Latest Odisha News

BREAKING NEWS

Browsing Category

ସହର

City

ଆଗାମୀ ୨୪ଘଣ୍ଟା ମଧ୍ୟରେ କିଛି ଜିଲ୍ଲାକୁ ବର୍ଷା ସମ୍ଭାବନା

ଭୁବନେଶ୍ୱର : ଆଗାମୀ ୨୪ ଘଣ୍ଟା ମଧ୍ୟରେ କିଛି ଜିଲ୍ଲାକୁ ବର୍ଷା ସମ୍ଭାବନା ରହିଛି । ସନ୍ଧ୍ୟା ୬ଟା ଭିତରେ  କିଛି ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ପାଣିପାଗ ବିଭାଗ ସୂଚନା ଅନୁସାରେ ଭୁବନେଶ୍ୱର, ପୁରୀ, ଜଗତସିଂହପୁର ,…

ଭାରସାମ୍ୟ ହରାଇ ବ୍ରିଜତଳେ ପଡ଼ିଲେ ବାଇକ୍ ଆରୋହୀ

ଭୁବନେଶ୍ୱର: ଜୟଦେବ ବିହାର ଓଭରବ୍ରିଜରେ ମର୍ମନ୍ତୁଦ ଦୁର୍ଘଟଣା । ପୋଲ ତଳକୁ ଖସିପଡ଼ିଲେ ଯୁବକ । ଆଜି ସକାଳେ ଜୟଦେବ ବିହାର ସ୍ଥିତ ଓଭରବ୍ରିଜ ଉପରୁ ଜଣେ ଜଣେ ବାଇକ୍ ଆରୋହୀ ଖସି ପଡ଼ି ଗୁରୁତର ହୋଇଛନ୍ତି । ବ୍ରିଜ ତଳେ ଥିବା ସ୍ଥାନୀୟ ଲୋକ ଯୁବକଙ୍କୁ ଉଦ୍ଧାର କରି ହସ୍ପିଟାଲକୁ ପଠାଇଥିଲେ ।…

ଭିଜିଲାନ୍ସ ଜାଲରେ ଟ୍ୟାକ୍ସ କଲେକ୍ଟର ,୨୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡିଲେ

ବରଗଡ : ଭିଜିଲାନ୍ସ ଜାଲରେ ଟ୍ୟାକ୍ସ କଲେକ୍ଟର । ବରଗଡ ଜିଲ୍ଲା ପଦ୍ମପୁର ଏନ. ଏ.ସିର କାର୍ଯ୍ୟରତ ଟ୍ୟାକ୍ସ କେଲକ୍ଟର ଦିନବନ୍ଧୁ ପଣ୍ଡା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଦିନବନ୍ଧୁ ପଣ୍ଡା ଜଣେ ବ୍ୟକ୍ତିଙ୍କ ଠାରୁ ୨୫ ହଜାର ଟଙ୍କା ଲାଞ୍ଚ ନେବେବେଳେ ଭିଜିଲାନ୍ସ ତାଙ୍କୁ…

ଯାଜପୁରରେ ନିର୍ବାଚନ ସମୟରେ ବାଲାଟ ପେପର ଦୁର୍ବୁତ୍ତ ନେବା ଘଟଣା : ୨ ଅଭିଯୁକ୍ତ ଗିରଫ

ଯାଜପୁର : ଯାଜପୁରରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଗଣ୍ଡଗୋଳ ଘଟଣା । ଏହି ଘଟଣାରେ ଯାଜପୁର ସଦର ପୋଲିସ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ।ଗିରଫ ହୋଇଥିବା ଦୁଇ ଜଣ ଅଭିଯୁକ୍ତ ହେଲେ କରୁଣାକର ଆଚାର୍ଯ୍ୟ ଓ ମଣିନାଥ ସାହୁ । ସୂଚନା ଅନୁସାରେ ଗତକାଲି ରୁଦ୍ରପୁର ଗ୍ରାମରେ ୫ ନମ୍ବର ବୁଥ…

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମୟୂରଭଞ୍ଜରେ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ

