ ଗୋଡରେ ବେଡ଼ି ପକାଯିବା ମାମଲା । ଏଡିଟର୍ସ ଗିଲ୍ଡ ଅଫ୍ ଇଣ୍ଡିଆ ଏହି ଘଟଣା ନେଇ ଗଭୀର ଉଦବେଗ୍ ପ୍ରକାଶ କରିବା ସହ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ଚିଠି ଲେଖିଛି । ସାମ୍ବାଦିକଙ୍କ ଉପରେ ହୋଇଥିବା ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ କଡା…

ସାମ୍ବାଦିକଙ୍କ ଗୋଡରେ ବେଡି ପକାଇବା ଘଟଣା : ପୂର୍ବାଞ୍ଚଳ IGଙ୍କୁ ରିପୋର୍ଟ ମାଗିଲେ OHRC

ଭୁବନେଶ୍ୱର: ସାମ୍ବାଦିକଙ୍କ ଗୋଡରେ ବେଡି ପକାଇବା ଘଟଣା । ନିଜ ଆଡୁ ମାମଲାରେ ରାଜ୍ୟ ମାନବାଧିକାର କମିଶନ ହସ୍ତକ୍ଷେପ କରିଛନ୍ତି । ସାମ୍ବାଦିକଙ୍କ ଗୋଡରେ ହ୍ୟାଣ୍ଡକପ୍ ପକାଇବା ମାନବାଧିକାରର ଉଲ୍ଲଂଘନ । ପୂର୍ବାଞ୍ଚଳ ଆଇଜିଙ୍କୁ ମାନବାଧିକାର କମିଶନ ରିପୋର୍ଟ ତଲବ କରିଛନ୍ତି । ୧୫ଦିନ ମଧ୍ୟରେ…

[ଦେଖନ୍ତୁ ଭିଡିଓ] ଲେମ୍ବୁ ବଜାର ଦରରେ ଲାଗିଛି ନିଆଁ

ଭୁବନେଶ୍ୱର : ଗ୍ରୀଷ୍ମକାଳରେ ଲେମ୍ବୁ ବଜାର ଦରରେ ଲାଗିଛି ନିଆଁ । ସେଓ, ଆମ୍ବ ଠାରୁ ଅଧିକ ଟଙ୍କାରେ ବିକ୍ରି ହେଉଛି ଲେମ୍ବୁ। କିଲୋ ପ୍ରତି ୨୫୦ରୁ ୩୦୦ ଟଙ୍କାରେ ବିକ୍ରି ହେଉଛି ଲେମ୍ବୁ । ବହୁ ସ୍ଥାନରେ ୧୦ଟଙ୍କାରେ ମିଳୁଛି ଗୋଟିଏ ଲେମ୍ବୁ । ନାଗପୁରରେ ୧୦୦ଟା ଲେମ୍ବୁକୁ ୫୦୦ରୁ ୧ହଜାର…