Latest Odisha News

BREAKING NEWS

Browsing Category

କଟକ

Cuttack

ଓଡିଶାରେ ଲକ୍‌ଡାଉନ ବେଳେ କଣ ସବୁ ଉପରେ ରହିବ କଟକଣା ଜାଣନ୍ତୁ

ଭୁବନେଶ୍ୱର: କରୋନା ଭୂତାଣୁ ସଂକ୍ରମଣର ସମ୍ଭାବ୍ୟ ବିପଦକୁୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ସକାଳ ୭ଟା ଠାରୁ ଆସନ୍ତା ୨୯ ତାରିଖ ରାତି ୯ ଟା ଯାଏଁ ରାଜ୍ୟର ୫ଟି ଜିଲ୍ଲା ଓ ଆଠଟି ପ୍ରମୁଖ ସହରରେ ସମ୍ପୂର୍ଣ୍ଣ ବନ୍ଦ ବା ଲକ୍‌ଡାଉନ ଘୋଷଣା କରିଛନ୍ତି । ତେବେ ଏହି ଆଠ…

କରୋନା ସତର୍କତା: ଟ୍ୱିନସିଟିରେ ବନ୍ଦ ରହିବ ସମସ୍ତ ପାର୍କ

ଭୁବନେଶ୍ୱର: କରୋନା ପାଇଁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଜନଗହଳିକୁ କମ୍ କରିବା ପାଇଁ ଅନ୍ୟ ଆଦେଶ ପର୍ଯ୍ୟନ୍ତ ଭୁବନେଶ୍ୱରର ସମସ୍ତ ପାର୍କ ବନ୍ଦ ରହିବ । ଏନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମସି) ଶନିବାର ଦିନ ସୂଚନା ଦେଇଛନ୍ତି । ଭୁବନେଶ୍ୱରରେ ମୋଟ୍ ୬୭ଟି ପାର୍କ ରହିଛି । ସେହିଭଳି…

ଟ୍ୱିନସିଟିରେ ବସ, ଟ୍ରକ ପାଇଁ ଲାଗୁ ହେବନି ଯୁଗ୍ମ-ଅଯୁଗ୍ମ ନିୟମ

ଭୁବନେଶ୍ୱର: ଭୁବନେଶ୍ୱର ଓ କଟକରେ ସାର୍ବଜନିକ ପରିବହନ ଯାନ ଟ୍ରକ ଓ ବସ ପାଇଁ ଯୁଗ୍ମ -ଅଯୁଗ୍ମ ନିୟମ ଲାଗୁ ହେବ ନାହିଁ ବୋଲି ଶନିବାର ଦିନ ପୋଲିସ କମିଶନରେଟ୍ ସ୍ପଷ୍ଟ କରିଛନ୍ତି । ଏହା ପୂର୍ବରୁ ଶୁକ୍ରବାର ଦିନ ପୋଲିସ ରାସ୍ତାରେ ଯାନବାହନ ଗୁଡିକର ସଂଖ୍ୟା କମ୍ କରି କରୋନାଭାଇରସ ସଂକ୍ରମଣକୁ…

କରୋନା ରୋକିବା ପାଇଁ କଟକରେ ଶନିବାରଠାରୁ ଯୁଗ୍ମ-ଅଯୁଗ୍ମ ବ୍ୟବସ୍ଥା ଆରମ୍ଭ

କଟକ: କରୋନା ମହାମାରୀର ଭୟାବହତାକୁ ରୋକିବା ପାଇଁ କଟକ ସହରରେ ମଧ୍ୟ ସର୍ବସାଧାରଣ ପରିବହନ ବ୍ୟବସ୍ଥାରେ ଯୁଗ୍ମ-ଅଯୁଗ୍ମ ବ୍ୟବସ୍ଥା ଶନିବାର ଠାରୁ ଲାଗୁ ହେବ । ବସ୍‌, ଅଟୋ, ଟାକ୍ସି ଓ ଟ୍ରକ୍ ଇତ୍ୟାଦି ର ଚଳାଚଳ ଉପରେ ଏହି ନୂଆ ନିୟମ ଲାଗୁ ହେବ ବୋଲି ଭୁବନେଶ୍ୱର-କଟକ କମିଶନରେଟ୍ ପୋଲିସ୍…

ଓଡିଶାରେ କରୋନା ଭୟ: ମାର୍ଚ୍ଚ ୩୧ ପର୍ଯ୍ୟନ୍ତ କାର୍ଯ୍ୟ ବନ୍ଦ ରଖିବେ ହାଇକୋର୍ଟ ଆଇନଜୀବି

କଟକ: କରୋନା ଭାଇରସରେ ଆକ୍ରାନ୍ତଙ୍କ ବଢ଼ୁଥିବା ସଂଖ୍ୟାକୁ ଦୃଷ୍ଟିରେ ରଖି ଓଡ଼ିଶା ହାଇକୋର୍ଟ ବାର୍ ଆସୋସିଏସନର ଓକିଲମାନେ ଆସନ୍ତା ମାର୍ଚ୍ଚ ୩୧ ପର୍ଯ୍ୟନ୍ତ କୋର୍ଟ କାର୍ଯ୍ୟ ନକରିବାକୁ ନିଷ୍ପତ୍ତି ନେଇଛନ୍ତି। ବାର ଆସୋସିଏସନ ଏକ ଜରୁରୀକାଳୀନ ବୈଠକରେ ରାଜ୍ୟ ସରକାରଙ୍କ ଦ୍ୱାରାଜାରୀ…

