Latest Odisha News

BREAKING NEWS

Browsing Category

ସହର

City

ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗୃହ ଅଚଳ , ସର୍ବ ଦଳୀୟ ବୈଠକ ଡାକିଲେ ବାଚସ୍ପତି

ଭୁବନେଶ୍ୱର : ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ସପ୍ତମ ଦିନରେ ବି ଚାଲିପାରିଲାନି ଗୃହ। ସାଢେ ୧୧ ଟାରେ ଗୃହ ଆରମ୍ଭ ହେବା ପରେ ପୁଣି ବିରୋଧୀଙ୍କ ମମିତା ପ୍ରସଙ୍ଗ ନେଇ ହୋ ହାଲ୍ଲାରେ କମ୍ପି ଉଠିଲା ଗୃହ। ସେପଟେ ଗୃହରେ ଗୋବିନ୍ଦ ସାହୁଙ୍କ ଫଟୋ ଦେଖାଇ ବିଜେପି ଘଣ୍ଟବାଡେଇଥିବା ଜଣାପଡ଼ିଛି।…

ରାଜ୍ୟରେ ପୁଣି ଆଉ ୨ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର : ରାଜ୍ୟରେ ପୁଣି ଆଜି ୨ ଜଣଙ୍କ ଜୀବନ ନେଲା କରୋନା । ରାଜ୍ୟରେ କରୋନା ସଂକ୍ରମଣ ହାର କମିଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୨୫୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଚିକିତ୍ସିତ ହେଉଥିବା ଦୁଇଜଣ ସଂକ୍ରମିତଙ୍କ ଆଜି ମୃତ୍ୟୁ ହୋଇଯାଇଛି। ମୃତକ ଦୁଇଜଣ ଖୋର୍ଦ୍ଧା ଓ କଟକର ବୋଲି…

ଚୋରି କରି ପଳାଇବାବେଳେ ସିସିଟିଭି ପୁଟେଜ ଦେଖି କାବୁ କଲେ ସ୍ଥାନୀୟ ଲୋକ

ଭଦ୍ରକ: ଘର ଭିତରେ ପଶି ଚୋରି କରି ପଳେଇବା ସମୟରେ କାବୁ କଲେ ସ୍ଥାନୀୟ ଲୋକ । ଏହିପରି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ସହରର ବନ୍ତ ଛକର ମଣ୍ଡଳ ଫୁଡ଼ସ ନିକଟରେ । ପରେ ଚୋରକୁ ପୋଲିସ ନିକଟରେ ଜିମା ଦେଇଛନ୍ତି । ସୂଚନା ଅନୁଯାୟୀ, ଭଦ୍ରକ ସହର ମନୋରଞ୍ଜନ ପଣ୍ଡା ଓ ସଂଗ୍ରାମ ବିଶ୍ୱାଳଙ୍କ ଘରୁ…

ବିଭିନ୍ନ ସମସ୍ୟାର ସମାଧାନ ଦାବି ନେଇ ଜିଲ୍ଲାର ଶହ ଶହ ଶ୍ରମିକ ଓ ଶ୍ରମିକ ନେତାଙ୍କ ବିକ୍ଷୋଭ

ନୂଆପଡ଼ା: ନିର୍ମାଣ ଶ୍ରମିକ, ଦାଦନ ଶ୍ରମିକ ଓ ମନରେଗା ଶ୍ରମିକଙ୍କ ବିଭିନ୍ନ ସମସ୍ୟା ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ । ନୂଆପଡ଼ା ଜିଲ୍ଲା ଶ୍ରମିକ ମହାସଂଘ ତରଫରୁ ଆବାହକ ଯଦୁମଣି ପାଣିଗ୍ରାହୀଙ୍କ ନେତୃତ୍ୱରେ ଏହି ଧାରଣା ଦିଆଯାଇଛି । ୧୧ଦଫା ଦାବି ପତ୍ର…

ରାଜ୍ୟରେ ଗତ ୨୪ଘଣ୍ଟାରେ ୨୫୫ଜଣ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ଘଣ୍ଟା ମଧ୍ୟରେ ୨୫୫ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୧୫୨ଜଣ ଚିହ୍ନଟ ହୋଇଛନ୍ତି । ସ୍ଥାନୀୟ ସଂକ୍ରମଣରୁ ୧୦୩ଜଣ କୋଭିଡ଼ ପଜିଟିଭ ହୋଇଛନ୍ତି । ୧୮ବର୍ଷରୁ କମ୍ ବୟସ ମଧ୍ୟରେ ୫୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।…

