Latest Odisha News
Browsing Category

କଟକ

Cuttack

ମାତିଲେ ଲୁଟେରା, ଏଟିଏମ୍ ଭାଙ୍ଗି ଟଙ୍କା ଧରି ଛୁ

କଟକ: ମାତିଲେ ଏଟିଏମ୍ ଲୁଟେରା । ଟାଙ୍ଗୀ ଥାନା ଅନ୍ତର୍ଗତ ଡ୍ରିମ୍ସ କଲେଜ ନିକଟ ଏଟିଏମ ଭାଙ୍ଗି ଟଙ୍କା ଧରି ଚମ୍ପଟ ମାରିଛନ୍ତି ଲୁଟେରା । ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି । ଆଜି ସକାଳୁ ସ୍ଥାନୀୟ ଲୋକ ପୋଲିସକୁ ଖବର ଦେଇଥିଲେ । ଡ୍ରିମ୍‌ସ ଫାଣ୍ଡିଠାରୁ କେଇ ମିଟର ଦୂରରେ ଥିବା…

କାରକୁ ଚାପି ଦେଲା ହାଇଓ୍ୱା, ୨ ଜଣ ଗୁରୁତର

କଟକ: ବାରଙ୍ଗ ନିକଟ ତ୍ରିଶୂଳିଆରେ ନେତାଜୀ ସୁଭାଷ ସେତୁ ଉପରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । କାର୍ ଉପରେ ମାଡ଼ି ଗଲା ବାଲି ବୋଝେଇ ହାଇଓ୍ୱା । ଏଥିରେ କାରରେ ଥିବା ଡ୍ରାଇଭର ଅ ଅନ୍ୟ ଜଣେ ଆହତ ହୋଇଛନ୍ତି । କାର୍ ଡ୍ରାଇଭରଙ୍କ ଅବସ୍ଥା ଗୁରୁତର ରହିଛି । ତାଙ୍କୁ ଚିକିତ୍ସା ପାଇଁ କଟକ ବଡ଼…

କେନାଲରେ ବୁଡି ଛାତ୍ର ନିଖୋଜ

କଟକ: କଟକର ଏକ କେନାଲରେ ଗାଧୋଉଥିବା ବେଳେ ସୋମବାର ଦିନ ଜଣେ ଛାତ୍ର ବୁଡିଯାଇ ନିଖୋଜ ହୋଇଯାଇଛନ୍ତି । ସୂଚନା ଅନୁଯାୟୀ ଆଜି ଜଗତପୁର ନିକଟ ନନାକର ଗ୍ରାମର ୩ ଜଣ ଯୁବକ କେନ୍ଦ୍ରାପଡା କେନାଲରେ ଗାଧୋଉଥିବା ବେଳେ ଗଭୀର ପାଣିରେ ବୁଡି ଯାଇଥିଲେ । ସୌଭାଗ୍ୟବଶତଃ ସ୍ଥାନୀୟ ବାସିନ୍ଦା ୨ଜଣଙ୍କୁ…

କଟକରେ ଆଜିଠୁ ସେରୋ ସର୍ଭେ, ୨୫ ଓ୍ୱାର୍ଡରୁ ନମୁନା ସଂଗ୍ରହ

କଟକ: ଆଜିଠୁ କଟକ ସହରରେ ଆରମ୍ଭ ହେଉଛି ସେରୋ ସର୍ଭେ । କଟକ ମହାନଗର ନିଗମର ୨୫ଟି ୱାର୍ଡରେ ଏହି ସର୍ଭେ ଆସନ୍ତା ୫ ତାରିଖ ଯାଏ ଚାଲିବ । ଲୋକଙ୍କଠାରୁ ସଂଗ୍ରହ କରାଯିବ ରକ୍ତ ନମୁନା । ପ୍ରତି ୱାର୍ଡରୁ ୬୦ ଜଣ ଲେଖାଏଁ ଲୋକଙ୍କୁ ଚିହ୍ନଟ କରାଯିବ । ନାବାଳକ ଓ ଗର୍ଭବତୀଙ୍କୁ ଏଥିରେ ସାମିଲ…

କରୋନା ଯୋଗୁ ଏବର୍ଷ କଟକରେ ହେବନି ଐତିହାସିକ ବାଲିଯାତ୍ରା

କଟକ: କରୋନା ମହାମାରୀ ପରମ୍ପରା ଓ ପର୍ବପର୍ବାଣୀ ଉପରେ ପ୍ରଭାବ ପକାଇଛି । ଏବର୍ଷ ହେବନି କଟକର ଐତିହାସିକ ବାଲିଯାତ୍ରା । କରୋନା ଯୋଗୁ ବାଲିଯାତ୍ରା ଆୟୋଜନ ଉପରେ କଟକଣା ଲାଗିଛି । କୋଭିଡ୍ ସ୍ଥିତିକୁ ଦୃଷ୍ଟିରେ ରଖି ଏଭଳି ବିରାଟ ଆୟୋଜନ ସମ୍ଭବ ନୁହେଁ ବୋଲି କଟକ ଜିଲ୍ଲାପାଳ କହିଛନ୍ତି ।…

