Latest Odisha News

BREAKING NEWS

Browsing Category

ସହର

City

ଭଦ୍ରକରେ ବଢୁଛି ବିଜେଡିର ବଳ ,ସ୍ୱାଧୀନ କାଉନସିଲର ବିଜେଡିରେ ମିଶିଲେ

ଭଦ୍ରକ : ଭଦ୍ରକରେ ବଢୁଛି ବିଜେଡିର ବଳ । ଭଦ୍ରକ ପୌର ପାଳିକାରେ ସ୍ୱାଧିନ କାଉନସିଲର ବିଜେଡିରେ ମିଶିଲେ । ରାତି ପାହିଲେ ଭଦ୍ରକ ପୌର ପାଳିକାରେ ଉପାଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହେବ । ସ୍ୱାଧିନ ଭାବେ ନିର୍ବାଚନରେ ଏକ ନମ୍ବର ୱାର୍ଡରୁ ବିଜୟ ଲାଭ କରିଥିବା ଜୟନ୍ତି ପୃଷ୍ଟି ଆଜି ବିଦ୍ଧି ବଦ୍ଧ…

ରଜ କୁଇନ୍‌-୨୦୨୨: ଚାଲିଛି ଅଡିସନ୍‌, ପ୍ରସାରଣ ଖୁବଶୀଘ୍ର

ଭୁବନେଶ୍ୱର: ପ୍ରତିଭା ପ୍ରଦର୍ଶନର ଅନ୍ୟତମ ପ୍ଲାଟଫର୍ମ ତଥା ରିୟାଲିଟି ସୋ’ ରଜ କୁଇନ୍ । ଚଳିତବର୍ଷ ନୂଆ ସିଜିନ୍ ନେଇ ଆସୁଥିବା ଏହି ସୋରେ ଏଥର ନିଶ୍ଚିତ ଭାବେ କିଛି ହଟ୍‌କେ ଦେଖିବାକୁ ମିଳିବ । ତେବେ ୨୦୨୨ ସିଜିନ୍ ପାଇଁ ଚଳିତମାସ ୩ ତାରିଖରୁ ଓଡିଶାର ଭିନ୍ନଭିନ୍ନ ସ୍ଥାନରେ ଅଡିସନ୍ ଆରମ୍ଭ…

ନିର୍ମାଣ ହେବ କସମୋପୋଲିସ ଛକରେ ଫ୍ଲାଏ ଓଭର, ସତସଙ୍ଗ ବିହାର ଓ କ୍ରାଉନ ହୋଟେଲ ନିକଟରେ ଫୁଟ ଓଭରବ୍ରିଜ

ଭୁବନେଶ୍ୱର : ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନିତିନ ଗଡକରୀଙ୍କୁ ଭେଟିଥିଲେ । ଭୁବନେଶ୍ୱର ବିଭିନ୍ନ ସ୍ଥାନରେ ପ୍ଳାଏ ଓଭର ବ୍ରିଜ ନିର୍ମାଣ ନେଇ ସାଂସଦ ଅପରାଜିତା କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଥିଲେ ।ଉନ୍ନୟନ ମୂଳକ ପ୍ରକଳ୍ପ ଅନୁମୋଦନ କରିଛନ୍ତି…

ଲାଞ୍ଚ ନେବା ମହଙ୍ଗା ପଡିଲା : ଭିଜିଲାନ୍ସ ଜାଲରେ ବରିଷ୍ଠ ସହକାରୀ କିରାଣୀ

ଢେଙ୍କାନାଳ : ଲାଞ୍ଚ ନେବା ମହଙ୍ଗା ପଡିଲା । ଭିଜିଲାନ୍ସ ଜାଲରେ ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ବରିଷ୍ଠ ସହକାରୀ କିରାଣୀ ବିଧୁପ୍ରସାଦ ବେହେରା । ମେଡ଼ିକାଲ ବିଲ କରେଇ ଦେବା ପାଇଁ ଜଣେ ଶିକ୍ଷୟିତ୍ରୀଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ…

ଆସନ୍ତାକାଲି କଟକରେ ଡେପୁଟି ମେୟର ନିର୍ବାଚନ ହେବ

 କଟକ : ଆସନ୍ତାକାଲି କଟକ ଡେପୁଟି ମେୟର ନିର୍ବାଚନ ହେବ । ଏନେଇ ପ୍ରେମ ମିଟ କରି ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନ । ଗୁରୁବାର ୧୦ ଟାରୁ ୧୧ଟା ମଧ୍ୟରେ ପୌର ଉପାଧ୍ୟକ୍ଷ ପଦବୀ ଲାଗି ନାମାଙ୍କନ ଦାଖଲ ହେବ । ଦିନ ୧୧ ଟାରୁ ୧୨ ଟା ମଧ୍ୟରେ ପୌର ଉପାଧ୍ୟକ୍ଷ ପଦବୀ ଲାଗି ନାମାଙ୍କନ ପତ୍ର…

