Latest Odisha News

BREAKING NEWS

Browsing Category

ଧର୍ମ ଓ ପରମ୍ପରା

ପବିତ୍ର ଶଙ୍ଖ: ବାସ୍ତୁ, ଆଧ୍ୟାତ୍ମିକତା ଦୃଷ୍ଟିରୁ କେତେ ଉପକାରୀ, ଜାଣନ୍ତୁ…

ମହାନ ହିନ୍ଦୁ ସଂସ୍କୃତିରେ ଶଙ୍ଖକୁ ଘରେ ହେଉ କିମ୍ବା ଦେବାଳୟରେ ବାସ୍ତୁ ଓ ଆଧ୍ୟାତ୍ମିକତା ଦୃଷ୍ଟିରୁ ବେଶ୍ ଗୁରୁତ୍ୱ ଦିଆଯାଇଥାଏ । ଶଙ୍ଖକୁ ଘରେ ରଖି ପୂଜା କରିବା କିମ୍ବା ସକାଳ ସଞ୍ଜରେ ଠାକୁରଘରେ ଉପାସନା କରିବା ସମୟରେ ବଜାଇବା ଲାଗି ଭିନ୍ନ ଭିନ୍ନ ଶଙ୍ଖ ରହିଛି । ଶଙ୍ଖ:…

ହିନ୍ଦୁଶାସ୍ତ୍ରାନୁସାରେ ରବିବାର ସୂର୍ଯ୍ୟ ଉପାସନାର ନିୟମ…

ଭୁବନେଶ୍ୱର: ହିନ୍ଦୁଶାସ୍ତ୍ରାନୁସାରେ ପ୍ରାତଃକାଳରେ ଗାଧୋଇସାରି ସୂର୍ଯ୍ୟଙ୍କୁ ଜଳ ଅର୍ପଣ କଲେ ସାରା ଦିନଟି ଆପଣଙ୍କ ଭଲରେ କଟିବା ସହିତ ସକାରାତ୍ମକ ଶକ୍ତି ଆପଣଙ୍କ ଶରୀରରେ ଭରିଯାଇଥାଏ ବୋଲି ବିଶ୍ଵାସ ରହିଛି। ରବିବାର ହେଉଛି ଆଦିତ୍ୟଙ୍କ ବାର । ଏହିଦିନ ସୂର୍ଯ୍ୟଦେବଙ୍କୁ ଜଳଦାନ କଲେ…

ଗାଁ ଦାଣ୍ଡରେ ଆଉ ଶୁଣିବାକୁ ମିଳୁନାହିଁ ଚକୁଳିଆ ପଣ୍ଡାର ଗୀତ..

ଭୁବନେଶ୍ୱର:ସଂସ୍କୃତି ଓ ଐତିହ୍ୟରେ ପରିପୂର୍ଣ୍ଣ ଆମ ରାଜ୍ୟ ଓଡ଼ିଶା। ଏହାର କୋଣଅନୁକୋଣରେ ଭାରି ରହିଛି ଧର୍ମ ଓ ପରମ୍ପରାର ମହକ । ବାରମାସରେ ତେର ଓଷା ତାସାଙ୍ଗକୁ ନାନାଦି ରୀତିନୀତି । ବର୍ତ୍ତମାନ ଏସବୁରୁ ଅନେକ କିଛି ପାଶୋରି ଗଲାଣି । ଓଡ଼ିଶାର ପରମ୍ପରା, ସଂସ୍କୃତି କଥା ମନେ ପଡିଲେ,…

ଇଜିପ୍ଟର ଧର୍ମୀୟ ଚେତନାରେ ପୁରୀ…

ଇଜିପ୍ଟର ପୌରାଣିକ କଥାବସ୍ତୁ ପ୍ରାଚୀନ ଓଡିଶା ତଥା ସମୁଦ୍ର ସହ ଥିବା ଏହାର ମଜବୁତ ସମ୍ପର୍କର ସଂକେତ ପ୍ରଦାନ କରେ । ଏକ ଗବେଷଣା ଅନୁଯାୟୀ, ଇଜିପ୍ଟର ପୌରାଣିକ କଥାବସ୍ତୁରେ 'ପୁଟ' ଅଥବା 'ପୁଣ୍ଟ' ନାମରେ ଦର୍ଶାଯାଇଥିବା ସ୍ଥାନଟି ସମ୍ଭବତଃ ପୁରୀ ହୋଇଥାଇପାରେ । ପୁରୀର ପ୍ରାଣ କେନ୍ଦ୍ର…

ବିବାହ ସମୟରେ କାହିଁକି ଲଗାଯାଏ ବର-ବଧୂଙ୍କୁ ହଳଦୀ, ଜାଣନ୍ତୁ

ଭୁବନେଶ୍ୱର: ବିବାହ ଭଳି ଏକ ପବିତ୍ର କାର୍ଯ୍ୟରେ ଆମ ହିନ୍ଦୁ ଶାସ୍ତ୍ର ଅନୁଯାୟୀ ଅନେକ ରୀତି ନୀତି ପାଳନ ହୋଇଥାଏ। ତେବେ ପରମ୍ପରା ଅନୁଯାଇ ବିବାହ ପୂର୍ବରୁ ବର ଓ କନ୍ୟାକୁ ହଳଦୀ ଲଗାଯାଏ। ହଳଦୀ ଲଗା ବିନା ବିବାହ ସମ୍ପୂର୍ଣ୍ଣ ହୁଏନି ବୋଲି ଲୋକଙ୍କ ବିଶ୍ୱାସ ରହିଛି। ତେବେ କାହିଁକି ବର ଓ…

ଏହି ୫ଟି ଦ୍ରବ୍ୟର ଧୂଆଁ, ଘରେ ଭରିଦେବ ସକରାତ୍ମକ ଶକ୍ତି !