ପ୍ରଳୟଙ୍କରୀ ବାତ୍ୟା ଫନିରେ ରିଲିଫ ବାଣ୍ଟି ୱାର୍ଲ୍ଡ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଲେ କଟକର ଏହି ବାଳକ

କଟକ: ଗତ ବର୍ଷ ଅକ୍ଟୋବରରେ ମିଲେନିୟମ୍ ସିଟିରେ ଟ୍ରାଫିକ୍ ପୋଲିସର ଶୋଷ ମେଣ୍ଟାଇବାରେ ସାହାଯ୍ୟ କରିଥିବାରୁ ତାଙ୍କୁ ସମ୍ମାନିତ କରାଯାଇଥିଲା ଏବଂ ସମାଜ ପ୍ରତି ଏହି ନିଃସ୍ୱାର୍ଥପର ସେବା ତାଙ୍କୁ ବିଶ୍ୱ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ଦେଇଛି । ଭେଟନ୍ତୁ ୧୨ ବର୍ଷ ବୟସ୍କ ଅଭିଷେକ ସାହୁଙ୍କୁ…

କରୋନା ପାଇଁ ମାସ୍କ ତିଆରି କରିବାକୁ ଆଗେଇ ଆସିଲେ ମହିଳା ଗୋଷ୍ଠୀ

କଟକ: କରୋନା ଭୂତାଣୁ ସଂକ୍ରମଣ ନିୟନ୍ତ୍ରଣ ପାଇଁ ସରକାରୀ ଓ ବେସରକାରୀ ସ୍ତରରେ ବ୍ୟାପକ ପଦକ୍ଷେପ ନିଆଯାଉଛି । ତେବେ କଫ, ଥଣ୍ଡା ତଥା କରୋନା ସଂକ୍ରମିତ ବ୍ୟକ୍ତି ବିଶେଷଙ୍କୁ ମାସ୍କ ବ୍ୟବହାର ପାଇଁ ପରାମର୍ଶ ଦିଆଯାଉଛି । ବର୍ଦ୍ଧିତ ଚାହିଦା ଦୃଷ୍ଟିରୁ ବଜାରରେ ମାସ୍କର ଅଭାବ ଏବଂ କେତେକ…

କରୋନା ସତର୍କତା: ବାଣୀବିହାର ପରେ ବନ୍ଦ ହେଲା ରେଭେନ୍ସା ହଷ୍ଟେଲ

ଭୁବନେଶ୍ୱର: ବଢୁଥିବା କରୋନା ଭୂତାଣୁ ଠାରୁ ସତର୍କ ରହିବା ନିମନ୍ତେ ସୋମବାର ଠାରୁ କଟକ ସ୍ଥିତ ରେଭେନ୍ସା ବିଶ୍ୱ ବିଦ୍ୟାଳୟକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଜାରି ହୋଇଛି । ଆଜି ଓରଥମେ ଉତ୍କଳ ବିଶ୍ୱବିଦ୍ୟାଳୟ ହେଷ୍ଟଲକୁ ବନ୍ଦ ନିର୍ଦ୍ଦେଶ ଦିଆଯାଇଥିଲା । ୨୪ ଘଂଟା ମଧ୍ୟରେ ହଷ୍ଟେଲ ଖାଲି…

ମହାପ୍ରୟାଣ ଗାଡ଼ିରେ ପରିବା ପରିବହନ: ସୋସିଆଲ ମିଡିଆରେ ଫଟୋ ଭାଇରଲ

ଅନୁଗୁଳ: ମହାପ୍ରୟାଣ ଗାଡ଼ିରେ ପରିବା ପରିବହନ । କଥାଟି କାନକୁ ଅଜବ ଶୁଭୁଥିଲେ ବି ସତ । ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ (ଡିଏଚଏଚ) ମୃତଦେହ ଜମା କରିବା ପରେ ପନିପରିବା ପରିବହନ କରୁଥିବା ଏକ ମହାପ୍ରୟାଣ ଗାଡିକୁ ନେଇ ଏଠାରେ ଅସନ୍ତୋଷ ସୃଷ୍ଟି ହୋଇଛି। ମିଳିଥିବା ସୂଚନା…

ଏସସିବିକୁ ବିଶ୍ୱସ୍ତରୀୟ ଯୋଜନା; ଆଜି ପୁଣି ଉଚ୍ଛେଦ ପ୍ରକ୍ରିୟା ଜାରି

କଟକ: କଟକର ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲକୁ ବିଶ୍ୱସ୍ତରୀୟ କରିବା ଯୋଜନାରେ ଏସସିବି ପରିସରରେ ଉଚ୍ଛେଦ ପ୍ରକ୍ରିୟା ଚାଲିଛି । ଆଜି ପୁଣି ଏସସିବି ସମ୍ପ୍ରସାରଣ କରିବା ପାଇଁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି । ହିନ୍ଦ ସିନେମା ରୋଡରୁ ତାଳଦଣ୍ଡା କେନାଲ ଯାଏଁ ଉଚ୍ଛେଦ କାର୍ଯ୍ୟ ଚାଲିଛି…