ମୟୂରଭଞ୍ଜ : ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ପ୍ରସ୍ତୁତି । ରାତି ପାହିଲେ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ମତଦାନ ହେବ ।ଏଥିପାଇଁ ମୟୂରଭଞ୍ଜ ଜିଲ୍ଲାରେ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ । ମୟୂରଭଞ୍ଜ ଜିଲ୍ଲାରେ ୧୨୭୯ ବୁଥରେ ହେବ ମତଦାନ । କିଭଳି ଭାବରେ ସମସ୍ତ ବୁଥ ଗୁଡିକରେ…

ରାଜ୍ୟରେ କରୋନା କଟକଣା କୋହଳ ହୋଇପାରେ : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ରାଜ୍ୟରେ କରୋନା ସ୍ଥିତି ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ରାଜ୍ୟରେ କରୋନା କଟକଣା କୋହଳ କରିବା ପାଇଁ କେନ୍ଦ୍ର ସରକାର ରାଜ୍ୟ ମାନଙ୍କୁ ଚିଠି ଲେଖିଛନ୍ତି । କେନ୍ଦ୍ରରୁ ଯେଉଁ ଚିଠି ଆସିଛି ତା ଉପରେ ଭାବିଚିନ୍ତି ନିଷ୍ପତି ନିଆଯିବ ବୋଲି…

ରାଜଧାନୀରେ ଲୁଟେରା ରାଜ: ମହିଳାଙ୍କୁ ଆକ୍ରମଣ କରି ଝାମ୍ପି ନେଲେ ସୁନା ଚେନ୍

ଭୁବନେଶ୍ୱର: ରାଜଧାନୀରେ ଲୁଟେରାଙ୍କ ଆତଙ୍କରାଜ । ବାଟଘାଟରୁ ଲୁଟ୍ । ସୈନିକ ସ୍କୁଲ-ଭିଏସଏସ ନଗର ରାସ୍ତାରେ ମହିଳାଙ୍କ ବେକରୁ ଲୁଟି ନେଲେ ସୁନା ଚେନ୍ । ଆଜି ସକାଳୁ ସକାଳୁ ମନ୍ଦିରରୁ ଫେରିବା ବେଳେ ମହିଳାଙ୍କୁ ମାଡ଼ ମାରି ତାଙ୍କ ବେକୁ ସୁନା ଚେନ୍ ଝାମ୍ପି ନେଇଛନ୍ତି ଲୁଟେରା । ସକାଳ ସାଢେ…

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ କୋଟିପତି ଡାକ୍ତର

ଭୁବନେଶ୍ୱର: ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଲେ କୋଟିପତି ଡାକ୍ତର । ଡାକ୍ତରଙ୍କ ନାଁ ହେଉଛି ସୁକାନ୍ତ ଜେନା । ଡାକ୍ତର ଜଣକ କଣାସ ଚାରିଛକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଭାବେ କାର୍ଯ୍ୟକରୁଥିଲେ । ସେ ଅପରେସନ ପାଇଁ ରୋଗୀଙ୍କ ଠାରୁ ୮…

ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହିଂସାରେ ସରିଲା : ପିସିସି ସଭାପତି

ଭୁବନେଶ୍ୱର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଭୋଟ ଗ୍ରହଣକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହିଂସାରେ ସରିଲା ବୋଲି ନିରଞ୍ଜନ ପଟ୍ଟନାୟକ କହିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ହସ୍ତଗତ ହୋଇଥିବା ତଥ୍ୟ…

କିଟ୍ ବିଶ୍ୱବିଦ୍ୟାଳୟର ୧୮ତମ ପ୍ରତିଷ୍ଠା ଦିବସ ପାଳିତ

ଭୁବନେଶ୍ୱର : କିଟ୍ ବିଶ୍ୱବିଦ୍ୟାଳୟର ୧୮ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ବୁଧବାର କିଟ୍ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ଦିବସରେ ବକ୍ତୃତା ପ୍ରଦାନ କରି ଶ୍ରୀ ପାରାଜୁଲି କହିଲେ ବିଗତ ୫୦ ବର୍ଷ ମଧ୍ୟରେ ଖାଦ୍ୟ ସୁରକ୍ଷା ଦିଗରେ ଭାରତ ଉଲ୍ଲେଖନୀୟ ଅଗ୍ରଗତି କରିଛି । ଦିନେ ଖାଦ୍ୟ ପାଇଁ…