Latest Odisha News

BREAKING NEWS

Browsing Category

ସହର

City

ଓଡ଼ିଶା ଆସିବେ ରାଷ୍ଟ୍ରପତି !

ଭୁବନେଶ୍ୱର: ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ପୁରୀର ଏକ କାର୍ଯ୍ୟକ୍ରମରେ ସେ ଯୋଗ ଦେବେ । ଶ୍ରୀଚୈତନ୍ୟ ଗୌଡ଼ିୟ ମଠର ପ୍ରଭୁପାଦ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଗୋସ୍ୱାମୀଙ୍କ ୧୫୦ ତମ ଜନ୍ମୋତ୍ସବରେ ଯୋଗଦେବେ ରାଷ୍ଟ୍ରପତି । ଶରଧା ବାଲି କାର୍ୟ୍ୟକ୍ରମରେ ଯୋଗଦେବେ…

ପୁରୀ ସ୍ୱର୍ଗଦ୍ୱାରରେ ପଣ୍ଡିତ ଦାମୋଦର ହୋତାଙ୍କ ଶେଷକୃତ୍ୟ ସମ୍ପନ୍ନ

ପୁରୀ : ପଣ୍ଡିତ ଦାମୋଦର ହୋତାଙ୍କର ପୁରୀ ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ସ୍ୱର୍ଗତ ହୋତାଙ୍କୁ ଜିଲ୍ଲା  ଓ ପୋଲିସ ପ୍ରଶାସନ ପକ୍ଷରୁ ଗାର୍ଡ ଅଫ୍ ଅନର ସହ ଭକ୍ତିପୁତ ଶ୍ରଦ୍ଧାଞ୍ଚଳି ଅର୍ପଣ କରାଯାଇଥିଲା । ସ୍ୱର୍ଗତ ହୋତାଙ୍କ ଜ୍ୟେଷ୍ଠ ପୁତ୍ର ଶ୍ରୀ ଶିବାଶିଷ ହୋତା ମୁଖାଗ୍ନି…

ପୁରୀ ଆସିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ଭୁବନେଶ୍ୱର : ପୁରୀ ଆସିବେ ରାମନାଥ କୋବିନ୍ଦ । ଆସନ୍ତା ୨୦ ତାରିଖରେ ପୁରୀ ଆସିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ହେଲେ ସରକାରୀ ଭାବରେ କୌଣସି ସ୍ପଷ୍ଟସୂଚନା ମିଳିନାହିଁ । ଚୈତନ୍ୟ ଗୌଡୟୀ ମଠ ବା ବୈଷ୍ଣବ ଗୈଡୀୟ ମଠର କାର୍ଯ୍ୟକ୍ରମ ସରଧା ବାଲିରେ ଅନୁଷ୍ଠିତ ହେବ ।ଏହି ଭବ୍ୟ…

[ଦେଖନ୍ତୁ ଭିଡିଓ] ମଇଦାନରେ ହେଭିୱେଟ୍, ଜୋରଦାର ପ୍ରଚାର ପ୍ରସାର

ଜଗତସିଂହପୁର: ପଞ୍ଚାୟତ ନିର୍ବାଚନ ନେଇ ଜୋରଦାର ଚାଲିଛି ପ୍ରଚାର । ମଇଦାନରେ ଦଳ ଦଳ ମଧ୍ୟରେ ଟକ୍କର । ତେବେ ବାଜି ମାରିବ କିଏ? ତାକୁ ନେଇ ଚାଲିଛି ଛକା ପଞ୍ଝା । ଜିଲ୍ଲା ନାଉଗାଁ ବ୍ଲକର ଜିଲ୍ଲାପରିଷଦ ୧ ନମ୍ବର ଜୋନରେ ପ୍ରଚାର ପ୍ରସାର ଜୋରଦାର ହେଉଥିବାର ଦେଖାଦେଉଛି । ଚଳିତ ନିର୍ବାଚନରେ…

୧୨ରୁ ଲିଙ୍ଗରାଜ ମନ୍ଦିର ସହ ଖୋଲିବ ଅନ୍ୟ ସମସ୍ତ ଧର୍ମାନୁଷ୍ଠାନ

ଭୁବନେଶ୍ୱର : ଏଣିକି ସମସ୍ତ ମନ୍ଦିର ଖୋଲିବ । ଶ୍ରଦ୍ଧାଳୁମାନେ ଭଗବାନଙ୍କୁ ଦର୍ଶନ କରିବାର ସୁଯୋଗ ପାଇପାରିବେ । ରାଜ୍ୟରେ କରୋନା ମହାମାରୀର ତୃତୟୀ ଲହର ହ୍ରାସ ପାଇବା ପରେ ଭୁବନେଶ୍ୱରେ ଆସନ୍ତା ୧୨ ତାରିଖରୁ ପ୍ରଭୁ ଲିଙ୍ଗରାଜଙ୍କ ସମେତ ଅନ୍ୟ ସମସ୍ତ ଧର୍ମାନୁଷ୍ଠାନ ଗୁଡିକ ଖୋଲିବ । ଏନେଇ…