ଘନ କୁହୁଡ଼ିର ଆସ୍ତରଣ: ଗାଡ଼ି ଚଳାଚଳ ପ୍ରଭାବିତ

କାମାକ୍ଷାନଗର: ବାତ୍ୟା ଜୱାଦ ପରେ ପ୍ରଥମ ଥର ପାଇଁ କାମାକ୍ଷାନଗର ଉପଖଣ୍ଡରେ ଘନ କୁହୁଡ଼ିର ଆସ୍ତରଣ । କୁହୁଡ଼ିର ପ୍ରଭାବରେ ରାସ୍ତାରେ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଛି । ପ୍ରାୟ ୩୦ମିଟର ପର୍ଯ୍ୟନ୍ତ ସ୍ପଷ୍ଟଭାବେ ରାସ୍ତା ଦୃଶ୍ୟମାନ ହେଉନଥିଲା । ପ୍ରବଳ କୁହୁଡ଼ି ର ପ୍ରଭାବରେ କାକର ବିନ୍ଦୁ…

ବାଇକ ଡିକି ଭାଙ୍ଗି ୫୦ ହଜାର ଟଙ୍କା ଲୁଟିନେଲେ ଦୁବୃର୍ତ୍ତ

ପିପିଲି : ବାଇକ ଡିକି ଭାଙ୍ଗି ୫୦ ହଜାର ଟଙ୍କା ଲୁଟ୍। ପିପିଲି ଅଞ୍ଚଳରେ ଲୁଟେରା ମାନେ ଦିନ ଦ୍ୱି ପ୍ରହରରେ ଲୁଟି ନେଇଛନ୍ତି ଟଙ୍କା। ସୂଚନା ଅନୁସାରେ ପିପିଲି-ଜଟଣୀ ରାସ୍ତାର ଅନନ୍ତପୁର ଗ୍ରାମ୍ୟଛକ ଠାରେ ଥିବା ଏକ ଚା ଦୋକାନ ସମ୍ମୁଖରେ ଜଣେ ବ୍ୟବସାୟୀଙ୍କ ବାଇକ ଡିକିରୁ ୫୦ ହଜାର ଟଙ୍କା…

ପଦ୍ମଶ୍ରୀ ନନ୍ଦ ସାରଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ

ଭୁବନେଶ୍ୱର: ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟିଙ୍କ ଦେହାନ୍ତରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ଶୋକ ବାର୍ତ୍ତାରେ ଲେଖିଛନ୍ତି, ଶ୍ରୀଯୁକ୍ତ ନନ୍ଦ ପୃଷ୍ଟିଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ । ଓଡ଼ିଶାରେ ଶିକ୍ଷାର ପ୍ରସାର ପାଇଁ ସମ୍ମାନନୀୟ ନନ୍ଦ…

ଟ୍ରକ ଧକ୍କାରେ ଆଇଟିଆଇ ଛାତ୍ରଙ୍କ ମୃତ୍ୟୁ, ଘଟଣାସ୍ଥଳରେ ଉତ୍ତେଜନା ଜାରି

ଭଦ୍ରକ:  ଭଦ୍ରକ ବାସୁଦେବପୁର କଲେଜ ଛକରେ ଅଘଟଣ । ଆଇଟିଆଇ ଛାତ୍ରଙ୍କ ଉପରେ ଚଢିଗଲ ଟ୍ରକ ଚଢିଯିବା କାରଣରୁ ଜଣଙ୍କର ମୃତ୍ୟୁ ହୋଇଯାଇଛି। ମୃତ ଛାତ୍ର ଜଣକ ହେଉଛନ୍ତି ବିନାୟକ ପୁର ଗାଁର ସୁକା ସାହୁଙ୍କ ପୁଅ ରିଙ୍କୁ କୁମାର ସାହୁ ବୋଲି ଜଣାପଡ଼ିଛି। ରିଙ୍କୁ ଆଜି ଏକ ବାଇକରେ ଆସୁଥିବା ସମୟରେ…

[ଭିଡିଓ] ହାତୀ ଉପଦ୍ରବ ରୋକିବ ”ଲାଇଟର୍ ଗନ୍”

ଅନୁଗୁଳ : ହାତୀ ଘଉଡାଉଛି ଲାଇଟର ଗନ୍ । ଅନୁଗୁଳରେ ଦିନକୁ ଦିନ ହାତୀ ଉପଦ୍ରବ ବଢ଼ିବାରେ ଲାଗିଛି । ଜଙ୍ଗଲଛାଡି ଜନବସିତି ମୁହାଁ ହେଉଛନ୍ତି ହାତୀ ପଲ୍ଲ।ହାତୀକୁ ଘଉଡାଇବା ପାଇଁ ନାକେଦମ ହେଉଛି ବନ ବିଭାଗ। ଏଭଳି ପରିସ୍ଥିତିରେ ବନ୍ତଳା କଲେଇପଡ଼ା ଗାଁର ରସାନନ୍ଦ ସାହୁ ନାମକ ଜଣେ ବ୍ୟକ୍ତି…