Latest Odisha News
Browsing Category

ସହର

City

ନିର୍ବାଚନୀ ମଇଦାନରେ କଡ଼ା ଟକ୍କର: ପୁରୁଖା ନେତାଙ୍କୁ ପ୍ରାଧାନ୍ୟ

ଜଗତସିଂହପୁର: ଚଳିତ ପଞ୍ଚାୟତ ନିର୍ବାଚନରେ କେଉଁ ଦଳ ତଥା କେଉଁ ପ୍ରାର୍ଥୀ ବାଜିମାତ କରିବେ ତାହାକୁ ନେଇ ଏବେ ଜୋର ଚର୍ଚ୍ଚା ।  ଜଗତସିଂହପୁର ଜିଲ୍ଲା ୪ - ନମ୍ୱର ଜୋନର ବଳରାମପୁର ଏବଂ ଅଳସୁଧା ପଞ୍ଚାୟତରେ ଚାଲିଛି କଡ୍ଡା ଟକ୍କର । ତେବେ ଚଳିତ ନିର୍ବାଚନରେ ସାଧାରଣ ଭୋଟର ମାନେ ନୂଆ ମୁଁହକୁ…

[ଭିଡିଓ] ନିମାପଡାରେ ଗଣଶିକ୍ଷା ମନ୍ତ୍ରୀଙ୍କୁ ଘେରିଲେ ଗାଁ ଲୋକ

ନିମାପଡା : ପୁଣି ହଟ୍ଟହଟ୍ଟା ହେଲେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ମନ୍ତ୍ରୀ ଘାଇଲା ହେଇଗଲେ ଲୋକମାନଙ୍କ ପ୍ରଶ୍ନ ବାଣରେ । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ନିମାପଡା ନିର୍ବାଚନ ମଣ୍ଡଳୀର ଏକ ଗାଁ ଭିତରେ । ଦେଇଥିବା ପ୍ରତିଶ୍ରୁତି ସବୁ କୁଆଡେ ଗଲା ବୋଲି ଭୋଟର ମାନେ ପ୍ରଶ୍ନ…

ନିର୍ବାଚନରେ ଦୁର୍ନୀତି ରୋକିବାକୁ ଭୋଟରଙ୍କୁ ଚିତ୍ରକଳାରେ ସଚେତନତା

ମୟୁରଭଞ୍ଜ: ଆଗକୁ ପଞ୍ଚାୟତ ନିର୍ବାଚନ। ମଇଦାନରେ ଚାଲିଛି ଜୋରଦାର ପ୍ରଚାର ପ୍ରସାର । ଭୋଟ୍ ହାତେଇବାକୁ ବିଭିନ୍ନ ଉପାୟରେ ନିଜ ପ୍ରୟାସ ଜାରି ରଖିଛନ୍ତି ଆଶାୟୀ ପ୍ରାର୍ଥୀ ମାନେ । ତେବେ ଏହା ଭିତରେ କିଛି ପ୍ରାର୍ଥୀ ଭୋଟ୍ ପାଇଁ ଲାଞ୍ଚ କାରବାର ଆରମ୍ଭ କରିଦେଇଥିବା ବେଳେ ଆଉ କିଛି ଭୁଲ ପଦ୍ଧତି…

ମମିତା ହତ୍ୟାକାଣ୍ଡ ମାମଲା: ଗୋବିନ୍ଦ ସାହୁ ଓ ଡ୍ରାଇଭରର ନାଁରେ ଚାର୍ଜସିଟ୍ ଦାଖଲ କଲା ବଲାଙ୍ଗିର ପୋଲିସ

ବଲାଙ୍ଗିର: ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡ ଘଟଣା । ଏହି ମାମଲାରେ ବଲାଙ୍ଗିର ପୋଲିସ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ଡ୍ରାଇଭରଙ୍କ ନାଁରେ ଚାର୍ଜସିଟ୍ ଦାଖଲ କରିଛି । ବଙ୍ଗୋମୁଣ୍ଡା ଜେଏମଏଫସି କୋର୍ଟରେ ଦାଖଲ କରାଯାଇଛି ଚାର୍ଜସିଟ୍ । ସୂଚନା ଥାଉକି, ଆସନ୍ତା ୧୫ରେ…

ରାଜ୍ୟବାସୀଙ୍କ ପାଇଁ ଖୁସି ଖବର, ଆଜି କରୋନାରୁ ସୁସ୍ଥ ହେଲେ ୨୪୮୩ ଜଣ

ଭୁବନେଶ୍ୱର: ରାଜ୍ୟବାସୀଙ୍କ ପାଇଁ ଖୁସି ଖବର । ରାଜ୍ୟରେ ଆଜି ଆକ୍ରାନ୍ତଙ୍କ ତୁଳନାରେ ସୁସ୍ଥଙ୍କ ସଂଖ୍ୟା ବଢିଛି । ରାଜ୍ୟରେ ଆଜି ୨ ହଜାର ୪ଶହ ୮୩ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଳାରୁ ସର୍ବାଧିକ ୪୯୬ ଥିବା ବେଳେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ସୁସ୍ଥ ହୋଇଛନ୍ତି ୧୨ ଲକ୍ଷ…