ଭୁବନେଶ୍ୱର: ଘରେ ନକରାତ୍ମକ ଶକ୍ତି ରହିଥିଲେ ଜୀବନରେ ସମସ୍ୟା ହିଁ ସମସ୍ୟା ଦେଖା ଦେଇଥାଏ। ଯଦି ଆପଣ ନିଜ ଘରେ ନକରାତ୍ମକ ଶକ୍ତି ଥିବା ଜାଣିବାକୁ ପାଉଛନ୍ତି ଏବଂ ଘରୁ ଏହି କୁଶକ୍ତିକୁ ବାହାର କରିବାକୁ ଆପଣାନ୍ତୁ ଏହିସବୁ ଉପାୟ.. ଘରୁ ନକାରାତ୍ମକ ଶକ୍ତିକୁ ଦୂର କରିବାକୁ ପ୍ରତିଦିନ…

ଭାରତୀୟ ପରମ୍ପରାରେ ଚରଣ ସ୍ପର୍ଶ; ଜାଣନ୍ତୁ, କ’ଣ ରହିଛି ମହତ୍ୱ !

ମହାନ ଭାରତୀୟ ସଂସ୍କୃତି ଓ ପରମ୍ପରାକୁ ଆଜି ମଧ୍ୟ କୋଟି କୋଟି ଭାରତୀୟ ସମ୍ମାନ ସହକାରେ ପାଳନ କରିଚାଲିଛନ୍ତି । ଭାରତୀୟ ସଂସ୍କୃତି ଆଜି ସମଗ୍ର ବିଶ୍ୱରେ ଆଦୃତି ଲାଭ କରିବା ସହିତ ବିଭିନ୍ନ ଦେଶରେ ଭାରତୀୟ ଯୋଗ ଓ ଆଧ୍ୟାତ୍ମିକତାକୁ ଗ୍ରହଣ କରିଛନ୍ତି । ଭାରତୀୟ ସଂସ୍କୃତିରେ ଗୁରୁଜନମାନଙ୍କ୍‌ୁ…

ପଦ୍ମାବତୀଙ୍କ ଇଚ୍ଛା ପୂରଣ ହେଲା; ଶ୍ରୀଜଗନ୍ନାଥ ହାତରେ ନେଲେ ତୁଳସୀମାଳ !

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରହସ୍ୟ ଉନ୍ମୋଚନ କରିବା ସାମାନ୍ୟ ମଣିଷ ନିକଟରେ ସମ୍ପୂର୍ଣ୍ଣ ଅସମ୍ଭବ । ତାଙ୍କରି ଇଚ୍ଛା ବିନା କେହି ତାଙ୍କୁ ମଧ୍ୟ ଜାଣି ପାରନ୍ତି ନାହିଁ । ଲୀଳାମୟ ମହାପ୍ରଭୁ କେବଳ ଭାବର ଠାକୁର ଭାବଗ୍ରାହୀ । ଶ୍ରଦ୍ଧାରେ ଡାକିଲେ ଶୁଣନ୍ତି, ପ୍ରେମରେ କହିଲେ ଉତ୍ତର ଦିଅନ୍ତି…

ଓଡ଼ିଶାର ତ୍ରିବେଣୀ ସଙ୍ଗମ

ଭାରତର ପ୍ରୟାଗରାଜ (ଆଲହାବାଦ୍)ଠାରେ ଗଙ୍ଗା, ଯମୁନା ଓ ସରସ୍ୱତୀ ନାମକ ୩ଟି ପ୍ରମୁଖ ନଦୀର ସଙ୍ଗମ ସ୍ଥଳକୁ ତ୍ରିବେଣୀ ସଙ୍ଗମ ବୋଲି କୁହାଯାଏ । ଯେଉଁଠାରେ ଅନୁଷ୍ଠିତ ହୋଇଥାଏ ବିଶ୍ୱପ୍ରସିଦ୍ଧ କୁମ୍ଭମେଳା । ବିଶ୍ୱାସ ରହିଛି ଏହି ସଙ୍ଗମ ସ୍ଥଳରେ ସ୍ନାନ କରୁଥିବା ବ୍ୟକ୍ତିର ମୋକ୍ଷ ପ୍ରାପ୍ତି…

ତମ୍ବାପାତ୍ର ପାଣି ଆପଣଙ୍କ ଶରୀର ଲାଗି କେତେ ଉପକାରୀ, ଜାଣନ୍ତୁ…

ଭୁବନେଶ୍ୱର: ମହାନ ଭାରତୀୟ ପରମ୍ପରା ଓ ସଂସ୍କୃତିରେ ପୁରାତନ କାଳରୁ ଯେଉଁ ସବୁ ପଦ୍ଧତି ଗୁଡ଼ିକ ରହିଛି ସେସମସ୍ତକୁ ଉପଯୋଗ କଲେ ଆମେ ଦୈନନ୍ଦିନ ଜୀବନରେ ଅନେକ ଉପକୃତ ହୋଇଥାଉ । ପୁରାତନ ଆୟୁର୍ବିଦ ଚିକିତ୍ସା ଶାସ୍ତ୍ରରେ ଅନେକ ପରାମର୍ଶ ଦିଆଯାଇଛି ଯାହାକୁ ପାଳନ କଲେ ଶାରୀରୀକ ଓ ମାନସିକ…