ଧାମନଗର ଏନଏସିରେ ବିଜେଡିର ବାଜିମାତ୍

ଭଦ୍ରକ : ଭଦ୍ରକ ଧାମନଗର ଏନଏସି ବିଜେଡିର ବିଜୟ । ଧାମ ନଗରରେ ବିଜୟ ଟିକା ପିନ୍ଧିଲେ ଅଧ୍ୟକ୍ଷା ପ୍ରାର୍ଥୀ ନିବେଦିତା ଜେନା । ଧାମନଗରରେ ୧୧ ଟି ୱାର୍ଡରୁ ବିଜେଡି ୯ ଟି ୱାର୍ଡରେ ବିଜୟ ଲାଭ କରିଛି । ଧାମନଗରରେ ବିଜେପି ମାତ୍ର ଦୁଇଟି ସିଟ ହାତେଇ ମନ ବୁଝେଇଥିଲା ।ଆଜି ଧାମନଗରରେ ବିଜେଡି…

ଜାଲ ସାର୍ଟିଫିକେଟରେ ବିଜେବି କଲେଜରେ ଆଡମିଶନ ଘଟଣା: ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ମନ୍ତ୍ରୀ ଅରୁଣ ସାହୁ

ଭୁବନେଶ୍ୱ: ବିଜେବି କଲେଜରେ ଜାଲ ସାର୍ଟିଫିକେଟ ଦେଇ ଆଡମିଶନ ଘଟଣା । ଏହି ଘଟଣାକୁ ପ୍ରତିକ୍ରିୟା ରଖିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ।ଜାଲ ସାର୍ଟିଫିକେଟ ଯଦି କେହି ଦେଇଛନ୍ତି ସେମାନେ ଆଇନ ଅନୁଯାୟୀ ଦଣ୍ଡିତ ହେବେ । ତେଣୁ ବିଜେବି କଲେଜ ଘଟଣାରେ ଆଇନ ଅନୁସାରେ ପଦକ୍ଷେପ ନିଆଯାଉଛି…

ବିଜେଡିରେ ମିଶିଲେ ଭୁବନେଶ୍ୱର ୯ ନମ୍ବର ୱାର୍ଡର ସ୍ୱାଧିନ କର୍ପୋରେଟର ସୁଷମା ସାହୁ

ଭୁବନେଶ୍ୱର : ବିଜେଡିରେ ମିଶିଲେ ସ୍ୱାଧିନ କର୍ପୋରେଟର । ଭୁବନେଶ୍ୱର ୯ ନମ୍ବର ୱାର୍ଡର ସ୍ୱାଧିନ କର୍ପୋରେଟର ସୁଷମା ସାହୁ ବିଜେଡିରେ ମିଶିଛନ୍ତି । ବଜେଡି ସାଙ୍ଗଠନକି ସମ୍ପାଦାକ ପ୍ରଣବ ପ୍ରକାଶ ଦାସ ଓ ଉତ୍ତର ଭୁବନେଶ୍ୱର ବିଧାୟକ ସୁଶାନ୍ତ ରାଉନ୍ତଙ୍କ ଉପସ୍ଥିତିରେ ସୁଷମା ସାହୁ ବିଧିବଦ୍ଧ…

ରାଜ୍ୟ ବିଜେପି କାର୍ଯ୍ୟାଳୟରେ ୪୨ତମ ପ୍ରତିଷ୍ଠା ଦିବସ ପାଳିତ

ଭୁବନେଶ୍ୱର: ଆଜି ବିଜେପିର ପ୍ରତିଷ୍ଠା ଦିବସ । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଦଳର ୪୨ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପତାକା ଉତ୍ତୋଳନ କରାଯାଇଛି । ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ପତାକା ଉତ୍ତୋଳନ କରିଛନ୍ତି । ଏହି ସମୟରେ ଦଳୀୟ ନେତା ଓ…

ଯନ୍ତ୍ରୀଙ୍କ ଘରେ ପଶିଲା ଭିଜିଲାନ୍ସ, ୬ଟି ସ୍ଥାନରେ ଚାଲିଛି ରେଡ

ଭଞ୍ଜନଗର: ପୁଣି ଜଣେ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାଜ୍ୟର ଆଉ ଜଣେ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍ କରୁଛି । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଏମ୍ଆଇ ଡିଭିଜନର ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳଙ୍କ ଘର ସମେତ ୬ଟି ସ୍ଥାନରେ ରେଡ୍…