ନୟାଗଡ ମେଡିକାଲରେ ଶିଶୁ ବିକ୍ରି ମାମଲା , ୩ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ନୟାଗଡ : ନୟାଗଡ ମେଡିକାଲେର ନବଜାତ ଶିଶୁ ବିକ୍ରି ମାମଲା । ଶିଶୁକୁ ବିକ୍ରି କରିଥିଲେ ନର୍ସ ଓ ଆଶାଦିଦି । ଏହି ଘଟଣାରେ ସଂପୃକ୍ତ ନର୍ସ , ଆଟେଣ୍ଡାଣ୍ଟ ଏବଂ ଆଶା କର୍ମୀଙ୍କୁ ଟାଉନ ଥାନା ପୋଲିସ ଗିରଫ କରିଛି ।ଗିରଫ ଅଭିଯୁକ୍ତ ମାନେ ହେଲେ ନୟାଗଡ ମୁଖ୍ୟ ଚିକିତ୍ସାଳୟର ନର୍ସ କମଳା ଦେଇ ,…

[ଦେଖନ୍ତୁ ଭିଡିଓ] ପ୍ରେମ ସପ୍ତାହରେ ଆଜି ‘ପ୍ରପୋଜ ଡେ’

ଭୁବନେଶ୍ୱର: ଚାଲିଛି ପ୍ରେମ ସପ୍ତାହ । ଚକୋଲେଟ ଡେ’ରୁ ଏହି ଦିବସ ଆରମ୍ଭ ହୋଇଛି । ତେବେ ଏହି ପ୍ରେମ ଯେ କେବଳ ପ୍ରେମୀ ଯୁଗଳଙ୍କ ପାଖରେ ସୀମିତ ନୁହେଁ । ପ୍ରେମୀ ଯୁଗଳଙ୍କଠାରୁ ନେଇ ଭାଇ ଭଉଣୀ ସମ୍ପର୍କ ହେଉକି ବନ୍ଧୁତ୍ୱ ସମ୍ପର୍କରେ ବି ରହିବ ନିହାତି ଦରକାର । ଆଉ ଏବେ ଏହି ପ୍ରେମ…

ସମ୍ପତ୍ତି ଆଗରେ ତୁଚ୍ଛ ହେଲା ସମ୍ପର୍କ: ବାପାକୁ ହତ୍ୟା କଲା ଜନ୍ମ କଲା ପୁଅ

ଢେଙ୍କାନାଳ: ସମ୍ପତ୍ତି ଆଗରେ ତୁଚ୍ଛ ହେଲା ସମ୍ପର୍କ। ବାପାକୁ ହତ୍ୟା କରିଛି ନିଜ ଜନ୍ମ କଲା ପୁଅ। ସମ୍ପତ୍ତି ଯୋଗୁ ପାଟି ତୁଣ୍ଡ ହୋଇଥିବା ବଙ୍କଳ ଉତ୍ତ୍ୟକ୍ତ ହୋଇ ନିଜ ବାପାକୁ ନିର୍ମର୍ମ ଭାବେ ହତ୍ୟା କରିଛି ପୁଅ । ଏହି ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ଟାଉନ୍ ନିକଟ କୋରିଆଁ …

[ଦେଖନ୍ତୁ ଭିଡିଓ] ରାସ୍ତା ନିର୍ମାଣରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ଯାଜପୁର: ରାସ୍ତା ନିର୍ମାଣରେ ବ୍ୟାପକ ଦୁର୍ନୀତି ଅଭିଯୋଗ ହୋଇଛି । ଯାଜପୁର ଜିଲା ଦଶରଥପୁର ପଂଚାୟତର ମୁଳାଢ଼ିଅ ମଶାଣି ରାସ୍ତା ନିର୍ମାଣରେ ବ୍ୟାପକ ଦୁର୍ନୀତି । ଦଶରଥପୁର ବ୍ଳକ କାର୍ଯ୍ୟାଳୟର ଦୂରରେ ପୂର୍ବତନ ସରପଞ୍ଚଙ୍କ ତତ୍ତ୍ୱାବଧାନରେ ଲକ୍ଷାଧିକ ଟଙ୍କା ବ୍ୟୟରେ ଏହି ରାସ୍ତାଟି କିଛି ମାସ…

ଅଦରକାରୀ ବର୍ଜ୍ୟରୁ ଆକର୍ଷଣୀୟ ସାମଗ୍ରୀ ତିଆରି କରି ଚର୍ଚ୍ଚାରେ ଜୟପୁର ଝିଅ ମାମା ସାହୁ

ଜୟପୁର :  ଅଦକାରୀ ଜୀନିଷରୁ ତିଆରି ହେଉଛି ସୁନ୍ଦର ସୁନ୍ଦର ଜୀନିଷ । ଆମେ ନିତି ଦିନିଆ ଜୀବନରେ ଅନେକ ଜୀନିଷ କିଣୁ । ବ୍ୟବହାର ସରିଗଲା ପରେ ତାକୁ ଆମେ ଅଳିଆ ଗଦାରେ ଫୋପୋଡି ଦେଉ । କିନ୍ତୁ ଏହି ଅଦରକାରୀ ବର୍ଜ୍ୟ ବସ୍ତୁକୁ ଦରକାରୀ ବସ୍ତୁରେ ପରିଣତ କରି ସୁନ୍ଦର ରୂପ ଦେଇ ଚର୍ଚ୍ଚାରେ…