ନଭେମ୍ବର ୨ ତାରିଖରୁ କଟକ ସହରରେ ସେରୋ ସର୍ଭେ

କଟକ: ଆସନ୍ତା ନଭେମ୍ବର ୨ ତାରିଖରୁ କଟକ ସହରରେ ଆରମ୍ଭ ହେବ ସେରୋଲୋଜିକାଲ୍ ସର୍ଭେ । କଟକ ମହାନଗର ନିଗମ ଓ ଆରଏମଆରସି ପକ୍ଷରୁ ମିଳିତ ସର୍ଭେ କରାଯିବ । ୨୫ଟି ଓ୍ୱାର୍ଡରେ ନଭେମ୍ୱର ୫ ତାରିଖ ଯାଏ ଏହି ଅଭିଯାନ ଚାଲିବ । ପ୍ରଥମ ପର୍ଯ୍ୟାୟ ସେରୋ ସର୍ଭେ ୨୫ଟି ଓ୍ୱାର୍ଡରେ ସକାଳ ୮ଟାରୁ ସନ୍ଧ୍ୟା…

ଆଠଗଡ଼ରେ ୫୫ ନମ୍ୱର ଜାତୀୟ ରାଜପଥ ଉପରେ ହାତୀ ପଲ

ଆଠଗଡ଼(କଟକ): ଜଙ୍ଗଲ ଛାଡ଼ି ଜନବସତି ମୁହାଁ ଗଜରାଜ । କଟକ ଜିଲ୍ଲା ଖୁଣ୍ଟୁଣି ରେଞ୍ଜ ସୁନିଆମୁହଁ ରିଜର୍ଭ ଫରେଷ୍ଟ ନିକଟରେ ବୁଲୁଛନ୍ତି ୨୦ ଟିକିଆ ହାତୀପଲ । ଆଜି ବାଳି ନିକଟରେ ୫୫ ନମ୍ବର ଜାତୀୟ ରାଜପଥ ପାର ହୋଇଛନ୍ତି ହାତୀ । ଛୁଆ ହାତୀଙ୍କୁ ମିଶାଇ ପ୍ରାୟ ୨୦ଟି ହାତୀ ରାସ୍ତା ପାର…

ଢେଙ୍କାନାଳ ଓ ଚୌଦ୍ୱାର ଅଞ୍ଚଳରେ ହାତୀ ପଲଙ୍କ ଉତ୍ପାତ

ଭୁବନେଶ୍ୱର: ଜଙ୍ଗଲ ଛାଡ଼ି ଜନବସତି ମୁହାଁ ଗଜରାଜ । ରାଜ୍ୟର ବିଭିନ୍ନ ସ୍ଥାନରେ ହାତୀଙ୍କ ଉପଦ୍ରବ ଖବର ସାମନାକୁ ଆସିଛି । ଢେଙ୍କାନାଳ ଜିଲ୍ଲା ସୋଗର ଗାଁରେ ହାତୀ ପଲ ଉପଦ୍ରବ ଚଳାଇଛନ୍ତି । ଗାଁ ଆଖପାଖରେ ବୁଲୁଛନ୍ତି ୨୩ଟି ହାତୀ । ଫଳରେ ସ୍ଥାନୀୟ ଲୋକ ଆତଙ୍କିତ ହୋଇ ପଡ଼ିଛନ୍ତି । ହାତୀ…

୩୦ ଟଙ୍କିଆ ଚାନ୍ଦା ଆଦାୟକାରୀ ବି ପାଇଲାନି ଛାଡ

କଟକ: ଦାଦାବଟିକୁ ନା ଅଭିଯାନରେ କମିଶନରେଟ୍ ପୋଲିସର ପ୍ରଥମ ଶିକାର ହୋଇଥିଲା ରାଜା ଆଚାର୍ଯ୍ୟ ।ଗତକାଲି ସୁଦ୍ଧା ୧୪ ଜଣ ଗିରଫ ହୋଇସାରିଲେଣି । ହେଲେ ରାସ୍ତା କଡରେ ଗାଡିକୁ ଛିଡା କରି ଚାନ୍ଦା ଆଦାୟ କରୁଥିବା ଅସାମାଜିକ ବି ଏବେ ତ୍ରାହି ତ୍ରାହି ଛାଡିଲେଣି । ମାତ୍ର ୩୦ ଟଙ୍କା ବଟି ମାଗି…

ଦୈନିକ କରୋନା ପଜିଟିଭ୍ ଓ ଆକ୍ଟିଭ କେସରେ ଓଡ଼ିଶାର ଟପ୍ ୫ ଜିଲ୍ଲା

ଭୁବନେଶ୍ୱର: ରାଜ୍ୟରେ କରୋନା କାୟା ଧୀରେ ଧୀରେ କମୁଛି । ଏବେ ଦୈନିକ ୩ ହଜାରରୁ କମ୍ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଖୋର୍ଦ୍ଧା ଓ କଟକରେ ପଜିଟିଭ୍ କେସ୍ ଦିନକୁ ଦିନ ଖସୁଥିବା ବେଳେ ଚିନ୍ତା ବଢ଼ାଇଛି ଅନୁଗୋଳ ଓ ମୟୂରଭଞ୍ଜ ଜିଲ୍ଲା । ସେହିପରି ସୁନ୍ଦରଗଡ଼ରେ ବି ବଢୁଛି ନୂଆ…