କାର୍ଯ୍ୟରେ ନିରପେକ୍ଷତା ଓ ସ୍ୱଚ୍ଛତାକୁ ଗୁରୁତ୍ୱ ଦେଉଛି ‘ମୋ ସ୍କୁଲ୍’: ସୁସ୍ମିତା ବାଗଚୀ

ଭୁବନେଶ୍ୱର: ଆଜି ଭର୍ଚୁଆଲ୍ ମୋଡରେ ‘ମୋ ସ୍କୁଲ ଅଭିଯାନ’ର ୯ମ ପରିଚାଳନା ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ‘ମୋ ସ୍କୁଲ’ ର ଅଧ୍ୟକ୍ଷା ସୁସ୍ମିତା ବାଗଚୀ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ । ‘ମୋ ସ୍କୁଲ’ ର ଅଧ୍ୟକ୍ଷା…

ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ ପ୍ରସଙ୍ଗ : ପ୍ରମିଳା ମଲ୍ଲିକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି

ଯାଜପୁର : ଭୋଟ ଦେବା ପାଇଁ ପ୍ରଲୋଭିତ କରିବା ବିଧାୟିକା ପ୍ରମିଳା ମଲ୍ଲିକଙ୍କୁ ପଡିଲା ମହଙ୍ଗା ।ଏହି ଘଟଣାକୁ ନେଇ ବିଂଝାରପୁର ବିଧାୟିକା ତଥା ଶାସକ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କୁ ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ ପ୍ରସଙ୍ଗରେ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି ।।ରାଜ୍ୟ ନିର୍ବାଚନ…

ଡିଜିଟାଲ ଇଣ୍ଡିଆ କର୍ପୋରେସନର ଚିଫ୍ ଟେକ୍ନିକାଲ ଅଫିସର ହେଲେ ଓଡିଆ ପୁଅ ଦେବବ୍ରତ ନାୟକ

ଭୁବନେଶ୍ୱର : ଓଡିଆ ପୁଅ ଦେବବ୍ରତ ନାୟକ ହେଲେ ଡିଜିଟାଲ ଇଣ୍ଡିଆ କର୍ପୋରେସନର ମୁଖ୍ୟ ଟେକ୍ନିକାଲ ଅଧିକାରୀ ଭାବେ ନିଯୁକ୍ତି କରାଯାଇଛି । ଶ୍ରୀ ନାୟକ ଡିଜିଟାଲ ଇଣ୍ଡିଆର ମୁଖ୍ୟ ଭାବେ ଯୋଗଦେବା ପୂର୍ବରୁ ସେ ନ୍ୟାସନାଲ ଇନଫୋରମେଟିକ୍ ସେଣ୍ଟର ଏନଆଇସିରୁ ସ୍ୱେଚ୍ଛାକୃ ଭାବେ ସେ ଭଲେଟାରୀ…

ଭିଜିଲାନ୍ସ ଜାଲରେ ଦୁଇ ସରକାରୀ ଅଧିକାରୀ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଦୁଇ ସରକାରୀ ଅଧିକାରୀ । ଲାଞ୍ଚ ନେବା ସମୟରେ ମାଡ଼ିବସିଥିଲା ଭିଜିଲାନ୍ସ । ଦୁଇ ଜଣଙ୍କ ନିକଟରୁ ଲାଞ୍ଚ ଟଙ୍କା ଜବତ କରାଯାଇଛି ।ସୂଚନା ଅନୁସାରେ, ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ ବିଇଓ ବ୍ରଜକୁମାର ନାୟକ ଜଣେ ଶିକ୍ଷକଙ୍କ ଏରିଅର ବିଲ୍ କରିବାକୁ ଟଙ୍କା ନେଉଥିବା…

ବିଧାନ ପରିଷଦ ଗଠନ ପ୍ରସଙ୍ଗ, କେନ୍ଦ୍ରମନ୍ତ୍ରୀଙ୍କ ଉତ୍ତର ଆଶ୍ଚର୍ଯ୍ୟ ଚକିତ କରିଛି : ବାଚସ୍ପତି

ଭୁବନେଶ୍ୱର: ସଂସଦରେ ବିଧାନ ପରିଷଦ ସଙ୍କଳ୍ପ ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ସେ କହିଛନ୍ତି ବିଧାନସଭାରେ ସଙ୍କଳ୍ପ ପାରିତ ହେବା ପରେ ୨୦୧୮ ସେପ୍ଟେମ୍ବର ୧୮ ତାରିଖରେ ପ୍ରସ୍ତାବକୁ କେନ୍ଦ୍ର ନିକଟକୁ ପଠାଯାଇଥିଲା ।ରାଜ୍ୟସଭା ଓ ଲୋକସଭା ସଚ୍ଚିବଙ୍କୁ…